Browsing Category

Featured

ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ବୁର୍ଖା ପିନ୍ଧି ଯାଇଥିଲେ, “ଶାନ୍ତି ଭଙ୍ଗ” ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ: ୟୁପିରେ ଜଣେ ୨୫ ବର୍ଷ ଯୁବକ ବୁର୍ଖାରେ ଲୁଚି ପ୍ରେମିକାଙ୍କୁ ଭେଟିବା ପାଇଁ ଯିବା ମାହାଙ୍ଗା ପଡିଛି। ବୁର୍ଖା ତଳେ ପରିଚୟ ଲୁଚାଇବା କାରଣରୁ ତାଙ୍କୁ ଏବେ ଗିରଫ କରାଯାଇଥିଲା। ବୁର୍ଖା ପଛରେ ଲୁଚି…

ବିଦେଶରେ ଥାଇ ମଧ୍ୟ ଜନ୍ମାଷ୍ଟମୀରେ ପ୍ରଭୁଙ୍କ ଆର୍ଶୀବାଦ ଗ୍ରହଣ କରିଲେ ସୁନାକ

ବ୍ରିଟେନ: ବୋରିସ ଜନସନ ଇସ୍ତଫା ଦେବା ପରେ ବିଟ୍ରେନ ବର୍ତ୍ତମାନ ତାର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ଯାଉଛି । ତେଣୁ ଏଥିପାଇଁ ଦୌଡରେ ଲିଜ ଟ୍ରସ ଆଉ ଋଷି ସୁନାକ ଅଛନ୍ତି । ବିଟ୍ରେନ ପ୍ରଧାନମନ୍ତ୍ରୀ ଦୌଡରେ ଥିବା…

(Video) ମଦ ପିଇ ଜବରଦସ୍ତ ନାଚିଲେ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ: ଭିଡିଓକୁ ନେଇ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ତେବେ ଏହି ଭାଇରାଲ୍ ଭିଡିଓ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନଙ୍କର ବୋଲି ଜଣାପଡିଛି । ଏହି ଭିଡିଓରେ…

ସହମତିରେ ଯୌନ ସମ୍ପର୍କ ରଖି ପାର୍ଟନରଙ୍କ ବିରୁଦ୍ଧରେ ହୋଇପାରିବନି ବଳାତ୍କାର ଅଭିଯୋଗ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଏକ ବଳାତ୍କାର ଅଭିଯୋଗର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ ବିଷୟରେ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ମହିଳା ଯଦି ସହମତି ଭିତ୍ତିରେ ତାଙ୍କ ସାଥୀଙ୍କ ସହିତ ଯୌନ ସମ୍ପର୍କ…

ଆଖି ପାଇଁ ହାନିକାରକ ଡାଏଟ୍‌ ସୋଡ଼ା, ହରାଇପାରନ୍ତି ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଖି ପାଇଁ ହାନିକାରକ ଡାଏଟ୍‌ ସୋଡ଼ା । ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍‌ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍‌ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି…

ଅବପାତର ରୂପ ନେଲା ଲଘୁଚାପ: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଚନ୍ଦ୍ରରେ ବାୟୁମଣ୍ଡଳ ! ଆଇନୋସ୍ପିୟରରେ ପ୍ଲାଜମା ଡେନସିଟିର ମିଳିଲା ସନ୍ଧାନ

ନୂଆଦିଲ୍ଳୀ: ଇସ୍ରୋର ଛୋଟ ସାଟେଲାଇଟ୍‌ ଲଞ୍ଚ ଭେଇକିଲ୍‌ର ବିଫଳତା ପରେ ଏବେ ଚନ୍ଦ୍ରାୟନ-୨କୁ ନେଇ ଭଲ ଖବର ସାମନାକୁ ଆସିଛି । ଚନ୍ଦ୍ରାୟନ-୨କୁ ଚନ୍ଦ୍ରର ଆଇନୋସ୍ପିୟରରେ ପ୍ଲାଜମା ଡେନସିଟି ମିଳିଛି । ଏହା ସବୁଠାରୁ ବଡ…

ଭୁଲରେ କରନ୍ତୁ ନାହିଁ ଏହି ୫ଟି କାମ: ନଚେତ୍ ପଡିପାରେ ଶ୍ରୀକୃଷ୍ଣଙ୍କ କୋପ ଦୃଷ୍ଟି

ଓଡିଆ ଧର୍ମ ଓ ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ସେଥିମଧ୍ୟରୁ ତାଙ୍କର ପ୍ରିୟ ପର୍ବ ହେଉଛି କୃଷ୍ଣ ଜନ୍ମାଷ୍ଟମୀ । ତେବେ କିଛି ସ୍ଥାନରେ ଗତକାଲି କୃଷ୍ଣ ଜନ୍ମାଷ୍ଟମୀ…

ବ୍ୟାଙ୍କଗୁଡିକର ଘରୋଇକରଣ କରିବା ବିପଜ୍ଜନକ, ସତର୍କତାର ସହିତ ଆଗକୁ ବଢ଼ନ୍ତୁ

ମୁମ୍ବାଇ: ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକର ବୃହତ ଘରୋଇକରଣ ଭଲ ଅପେକ୍ଷା ଅଧିକ କ୍ଷତି କରିପାରେ। ଏହି ପ୍ରସଙ୍ଗରେ ଯତ୍ନର ସହ ଆଗେଇ ନେବାକୁ ଆରବିଆଇ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବେସରକାରୀ କ୍ଷେତ୍ର…

୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ଜିଲ୍ଲା: ଅଖ-ଚକ ଠପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୨ ଘଣ୍ଟା ପାଇଁ ବନ୍ଦ ହେବାକୁ ଯାଉଛି ସୁନ୍ଦରଗଡ଼ ଜିଲ୍ଲା । ଏହି ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଏହି କାରଣରୁ ସୁନ୍ଦରଗନ ସହରରେ ୧୨…