Browsing Category

Featured

ଟ୍ରାକ୍ଟର କିଣିବା ଉପରେ 50% ସବସିଡି ଦେବେ ସରକାର, ଜାଣନ୍ତୁ କିପରି ଉଠାଇବେ ଏହି ଯୋଜନାର ଫାଇଦା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଚାଷୀଙ୍କ ଆୟ ବୃଦ୍ଧି ତଥା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ମୋଦୀ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ପିଏମ କିସାନ ଯୋଜନା ଅଧୀନରେ ବାର୍ଷିକ ୬୦୦୦ ଟଙ୍କା…

ଜଲଦୀ ଖାଇବା ଚକ୍କରରେ ତଣ୍ଟିରେ ଅଟକିଲା କବାବ୍: ଚାଲିଗଲା ମଡେଲଙ୍କ ଜୀବନ

ନୂଆଦିଲ୍ଲୀ: କବାବ୍ ଖାଇବା ହେଲା କାଳ । ଜଲଦୀ ଜଲଦୀ କବାବ୍ ଖାଇବା ଚକ୍କରରେ ଥାଇଲ୍ୟାଣ୍ଡର ୨୭ ବର୍ଷୀୟ ସୋସିଆଲ ମିଢିଆ ପ୍ରଭାବଶାଳୀ ତଥା ମଡେଲ ଅରିସାରା କାରବଡେଚୋଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚରେ କବାବ ଖାଇବା ପରେ…

ଉଦ୍ଧବ ଠାକରେଙ୍କ ନାକ ତଳୁ ଗୋଟିଏ ସିଟ୍ ଛଡାଇ ନେଲେ ଫଡଣବିସ, ଶିବସେନା ଆବାକ୍

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ସରକାରକୁ ଶକ୍ତ ଝଟକା। ବିରୋଧୀ ଦଳ ବିଜେପି ଶାସକ ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଅଘାଡି ମେଣ୍ଟକୁ ଝଟକା ଦେଇ ରାଜ୍ୟସଭାର ଛଅଟି ସିଟରୁ…

ମ୍ୟାଚ୍ ମଝିରେ ଏଭଳି ଲଜ୍ୱାଜନକ କାର୍ଯ୍ୟ କଲେ ପାକିସ୍ତାନ ଅଧିନାୟକ, ପୂରା ଦଳକୁ ଦଣ୍ଡିତ କଲେ ଅମ୍ପାୟାର

ନୁଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ ଚାଲିଛି। ପାକିସ୍ତାନ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ୧୨୦ ରନ୍ ରେ ହରାଇ ସିରିଜରେ ୨-୦ରେ ଆଗୁଆ ରହିଛି। ଏହି…

୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ମୌସୁମୀ ପହଞ୍ଚିବା ପାଇଁ ପାଗ ଧିରେ ଧିରେ ଅନୁକୂଳ…

IND vs SA ମ୍ୟାଚ୍ ସମୟରେ ଦର୍ଶକଙ୍କ ଭିତରେ ହେଲା ଖୁବ୍ ମାରପିଟ୍, ଦେଖନ୍ତୁ Video

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚ୍ ସମୟରେ ଖେଳାଳି ଦମଦାର ପ୍ରଦର୍ଶନ କରି ପ୍ରଶଂସା…

(Video) ଜୁଏଲ ଓରାମ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ! ବିଜେପି ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦବୀ ପାଇଁ ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ…

ପଶ୍ଚିମବଙ୍ଗକୁ ଜଳିବାରୁ ବଞ୍ଚାନ୍ତୁ, ଅମିତ୍ ଶାହଙ୍କୁ ଚିଠି ଲେଖି ଭାବୁକ ଅପିଲ୍ କଲେ ବିଜେପି ସାଂସଦ

କୋଲକାତା: ପଶ୍ଚିମବଙ୍ଗକୁ ଜଳିବାରୁ ବଞ୍ଚାନ୍ତୁ। ଏମିତି ଅପିଲ୍ କରି ଶନିବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ଉପ ସଭାପତି ସୌମିତ୍ର ଖାନ। ଖାନ…

ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା

କଟକ,(ଓଡ଼ିଶା ଭାସ୍କର): ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍। ମ୍ୟାଚ୍ କୁ ସୁଚାରୁରୂପେ ଶେଷ କରିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ଷ୍ଟାଡିୟମରେ ପାଣି ବୋତଲ…

ଅଧା ହୋଇଗଲା ଲୁହା ରଡର ମୂଲ୍ୟ: ସିମେଣ୍ଟ-ବାଲି ବି ଶସ୍ତା, ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ: ସାମଗ୍ରୀର ଦରଦାମ୍ ବୃଦ୍ଧି ଓ ଲୋନ୍ ଉପରେ ସୁଧ ଦ୍ୱିଗୁଣିତ ହେବାରୁ ଲୋକମାନେ ଚିନ୍ତାରେ ଅଛନ୍ତି । କିନ୍ତୁ ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ରହିଛି ଏକ ଆରାମଦାୟକ ଖବର, ଯାହାଦ୍ୱାରା ଘର ତିଆରି କରିବାର…