Browsing Category

Featured

ପୁରୁଷ-ପୁରୁଷ ବିବାହ କଲେ ପିଲା ଜନ୍ମ କିପରି ହେବ? ସମଲିଙ୍ଗୀ ସଂପର୍କ ଉପରେ ନୀତୀଶ କୁମାରଙ୍କ ଟିପ୍ପଣୀ

ବିହାର ମୁଖ୍ୟମନ୍ତ୍ରୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମଲିଙ୍ଗୀ ସମ୍ପର୍କ ଉପରେ ଟିପ୍ପଣୀ କରିଛନ୍ତି । ପାଟଣାର ମଗଧ ମହିଳା କଲେଜରେ ନିର୍ମାଣ ହୋଇଥିବା ଏକ ହଷ୍ଟେଲର ଉଦଘାଟନ କାର୍ଯ୍ୟକ୍ରମରେ ସମଲିଙ୍ଗୀ ସଂପର୍କ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇ ତଦନ୍ତ ଦାବି କଲେ ବିଜୟ ମହାପାତ୍ର

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । । ବିବାଦ ବଢ଼ିବା ସହ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ଆଉ ଏହି ପ୍ରକଳ୍ପ ରାଜନେତା ମାନଙ୍କ ପାଇଁ ଏକ ରାଜନୈତିକ…

୪ ଦିନରେ ଧରାଶାୟୀ ହେଲା ଧାକଡ଼! ଚତୁର୍ଥ ଦିନରେ ପୁଣି କମିଲା ଆୟ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ଼ର କଲେକ୍ସନକୁ ନେଇ ନିରାଶାଜନକ ଖବର ଆସିଛି । ଫିଲ୍ମ ଧାକଡ଼ ବକ୍ସ ଅଫିସରେ ଧରାଶାୟୀ ହୋଇଛି । ରିଲିଜର ୪ର୍ଥ ଦିନରେ ବି ଫିଲ୍ମର ନିରାଶାଜନକ ପ୍ରଦର୍ଶନ ରହିଛି ।…

ଆସନ୍ତାକାଲି ଭାରତ ବନ୍ଦ ଡାକରା: ଜାଣନ୍ତୁ କାହିଁକି ଓ କେଉଁଠାରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କ ଓବିସିମାନଙ୍କ ଜାତି ଅଧାରିତ ଜନଗଣନା ନକରାଯିବା ବିରୋଧରେ ୨୫ ମେ’ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି ।…

ଶିଖର ଧାଓ୍ଵନଙ୍କୁ ଫୋନ କରିଥିଲେ ରାହୁଲ ଦ୍ରାବିଡ, ଜଣାଇଲେ କ’ଣ ପାଇଁ ଟି-୨୦ ଦଳରେ ଚୟନ କରାଗଲା ନାହିଁ !

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ ଜୁନ ୯ରୁ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଦଳ…

୨୩ ବର୍ଷରେ ଯେତିକି ଆୟ କରିନଥିଲେ କରୋନାର ୨୪ ମାସରେ କରିଛନ୍ତି ସେତିକି ଆୟ: ରିପୋର୍ଟ

କରୋନା ଯେତେବେଳେ ଦୁନିଆରେ ହାହାକାର ମଚାଇଥିଲା, କୋଟି କୋଟି ଲୋକ ଚାକିରି ହରାଇଥିଲେ କୋଟି କୋଟି ପରିବାରର ସଞ୍ଚୟ ଶେଷ ହୋଇଯାଇଥିଲା, ଚିକିତ୍ସା ପାଇଁ ଲୋକଙ୍କୁ ଋଣ ଆଣିବାକୁ ପଡ଼ିଥିଲା । କିନ୍ତୁ ଏହି ସମୟରେ ଏମିତି ଲୋକ…

ନିଜ ମନ୍ତ୍ରୀଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ: ସରକାର ଗଠନ ହେବାର କେଇ ମାସ ନଯାଉଣୁ ଆକ୍ସନ ନେବା ଆରମ୍ଭ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ସେ ନିଜ ସରକାରର ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ…

ଚିନ୍ତନ ଶିବିର ପରେ ଆକ୍ସନରେ କଂଗ୍ରେସ, ଟାସ୍କ ଫୋର୍ସ ସହ ୩ କମିଟି ଗଠନ, ୨୩ ନେତା ସମ୍ଭାଳିବେ ଦାୟିତ୍ଵ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିର ପରେ କଂଗ୍ରେସ ପାର୍ଟି ନିଜର ସାଂଗଠନିକ ସ୍ଥିତି ମଜବୁତ ପାଇଁ ଗମ୍ଭୀରତାର ସହ କାର‌୍ୟ୍ୟ କରିବା ଆରମ୍ଭ କରି ଦେଇଛି। ଏହି କ୍ରମରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା…

ଏଣିକି ସ୍କୁଲରେ ଦିଆଯିବ ଅଲିମ୍ପିକ୍ ଶିକ୍ଷା: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍କୁଲ ସ୍ତରରୁ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ସ୍କୁଲରେ ଅଲିମ୍ପିକ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ…

ଓଡ଼ିଶାରେ ୩୬ ନମୁନାରୁ ୨୬ ଟମାଟୋ ଫ୍ଲୁ ବା HFMD ଚିହ୍ନଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟମାଟୋ ଫ୍ଲୁ ବା HFMD ଆକ୍ରାନ୍ତଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମୋଟ ୩୬ ନମୁନାରୁ ୨୬ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ…