Browsing Category

Featured

ଆଜିଠାରୁ CBSE ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କର Term-2 ପରୀକ୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସଇ ଅଧୀନରେ ଥିବା ସମସ୍ତ ସ୍କୁଲମାନଙ୍କରେ ପାଖପାଖି ୫୦ ଦିନ ଧରି…

ସୁମିତ-ତପସ୍ୱିନୀ ମଧ୍ୟସ୍ଥତା କେନ୍ଦ୍ରରେ ହାଜର, ଆସନ୍ତା ୪ ତାରିଖ ଉଭୟଙ୍କୁ ପୁଣିଥରେ ହାଜର ହେବାକୁ ଦିଆଗଲା ସମୟ

କଟକ (ଭାସ୍କର ନ୍ୟୁଜ୍‌): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ସୋମବାର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଛନ୍ତି । ଅଦାଲତଙ୍କ ଆଦେଶ ଅନୁସାରେ ଉଭୟ ସୁମିତ-ତପସ୍ୱିନୀ ଦିନ ୩ଟା ସମୟରେ ମଧ୍ୟସ୍ଥତା…

ଆମେରିକା, ଚୀନ୍‌ ପରେ ପ୍ରତିରକ୍ଷା ବ୍ୟୟ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ୨୦୨୧ରେ ଆମେରିକା, ଚୀନ୍‌ ଓ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ପରିମାଣର ଅର୍ଥ ବ୍ୟୟ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି ।…

ରାଶିଫଳ(ମଙ୍ଗଳବାର,୨୬ ଏପ୍ରିଲ,୨୦୨୨)

ମେଷ : ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ…

ଶ୍ରୀମନ୍ଦିର ପରିଚାଳନା ପାଇଁ ୨୪୮.୫୧ କୋଟିର ବଜେଟ୍ ଅନୁମୋଦ, ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ନିର୍ମାଣ ହେବ

ପୁରୀ, (ଭାସ୍କର ନ୍ୟୁଜ୍‌): ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଅନୁମୋଦିତ ହୋଇଛି । ବଜେଟ୍‌ର ପରିମାଣ ୨୪୮.୫୧ କୋଟି ବୋଲି ସୂଚନା ଦିଆଯାଇଛି…

ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପ୍ରଚଣ୍ଡ ଗ୍ରୀଷ୍ମ  ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୬ ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ନିମନ୍ତେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ପାଇଁ…

ଚାଲିଲାନି ଜାଡେଜାଙ୍କ ବ୍ୟାଟ: ରାୟୁଡୁଙ୍କ ଦମଦାର ପାଳି ପରେ ବି ମ୍ୟାଚ ହାତଛଡା କଲା ଚେନ୍ନାଇ

ମୁମ୍ବାଇ: ୧୮୮ ଟର୍ଗେଟର ପିଛା କରି ମଇଦାନରେ ପାଦ ରଖିଥିଲେ ରବିନ ଉତ୍ଥାପା ଏବଂ ରୁତୁରାଜ ଗାଏକ୍ୱାଡ । ସିଜନରେ ସୁନ୍ଦର ପ୍ରଦର୍ଶନ କରିଥିବା ଉତ୍ଥାପା କିନ୍ତୁ ଏହି ମ୍ୟାଚରେ ବିଫଳ ହୋଇଛନ୍ତି । ୭ ବଲରେ ୧ ରନ କରି…

କଟକ SCBରେ ଡାକ୍ତରଙ୍କ ଗୁଣ୍ଡାଗର୍ଦ୍ଦି: ରୋଗୀଙ୍କ ସମ୍ପର୍କୀୟକୁ ମାରି କଲେ ଆହତ, ମାମଲା ରୁଜୁ

କଟକ: କଟକ ଏସସିବିରେ ଗଣ୍ଡଗୋଳ । ପୁଣି ଥରେ ରୋଗୀଙ୍କ ସମ୍ପର୍କୀୟ ଏବଂ ଡାକ୍ତରଙ୍କ ମଧ୍ୟରେ ହୋଇଛି ପାଟିତୁଣ୍ଡ ଏବଂ ପରେ ଏହା ମାରପିଟରେ ପହଞ୍ଚିଛି । ତେବେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏତେ ବଢିଯାଇଛି ଯେ, ଡାକ୍ତରଙ୍କ…

ମଦ ନିଶାରେ ମାମୁଁର ଭାଣିଜୀକୁ ପୋଡ଼ି ହତ୍ୟା ଉଦ୍ୟମ, ଗୁରୁତ୍ତର ଅବସ୍ଥାରେ ପୀଡ଼ିତା ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର: ମଦ ନିଶାରେ ହିତାହତ ଜ୍ଞାନ ହରାଇଛି ମାମୁଁ । ନିଶାଗ୍ରସ୍ଥ ଅବସ୍ଥାରେ ଭାଣିଜୀକୁ ପୋଡ଼ି ହତ୍ୟା ଉଦ୍ୟମ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବୈଦନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ।…