Browsing Category

Featured

ତାଜମହଲ ବିବାଦ: ଯାଚିକା ଖାରଜ କରି ଭର୍ତ୍ସନା କଲେ ହାଇକୋର୍ଟ, ଏବେ ସୁପ୍ରିମକୋର୍ଟ ଯିବେ ଆବେଦନକାରୀ

ନୂଆଦିଲ୍ଲୀ: ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ତାଜମହଲର ୨୨ କୋଠରୀ ଖୋଲିବା ଏବଂ ସର୍ଭେ କରାଯିବା ଦାବିରେ ଦାଖଲ ଯାଚିକାକୁ ଖାରଜ କରିଛନ୍ତି। ହାଇକୋର୍ଟ କଠୋର ଟିପ୍ପଣୀ କରି କହିଛନ୍ତି,  ତାଜମହଲର କୋଠରୀ ଖୋଲିବା ପାଇଁ…

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦଳ ଚୟନ କଲେ ପ୍ରଶଂସକ: ରିଷଭ ପନ୍ତ, ଶ୍ରେୟସ ଅୟରଙ୍କୁ ମିଳିଲାନି ସ୍ଥାନ

ମୁମ୍ବାଇ: ଗତକାଲି IPLରେ ରାଜସ୍ଥାନକୁ ହରାଇ ପ୍ଲେଅଫର ନିକଟତର ହୋଇଛି ଦିଲ୍ଲୀ । କିନ୍ତୁ ଏହି ମ୍ୟାଚ ସମୟରେ ଦେଖିବାକୁ ମିଳିଥିଲା ଏକ ଅଜବ ଦୃଶ୍ୟ । IPL ସରିବା ପୂର୍ବରୁ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଚିନ୍ତା କଲେଣି…

୨୦୨୪ ସାଧାରଣ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ ବିଜେପି, ୧୩ ଏବଂ ୧୪ରେ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତି ପାଇଁ ୧୩ ଏବଂ ୧୪ ତାରିଖରେ ବିଜେପି ପକ୍ଷରୁ ବସିବ ଗୁରୁତ୍ୱପୁର୍ଣ୍ଣ ବୈଠକ । କୋର କମିଟିଠାରୁ ଆରମ୍ଭ କରି ଜିଲ୍ଲା ସଭାପତି ଓ ପ୍ରଭାରୀ ଏବଂ ସମସ୍ତ…

ବଦଳିବ ଏୟାର ଇଣ୍ଡିଆର ଭାଗ୍ୟ ଭବିଷ୍ୟ: ଏହି ବ୍ୟକ୍ତିଙ୍କ ନୂଆ ‘ମହାରାଜା’ ବନାଇଲା ଟାଟା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଟାଟା ଗ୍ରୁଫ । କାମ୍ପବେଲ ୱିଲସନଙ୍କୁ ଏବେ ମହାରାଜାର ଟାଟା ଦେଇଛି ନୂଆ ଦାୟିତ୍ୱ । ଅର୍ଥାତ ଆଜିଠୁ ସେ ଏୟାରଲାଇନ୍ସର ନୂଆ ସିଇଓ ଏବଂ ଏମଡି । ତେବେ ଆସନ୍ତୁ…

ସୁପ୍ରିମକୋର୍ଟକୁ ଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ବ୍ଲକରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଗଣଧାରଣା

ଭୁବନେଶ୍ୱର: ସୁପ୍ରିମକୋର୍ଟକୁ ଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ବେଆଇନ୍ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ପାଇଁ ଖୁବ୍ ଶୀଘ୍ର ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯିବ । ଏହା ସଙ୍ଗେ ସଙ୍ଗେ ସାରା ରାଜ୍ୟରେ…

ସସପେଣ୍ଡ ହେଲେ IAS ପୂଜା ସିଂଘଲ: ମନି ଲଣ୍ଡରିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲେ ଝାଡଖଣ୍ଡ ସରକାର

ନୂଆଦିଲ୍ଲୀ: ଝାଡଖଣ୍ଡ ଖଣି ସଚିବଙ୍କୁ ଲାଗିଛି ଏକ ବିରାଟ ଝଟକା । ୨୦୦୦ ବ୍ୟାଚର IAS ପୂଜା ସିଂଘଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଝାଡଖଣ୍ଡ ସରକାର । ଗିରଫ ପରେ ଏବେ ହାତରୁ ପଦବୀ ମଧ୍ୟ ଛଡାଇ ନିଆଯାଇଛି ।…

ବିଦେଶ ଯିବାକୁ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀ ନେଇ ପାରିବେ କରୋନାର ବୁଷ୍ଟର ଡୋଜ

ନୂଆଦିଲ୍ଲୀ: ବିଦେଶ ଯିବା ପାଇଁ ଯୋଜନା କରୁଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଯେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି, ସେହି ଦେଶ ନିୟମାବଳୀ ଅନୁସାରେ ସେମାନେ…

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ଖାଲି ହେଉଥିବା ୩ ଆସନ ପାଇଁ ହେବ ଭୋଟ

ନୁଆଦିଲ୍ଲୀ: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ପାଇଁ ଖାଲି ହେଉଥିବା ୩ ଆସନ ପାଇଁ ଅନୁଷ୍ଠିତ ହେବ ଏହି ନିର୍ବାଚନ । ଏଥି ପାଇଁ ଜୁନ ୧୦ରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ…

Appleକୁ ଟକ୍କର ଦେବାକୁ ପ୍ରସ୍ତୁତ Google, ପିକ୍ସେଲ ୭ ସହ ଲଞ୍ଚ ହେବ ଟାବଲେଟ, ୱାଚ ଆହୁରି ଅନେକ

ଗୁଗଲ ଏହାର I/O ୨୦୨୨ ଇଭେଣ୍ଟରେ ପିକ୍ସେଲ ୬ ଏ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହା ସହ କମ୍ପାନୀ ପିକ୍ସେଲ ୭ ସିରିଜ୍ ନେଇ ମଧ୍ୟ ଟିଜ୍ କରିଛି । ଅପକମିଙ୍ଗ ସ୍ମାର୍ଟଫୋନ୍ ସହ ବ୍ରାଣ୍ଡ ଟାବଲେଟ୍, ୱାଚ୍ ଏବଂ ଇଅରବଡସ୍ ମଧ୍ୟ…

(Video)ରାହୁଲ ଗାନ୍ଧୀଙ୍କ ପରେ ବିଜେପି ସେୟାର କଲା କଂଗ୍ରେସର ନୂଆ ‘ପାର୍ଟି ଭିଡିଓ’; କହିଲା- ‘ଯେମିତି ରାଜାକୁ ସେମିତି ପ୍ରଜା’

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେପାଳ ଭିଡିଓ ପରେ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଏଥର ଏପ ପାଟି ଭିଡିଓ ସେୟାର କରି ତାଚ୍ଛଲ୍ୟ କରି କହିଛି ଯେ, ଅନେକ ପ୍ରସଙ୍ଗରେ ଫସିଥିବା ବେଳେ କଂଗ୍ରେସର…