CHARIDHAM
Browsing Category

Featured

ଦୃଷ୍ଟିଦୋଷ, ମୁଣ୍ଡବ୍ୟଥା, ସନ୍ତୁଳନ ହରାଇବା, ସ୍ୱଭାବରେ ପରିବର୍ତ୍ତନ ବ୍ରେନ ଟ୍ୟୁମରର ସାଇଲେଣ୍ଟ ଲକ୍ଷଣ, ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ବ୍ରେନ ଟ୍ୟୁମର ଏକ ଭୟଙ୍କର ବିମାରୀ । ଏହା କୌଣସି ବ୍ୟକ୍ତିର ଶରୀରକୁ ବଂଶାନୁକ୍ରମ ଭାବେ ଆସିପାରେ । ମୁଣ୍ଡବ୍ୟଥା ହେଉଛି ବ୍ରେନ ଟ୍ୟୁମରର ଏକ ସାଧାରଣ ଲକ୍ଷଣ । ଅନେକ ସମୟରେ ଫୁଟବଲ ଖେଳିବା…

ଏଭଳି ଲୋକଙ୍କୁ ଭୁଲରେ ବି କରନ୍ତୁ ନାହିଁ ବନ୍ଧୁ, ଦେଇପାରନ୍ତି ଧୋକା !

ସଂପର୍କ ଆମ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ । ସଂପର୍କ ବିନା ଜୀବନର ମୂଲ୍ୟ ଅର୍ଥହୀନ । ଆମେ ଯେତେବି ଧନ ଉପାର୍ଜନ କଲେବି ଆମକୁ ଭଲ ବନ୍ଧୁଙ୍କର ଆବଶ୍ୟକତା ରହିଥାଏ, ଯାହାଙ୍କୁ ଆମେ ସୁଖ ଦୁଃଖ କହିପାରିବା । କିନ୍ତୁ କିଛି…

ଆପଣଙ୍କ ପ୍ରତିଟି କାର୍ଯ୍ୟ ଉପରେ ନଜର ରଖୁଛି ଇନଷ୍ଟାଗ୍ରାମ୍‌, ଚୋରୀ ଧରା ପଡିବା ପରେ କମ୍ପାନୀ ଦେଲା ଏହି ବୟାନ୍‌

ନୂଆଦିଲ୍ଲୀ: ମେଟା ପ୍ଲାଟଫର୍ମର ମାଲିକାନାରେ ଥିବା ଫଟୋ-ସେୟାରିଂ ଆପ୍ ଇନଷ୍ଟାଗ୍ରାମ ଏହାର ଉପଭୋକ୍ତାଙ୍କ କାର୍ଯ୍ୟକଳାପ, ପାଠ୍ୟ ପସନ୍ଦ ଏବଂ ଏପରିକି ପାଠ୍ୟ ଇନପୁଟ୍ ଯେପରିକି ପାସୱାର୍ଡ ଏବଂ ଗୋପନୀୟ କ୍ରେଡିଟ୍ କାର୍ଡ…

Maxima Max Pro Knight ଲଞ୍ଚ କଲା କମ୍ପାନୀ, ଗ୍ରାହକଙ୍କୁ ମିଳିଲା ଆଉ ଏକ ସ୍ମାର୍ଟୱାଚ୍ ଅପ୍ସନ

ଆଜିର ଡିଜିଟାଲ ଯୁଗରେ  ସ୍ମାର୍ଟଫୋନ୍ ପରି ସ୍ମାର୍ଟୱାଚର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ସ୍ମାର୍ଟୱାଚରେ ମଧ୍ୟ ଅନେକ କାମ କରିହେଉଛି । ନିଜର ହେଲଥ ଷ୍ଟାଟସ ରେକର୍ଡ କରିବାଠାରୁ ଫୋନ ରିସିଭ୍ କରିବା ପର୍ଯ୍ୟନ୍ତ…

ଆସିବ ନାହିଁ ୮ମ ବେତନ କମିସନ, ଆପେ ଆପେ ବଢ଼ିବ ଦରମା! କେନ୍ଦ୍ର ସରକାର ଲାଗୁ କରିବେ ‘Automatic Pay Revision System’

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ର ସରକାର ଅନ୍ୟ ଏକ ଫର୍ମୂଲା ଆପଣାଇ କର୍ମଚାରୀଙ୍କ ସାଲାରୀ ବଢ଼ାଇବା ନେଇ ବିଚାର କରୁଛନ୍ତି । ବର୍ତ୍ତମାନ ସାରା…

ବ୍ରାହ୍ମଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ, ରାଜ୍ୟ କ୍ୟାବିନେଟ ଦେଲା ଅନୁମୋଦନ, ୩୩ ମାସ ମଧ୍ୟରେ ସରିବ କାର୍ଯ୍ୟ

ଭୁବନେଶ୍ୱର: ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ " ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ " ପ୍ରକଳ୍ପର ଯୋଜନା…

OAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ୪୬ ଜଣ BDOଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଏନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୋପବନ୍ଧୁ…

ମିଳିବନି ବେବି ପାଉଡର, ବିଶ୍ୱ ସ୍ତରରେ ବିକ୍ରି ବନ୍ଦ କରିବାକୁ ଘୋଷଣା କଲା Johnson and Johnson

ନୂଆଦିଲ୍ଲୀ: ଅନେକ ଥର ନିଜର ଉତ୍ପାଦକୁ ନେଇ ବିବାଦରେ ରହିଆସିଥିବା ଜନସନ ଆଣ୍ଡ୍ ଜନସନ ଏହାର ବେବି ପାଉଡରକୁ ବନ୍ଦ କରିବାକୁ ଯାଉଛି । ଜନସନ ଆଣ୍ଡ୍ ଜନସନର ବେବି ପାଉଡର ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ରୁ ବଜାରରେ ମିଳିବ…

ବର୍ଷା ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ‘ଛାତ’ ଯୋଜନା, ମିଳିବ ୫୫, ୦୦୦ ଟଙ୍କା ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଭୂତଳ ଜଳ ଉପରେ ବଢୁଥିବା କ୍ରମବର୍ଦ୍ଧିଷ୍ଟ ନିର୍ଭରତା ତଥା ଭୂତଳ ଜଳ ସ୍ତରର କ୍ରମାଗତ ଅବନତି ଧାରାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଉଦ୍ - ବୃତ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପର ବର୍ଷାଜଳ ଅମଳ…

(Video) ବାହା ହେଲେ ମୋତେ, ଚତୁର୍ଥୀ ରାତି କିନ୍ତୁ ଭାଉଜ ସହ: ମୋ ସ୍ୱାମୀ ମୋତେ ଠକିଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସାମ୍ନାକୁ ଆସିଲା ଲଭ-ସେକ୍ସ-ଧୋକ୍କା । ଆଜିକାଲି ପ୍ରେମ କରିବା ଆଉ ମନ ଭରିଗଲେ ଛାଡ଼ିଦେବା ଏକ ସାଧାରଣ କଥା ହୋଇଗଲାଣି । ଉଭୟ ପୁଅ ଓ ଝିଅ ଏ କ୍ଷେତ୍ରରେ କେହି କାହାଠାରୁ କମ୍…