Browsing Category
Featured
ଖୁବ୍ ଶୀଘ୍ର ଦୁବାଇରେ ଖୋଲିବାକୁ ଯାଉଛି ପ୍ରଥମ ଚନ୍ଦ୍ର ଆକୃତିର ବିଳାସପୂର୍ଣ୍ଣ ରିସର୍ଟ: ରିପୋର୍ଟ
ନୂଆଦିଲ୍ଲୀ: ସମୁଦ୍ର କୂଳରେ ଉନ୍ନତମାନର ବୈଜ୍ଞାନିକ ପ୍ରଣାଳିରେ ନିର୍ମିତ ସହର ହେଉଛି ଦୁବାଇ। ଏଠାରେ ଦକ୍ଷ କାରିଗରମାନେ ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଠାରୁ ଆରମ୍ଭ କରି ସମୁଦ୍ରକୁ ପୋତି ବିଳାସମୟ ସହର…
ଏଣିକି ବିଜିନେସ କରୁଥିବା ଲୋକଙ୍କୁ ମିଳିବ ପେନସନ୍! ନୂଆ ପ୍ଲାନ ଆଣିବ EPFO
ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ପ୍ଲାନ ଆଣିବା ନେଇ ପ୍ରସ୍ତୁତି ଚାଲିଛି । ଏହି ପ୍ଲାନ ଆଧାରରେ ବିଜିନେସ କରୁଥିବା ଲୋକଙ୍କୁ ପେନସନ ଦିଆଯିବା ନେଇ ବିଚାର ଚାଲିଛି । ପୂର୍ବରୁ…
ପ୍ରେମିକ ସହ ମିଶି ସାନ ଭାଇକୁ ମାରି ଅଗଣାରେ ପୋତିଥିଲା ଭଉଣୀ, ଦେଢ଼ମାସ ପରେ ମିଳିଲା ଶବ
ରାଞ୍ଚି: ରାମଗଡ ଜିଲ୍ଲାର ପତରାତୁରେ ଦେଢ଼ ମାସ ତଳର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମରେ ରହୁଥିବା ଜଣେ ଯୁବତୀ ତାଙ୍କ ୨୧ ବର୍ଷର ସାନ ଭାଇକୁ ହତ୍ୟା କରି ମୃତଦେହକୁ ସେ ରହୁଥିବା ଘର ଅଗଣାରେ ପୋତି…
TBକୁ ରୋକିବା ପାଇଁ ଗତ ୬ ବର୍ଷରେ ସରକାର ଖର୍ଚ୍ଚ କରିଛନ୍ତି ୯ ହଜାର କୋଟି: ୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ, କେମିତି?
ନୂଆଦିଲ୍ଲୀ: ଭାରତରେ ବର୍ଷକ ମଧ୍ୟରେ ୫ ଲକ୍ଷ ଲୋକ ଯକ୍ଷ୍ମା (ଟିବି)ରେ ମରୁଛନ୍ତି । ଗତ ୨୦୨୦ରେ ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୩୨ ଜଣ ପ୍ରାଣ ହରାଇଥିଲେ । ଯକ୍ଷ୍ମା ପରି ଭୟ ଭୟଙ୍କର ରୋଗକୁ ସମାପ୍ତ କରି କେନ୍ଦ୍ର ସରକାର…
Video: ମେଡିକାଲରୁ ଗାୟବ ହୋଇଯାଉଛି ଗାଡି, ସିସିଟିଭିରେ କଏଦ ହେଲା ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସ୍କୁଟି ଚୋରି
ଭଦ୍ରକ: ଭଦ୍ରକ ମୁଖ୍ୟଚିକିତ୍ସାଲୟରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍କୁଟି ଚୋରି ହେବା ସିସିଟିଭି ରେ କଏଦ ହୋଇଛି। ସୂଚନାମୁତାବକ ଭଦ୍ରକ ମୁଖ୍ୟଚିକିତ୍ସାଲୟର କାର୍ଯ୍ୟରତ ଥିବା କର୍ମଚାରୀ ଯଦୁନାଥ ବେହେରା। ପ୍ରତିଦିନ ଭଳି…
‘ଧାରା ୩୭୦ ମୁଁ ଫେରାଇପାରିବିନି, ନା କଂଗ୍ରେସ ନା ପୱାର କିମ୍ବା ମମତା ଫେରାଇପାରିବେନି’: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ ଆର୍ଟିକଲ ୩୭୦କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ ଜମ୍ମୁ-କଶ୍ମୀରର ବାରାମୁଳାରେ ଏକ ଜନସଭାକୁ ସମ୍ବୋଧନ କରିବାବେଳେ କହିଛନ୍ତି ଯେ ଆର୍ଟିକଲ ୩୭୦ କୁ ମୁଁ, କଂଗ୍ରେସ, ଶରଦ ପୱାର କିମ୍ବା…
ଦୀପାବଳିରେ ଉପହାର ଦିଅନ୍ତୁ ସ୍ୱାଧୀନତାର ପ୍ରତୀକ, ଅମୃତ ମହୋତ୍ସବ ପାଳନ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଅଭିଯାନ
ନୁଆଦିଲ୍ଲୀ: ସ୍ୱାଧିନତାର ୭୫ ତମ ବର୍ଷ ଅବସରରେ କେନ୍ଦ୍ର ସରକାର 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରୁଛନ୍ତି। ଏହି ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟରେ, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(କେଟ୍) ସ୍ୱାଧୀନତା…
ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ମେଣ୍ଟ କେତେ ପ୍ରସ୍ତୁତ: ଫ୍ରଣ୍ଟରେ ନୀତିଶ, ଧିମେଇ ଗଲାଣି କି ଦିଦିଙ୍କ ସ୍ୱର
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଥୀ ଓ ସାରଥୀମାନଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିସାରିଲେଣି । ଏଥିସହିତ ତୃଣମୂଳ ସ୍ତରରୁ ନିଜ ନିଜର ସାଙ୍ଗଠନିକ…
ପୋଲିଓ ଜୀବାଣୁ ମିଳିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ଟିକାକରଣ ତ୍ୱରାନିତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବିକଶିତ ତଥା ଆଗୁଆ ଦେଶ ଆମେରିକାରେ ବ୍ୟାପିଛି ପୋଲିଓ। ସ୍ଥିତି ଏପରି ହୋଇଛି ଯେ, ପ୍ରଶାସନ ପକ୍ଷରୁ ରାଜ୍ୟ ଆପତ୍ତିକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ନିଉୟର୍କର ଲଙ୍ଗ ଦ୍ୱୀପରେ…
ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍: ଉଡ଼ାଣ ଭରିବା ପରେ ବିମାନରେ ଆସିଥିଲା ଯାନ୍ତ୍ରିକ ତ୍ରୁଟି
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଜରୁରୀ…