Browsing Category
Featured
Flipkart ଉପରେ ୧ ଲକ୍ଷ ଟଙ୍କାର ଫାଇନ୍: ବିକିଥିଲା ଖରାପ କ୍ୱାଲିଟିର ପ୍ରେସର କୁକର
ନୂଆଦିଲ୍ଳୀ: କେନ୍ଦ୍ର ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ(CCPA) ଫ୍ଲିପକାର୍ଟ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଆବଶ୍ୟକ ମାନର ଉଲ୍ଲଘଂନ କରୁଥିବା ପ୍ରେସର କୁକର ନିଜ ପ୍ଲାଟଫର୍ମରେ ବିକ୍ରିକୁ ଅନୁମତି ଦେଇଥିବାରୁ…
International Debut କରିବେ ରାହୁଲ ତ୍ରିପାଠୀ? ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ ଏମିତି ରହିପାରେ ଭାରତର Playing XI
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ୧୮ ତାରିଖରୁ ଜିମ୍ବାୱେ-ଭାରତ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ହରାରେ ସ୍ପୋର୍ଟସ କ୍ଲବ ପରିସରରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚରୁ ହିଁ ଭାରତର…
ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା: ୯୦ ଦିନ ମଧ୍ୟରେ ୭ ଜଣ ହାର୍ଟ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି
ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ହାର୍ଟ ରୋଗ ସମସ୍ତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଦିନକୁ ଦିନ ଏହି ବୀମାରୀର ଭୟାବହତା ବଢ଼ିବାରେ ଲାଗିଛି । ଅନେକ ସମୟରେ ବିଶେଷଜ୍ଞମାନେ ଏହି ରୋଗକୁ ନେଇ ଭିନ୍ନ…
4 ମାସ ପରେ SENSEX ଟପିଲା ୬୦ ହଜାର, ଗ୍ଲୋବାଲ ମାର୍କେଟରୁ ବି ମିଳିଲା ଭଲ ସଙ୍କେତ
ଭାରତତୀୟ ଶେୟାର ବଜାର ଆଜି ସପ୍ତାହର ଦ୍ୱିତୀୟ ଦିନରେ କାରବାର ମିଶ୍ରିତ ରହିଛି । ଆଜି ସକାଳେ ଲାଲ, ସବୁଜ ସଙ୍କେତ ସହ ଖୋଲିଥିଲା ଏବଂ ଦିନ ସାରା ଟ୍ରେଡିଂ ସମୟ ପରେ ସବୁଜ ସଙ୍କେତ ଉପରେ ରହି ବନ୍ଦ ହୋଇଛି । ଆଜି କାରବାର…
(Video) ଏଇ ଯୁବକଟି ରାସ୍ତା ଉପରେ ଦୀପିକାଙ୍କ ହାତକୁ ଟାଣୁଛି କାହିଁକି: ଏଇଟା ତ୍ରିକୋଣୀୟ ପ୍ରେମ ନା ଦୀନେଶଙ୍କ ଚାଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୬ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜର ପୁଅକୁ ଧରି ଦୀପିକା ନ୍ୟାୟ ପାଇଁ ପଡ଼ି…
ମହିଳା ଉସ୍କାଇବା ଭଳି ଡ୍ରେସ୍ ପିନ୍ଧିଥିଲେ ହେବନାହିଁ ଯୌନ ଉତ୍ପୀଡ଼ନ କେସ୍ ! ଅଦାଲତଙ୍କ ଟିପ୍ପଣୀ ପରେ ଉଠିଲା ବିବାଦ
ନୂଆଦିଲ୍ଳୀ: ଯଦି ମହିଳା ଉସ୍କେଇବା ଭଳି ଡ୍ରେସ୍ ପିନ୍ଧୁଛନ୍ତି ତେବେ ଅଭିଯୁକ୍ତଙ୍କ ଉପରେ ଆଇପିସିର ସେକ୍ସନ ୩୫୪ ଅନୂଯାୟୀ ଯୌନ ଉତ୍ପୀଡ଼ନ ମାମଲା ହେବ ନାହିଁ । ଉତ୍ତର କେରଳ କୋଝିକୋଡେ ଜିଲ୍ଲା ଅଦାଲତ (Court)ଙ୍କ ଏହି…
ଦେଶବାସୀଙ୍କୁ ମୋଦୀଙ୍କ ବଡ଼ ଉପହାର! ବଢ଼ିବ Retirement ବୟସ ଓ Pension ଅର୍ଥ, ଜାଣନ୍ତୁ ସରକାରଙ୍କ ଯୋଜନା ବିଷୟରେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ନରେନ୍ଦ୍ର ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଦେଶରେ ରିଟାୟାରମେଣ୍ଟ ବୟସ ଓ ୟୁନିଭରସାଲ ପେନସନ ସିଷ୍ଟମ ଲାଗୁ ହୋଇପାରେ । ଯଦି ଏପରି କିଛି ନୂଆ ଯୋଜନା ଲାଗୁ ହୁଏ,…
କେତେ ରହିବ 5G ସ୍ପିଡ? ଭାରତରେ ଏହି ଦିନ ଲଞ୍ଚ ହେବ 5G ନେଟୱାର୍କ- ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି 5G ନେଟୱାର୍କ । ଏଥିପାଇଁ 5G ସ୍ପେକ୍ଟ୍ରମ ଅକ୍ସନ ଜାରି ରହିଥିବା ବେଳେ ଜିଓ(Jio), ଏୟାରଟେଲ(Airtel), ଭୋଡାଫୋନ ଆଇଡିଆ(VI) ଏବଂ ଅଦାନୀ(Adani) ଗ୍ରୁପ ମଧ୍ୟରେ…
ଏପରି ଦୁର୍ଲ୍ଲଭ ଜୀବ ମୁଁ କେବେ ଦେଖିନି, ସତେ ଯେମିତି ହୀରା, ମୋତି ଝରି ପଡ଼ୁଛି
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ଫଟୋ ଓ ଭିଡିଓ ଶେୟାର ହେଉଛି । ତେବେ ନିକଟରେ ଏକ ଦୁର୍ଲଭ ପଶୁର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ମନ ଖୁସିରେ ଆତ୍ମହରା…
(Video) ଘର କାନ୍ଥରେ ଉଭା ହେଲେ କାଳିଆ ସାଆନ୍ତ, ଖୁସିରେ ଆତ୍ମହରା ହେଲା ଭକ୍ତ
ଘର କାନ୍ଥରେ ଉଭା ହେଲେ କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ... ଭକ୍ତଙ୍କୁ ଦେଲେ ଦର୍ଶନ... ଆଉ ଭଗବାନଙ୍କୁ ନିଜ ଘରେ ପାଇ କୋଉ ଭକ୍ତ ଅବା ଖୁସି ନହେବ । ଘଣ୍ଟଘଣ୍ଟି, ପୂଜାର୍ଚ୍ଚନା ସହ ଭାବବିହ୍ୱଳିତ…