Browsing Category
Featured
୧୦ ବର୍ଷ ହେଲା ଦରମା ଉଠାଉନି କୋଟିପତି ସୁଇପର, ଗୁଜୁରାଣ ପାଇଁ ଲୋକଙ୍କୁ ମାଗୁଛି ଟଙ୍କା
ଏପରି ଏକ କୋଟିପତି ସୁଇପର, ଯେ କି ଗତ ୧୦ ବର୍ଷ ହେବ ଦରମା ଟଙ୍କା ଉଠାଉ ନାହାନ୍ତି । ସଙ୍ଗମନଗରୀ ପ୍ରୟୋଗରାଜରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର କୁଷ୍ଠରୋଗ ବିଭାଗରେ କାମ କରୁଛନ୍ତି ଜଣେ କୋଟିପତି ସୁଇପର । ଆପଣ ଶୁଣି…
ଚିକିଟି ଅଞ୍ଚଳରୁ ବିପୁଳ ପରିମାଣର ମହୁଲି ମଦ ଜବତ, ୨ମହିଳା ଓ ୨ ପୁରୁଷ ବେପାରୀ ଗିରଫ
ଚିକିଟି, (ଭାସ୍କର ନ୍ୟୁଜ୍) : ଗଞ୍ଜମ ଜିଲ୍ଲା ଅନ୍ତର୍ଗତ ଚିକିଟି ଅବକାରୀ ବିଭାଗ ଇଲାକାର ବିଭିନ୍ନ ଜାଗାରେ ବିଭାଗର ଅଧିକ୍ଷ ରମେନ୍ଦ୍ର ନାୟକୟଙ୍କ ନିର୍ଦ୍ଦେଶକ୍ରମେ ଘନ ଘନ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ଚିକିତପେଙଋ,…
ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଭାଗ୍ୟ ପରୀକ୍ଷା କରିବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର, ଖୁବ୍ଶୀଘ୍ର ଏହି ଫିଲ୍ମରେ କରିବେ ଡେବ୍ୟୁ
ମୁମ୍ବାଇ: ଖୁବ୍ଶୀଘ୍ର ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର । କେବଳ ଖୁସି ନୁହନ୍ତି ଆଉ ଜଣେ କପୁର କନ୍ୟା ମଧ୍ୟ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ବଲିଉଡ…
ପିଞ୍ଜରାରେ ବନ୍ଦ ସିଂହକୁ ବିରକ୍ତି କରିବା ପଡିଲା ମହଙ୍ଗା, ଝାମ୍ପି ନେଲା ଯୁବକଙ୍କ ଆଙ୍ଗୁଠି…ଦେଖନ୍ତୁ ଭିଡିଓ
ନୂଆଦିଳ୍ଲୀ: ପିଞ୍ଜରା ଭିତରେ ବନ୍ଦ ଥିବା ପଶୁଙ୍କୁ ବିରକ୍ତି କରିବା ଠିକ୍ ନୁହେଁ । କେତେବେଳେ ସେମାନେ ବିଚଳିତ ହୋଇପଡିବେ ତାହା କହିହେବନି । ଏହାର ପରିଣାମ ବେଶ୍ ଭୟଙ୍କର ହୋଇପାରେ । ନିକଟରେ ଏଭଳି ଏକ ଘଟଣା…
ଧଳା ଜହର କବଳରେ ଯୁବପୀଢ଼ି ! ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ନାବାଳିକା ସମେତ ୪ ଗିରଫ
ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍): ବ୍ରାଉନସୁଗର ଜହର କବଳରେ ପିଲାଠାରୁ ଯୁବପିଢ଼ୀ । ଏହି ଜହର ମାୟାରେ ପଡି ବହୁ ଯୁବପିଢ଼ୀ ବାଟବଣା ହେବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ବିଶେଷକରି ଖୋର୍ଦ୍ଧା…
ସ୍କୁଲରେ ନିରୀହ ଛାତ୍ରଙ୍କୁ ଗୁଳି ମାଡ଼, ୧୮ ଜଣ ଛାତ୍ର ଏବଂ ୩ ଜଣ ଶିକ୍ଷକ ନିହତ
ଟେକ୍ସସ୍: ଆମେରିକାର ଟେକ୍ସସ୍ ରୁ ଏକ ବଡ଼ ଖବର ଆସିଛି । ମଙ୍ଗଳବାର ସକାଳେ ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟରେ ଏକ ୧୮ ବର୍ଷିୟ ଯୁବକ ଅନ୍ଧାଧୁନ୍ ଗୁଳିମାଡ଼ କରିଛି । ଏହି ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ…
ଶ୍ୱଶୁର ଘରର ଜିଦ୍ ଯୋଗୁ ଜୀବନ ହାରିଲା ଜ୍ୱାଇଁ ! ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ
ମାଲକାନଗିରି (ଭାସ୍କର ନ୍ୟୁଜ୍): ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଦେଲେ ଜଣେ ଯୁବକ । ଶ୍ବଶୁର ଘରର ଜିଦ୍ ଯୋଗୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଛି । ପତ୍ନୀକୁ ତାଙ୍କ ପରିବାର ଲୋକେ…
କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ, ୪୫ ଆହତ
ଭଞ୍ଜନଗର(ଓଡ଼ିଶା ଭାସ୍କର): ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣି ହୋଇଛି ଏକ ବଡ଼ ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍ ଘାଟିରେ…
ରାଶିଫଳ(ବୁଧବାର,୨୫ ମେ,୨୦୨୨)
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ…
୨ ଦିନ ଧରି ବିଭିନ୍ନ ଜିଲ୍ଳାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ବେଶ୍ କିଛି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଏବେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଏହି ବର୍ଷା ହେଉଥିବା ଭୁବନେଶ୍ୱର ଆଞ୍ଚଳିକ…