Browsing Category

Featured

ସୋନିର ନୂତନ ‘ର୍ଟିୟର ଲିଙ୍କବଡ୍ସ ଇଅର୍‌ ଫୋନ୍ ଲଞ୍ଚ, ମାତ୍ର ଏତିକି ଟଙ୍କାରେ ପ୍ରିୟ ମ୍ୟୁଜିକ୍‌ର ମଜା ଉଠାଇପାରିବେ ଗ୍ରାହକ

ନୂଆଦିଲ୍ଲୀ : ସୋନି ଇଣ୍ଡିଆ ଉପସ୍ଥାପିତ କରିଛି ବ୍ରାଣ୍ଡ ନୂଆ ବାସ୍ତବରେ ୱାୟାରଲେସ୍‌ ଲିଙ୍କବଡ୍ସ, ଯାହା ସହିତ ଆପଣ ଏକାକାଳୀନ ଆପଣଙ୍କର ପ୍ରିୟ ସଙ୍ଗୀତ ଏବଂ ଜୀବନର ଗୁରୁତ୍ୱ ପୂର୍ଣ୍ଣ ମୂହୁର୍ତ୍ତ ଗୁଡିକର ଆନନ୍ଦ…

୨୦୨୨-୨୫ ମହିଳା କ୍ରିକେଟ୍‌ ଏଫ୍‌ଟିପି ଘୋଷିତ: ଭାରତ ଖେଳିବ ୨ଟେଷ୍ଟ, ୨୭ଦିନିକିଆ ଓ ୩୬ ଟି-ଟ୍ୱେଣ୍ଟି ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ କମନୱେଲଥ ଗେମ୍ସ ୨୦୨୨ରେ ଏକ ଭଲ ଖେଳ ପ୍ରଦର୍ଶନ କରିଛି । ଯେଉଁଭଳି ଭାବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଏକ ମହାନ ଅଧିନାୟକତ୍ୱ କରିଛନ୍ତି, ତାଙ୍କୁ ପ୍ରଶଂସା କରିବାର…

ରାଜ୍ୟରେ ସାମ୍ଭାବ୍ୟ ବନ୍ୟା ପ୍ରଭାବ: ଅନେକ ସ୍ଥାନରେ ୮୦ ଟଙ୍କା ଉପରେ ପରିବା ଦର

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଗୋଟିଏ ପଟରେ ବିଭିନ୍ନ ଜିନିଷର ଦରଦାମ୍ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ରାଜ୍ୟରେ ସାମ୍ଭାବ୍ୟ ବନ୍ୟା ଦାଉ ସାଧିଛି। ଲଗାଣ ବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପଶି ଫସଲ…

ଗାଁରେ ବଢ଼ିଲା ଅବିବାହିତ ପୁରୁଷଙ୍କ ସଂଖ୍ୟା,ବିବାହ କରିବା ପାଇଁ ଗ୍ରାମ ପଞ୍ଚାୟତ କରିଲା କିଛି ଏମିତି..

କେରଳ: ବର୍ତ୍ତମାନ ସମୟରେ ଗୋଟିଏ ଜୀବନସାଥୀ ଖୋଜିବା ବହୁତ କଷ୍ଟକର । ଏଥିପାଇଁ ବହୁତ ଲୋକ ବର୍ତ୍ତମାନ ସୁଦ୍ଧା ଅବିବାହିତ ହୋଇ ମଧ୍ୟ ରହି ଯାଉଛନ୍ତି । ସେହିଭଳି କେରଳର କନ୍ନୁର ଜିଲ୍ଲାରେ ପିନାରାଇ ଗ୍ରାମ ପଞ୍ଚାୟତରେ…

ବିଶ୍ୱରେ ପ୍ରଥମ ଘଟଣା : ମଙ୍କିପକ୍ସରେ ମଣିଷଠାରୁ ସଂକ୍ରମିତ ହେଲା କୁକୁର

ପ୍ୟାରିସ : ମାଙ୍କଡପକ୍ସ ଭୂତାଣୁ ବିଷୟରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା । ପ୍ରଥମ ଥର ପାଇଁ ଏକ ପଶୁରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଫରାସୀ ଅନୁସନ୍ଧାନକାରୀମାନେ ସେମାନଙ୍କର ଅନୁସନ୍ଧାନରେ କୁକୁରରେ…

ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ: କୁଶଭଦ୍ର ନଦୀରେ ଘାଇ, ସେପଟେ ବାଙ୍କୀ ଏନଏସିରେ ପଶିଲା ପାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଜଳସ୍ତର ବଢ଼ିବା ଯୋଗୁଁ ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । କୁଶଭଦ୍ରା ନଦୀରେ ୨୫ ଫୁଟ ଦୀର୍ଘର ଘାଇ ସୃଷ୍ଟି ହୋଇଛି । ଗୋପ…

ସ୍ୱାଧୀନତା ଦିବସ ପାଳନକୁ ବିରୋଧ, ଗୁଳି ଚଳାଇ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା 

କାଶ୍ମୀର : ସ୍ୱାଧୀନତା ଦିବସ ପାଳନ ହେବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀରରେ ହତ୍ୟା ମାମଲା ପୁଣି ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ଶୋପିଆନ୍ ରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇ କାଶ୍ମୀରୀ ପଣ୍ଡିତଙ୍କୁ…

ରାଶିଫଳ(ବୁଧବାର,୧୭ ଅଗଷ୍ଟ,୨୦୨୨)

ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ୧୯ରୁ ନାମଲେଖା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):  ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ପାଇଁ ବୁଧବାର ଅପରାହ୍ନ ୩ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା।   ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୯ ତାରିଖରୁ ୨୫ ତାରିଖ…

ମା’ ଡାକରେ ବଞ୍ଚିଗଲା ଦୁଇ କୁକୁର ଛୁଆଙ୍କ ଜୀବନ, ବନ୍ୟାଜଳରୁ ଉଦ୍ଧାର କଲେ ଅଗ୍ନିଶମ ଟିମ୍

ବାଲିପାଟଣା, (ଭାସ୍କର ନ୍ୟୁଜ୍‌): ମା' ଜଣକ ମଣିଷ ହେଉ କି ପଶୁ ତାର ଛୁଆ ପ୍ରତି ପ୍ରେମ ଆଉ ବଳିଦାନର ମୂଲ୍ୟ କେହି ବି ଆକଳନ କରିପାରିବେନି । ଛୁଆକୁ ମରଣମୁହଁରୁ ବଞ୍ଚାଇବା ପାଇଁ ମାଆ ସବୁକିଛି କରିପାରେ । ଏଠି କୌଣସି…