Browsing Category

Featured

ଆସନ୍ତା ୨୦-୩୦ ବର୍ଷ ପର୍ଯ୍ୟନ୍ତ ଭାରତବର୍ଷକୁ ଶାସନ କରିବ BJP! ଏହା କ’ଣ ସତ ହେବ?

ନୂଆଦିଲ୍ଲୀ: ଭାରତବର୍ଷରେ ଭାରତୀୟ ଜନତା ପାର୍ଟି ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଅକ୍ତିଆର କରିବାରେ ସଫଳ ହୋଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ରାଜନୀତିରେ ହଠାତ୍ ଆବିର୍ଭାବ ବିଜେପିକୁ ଏକ…

ଗୁଳିମାଡ଼ ପରେ ଛୁରାମାଡ଼: କ୍ରାଇମ୍ ସିଟି ପାଲଟିଗଲା କି ପବିତ୍ର ପୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଶାନ୍ତ ହୋଇପଡ଼ିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀ । ଆଜି ଶ୍ରୀମନ୍ଦିର ସମ୍ମୁଖରେ ଗୁଳିମାଡ଼ ଘଟଣା ଘଟିବାର କେଇ ଘଣ୍ଟା ନ ପୂରୁଣୁ ପୁଣି ଦେଖିବାକୁ ମିଳିଛି ଛୁରାମାଡ଼ ।…

ଡବଲ ରୋଲ ଭୂମିକାରେ କରିଛନ୍ତି ଦମଦାର ଅଭିନୟ, ଦେଖିଛନ୍ତି କି’ ଅମିତାଭଙ୍କ ଏହି ଫିଲ୍ମ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲିଉଡର ଅନେକ ଦିଗ୍ଗଜ କଳାକାର ଦିଲୀପ କୁମାର, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ୍ ଏବଂ ରିତିକ୍ ରୋଶନଙ୍କ ଭଳି କଳାକାର ଯେଉଁମାନେ ଅନେକ ଫିଲ୍ମରେ ଡବଲ ରୋଲ ନିଭାଇଛନ୍ତି । ୮୦…

ବିମାନ ଉଡାଣ ସମୟରେ ରୋମାନ୍ସ କରୁଥିଲେ ଦୁଇ ପାଇଲଟ: ତାପରେ ଘଟିଗଲା କିଛି ଏମିତି

ନୂଆଦିଲ୍ଲୀ: ବିମାନ ଉଡାଣ ସମୟରେ କିଛି ଅଦ୍ଭୁତ ପ୍ରକାର କାରନାମା କରିଛନ୍ତି ଦୁଇ ପାଇଲଟ । ବିମାନ ଭିତରେ ହିଁ ଉଭୟ ରୋମାନ୍ସ କରିବା ଆରମ୍ଭ କରି ଦେଇଥିଲେ । ପ୍ଲେନର କୋକପିଟରେ ଉଭୟ ଯୋଡି ସମ୍ବନ୍ଧ ରଖୁଥିଲେ । କିନ୍ତୁ…

ଧୋନୀଙ୍କ ସହ ପନ୍ତଙ୍କୁ ତୁଳନା କରିବା ଭୁଲ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କୁ ମିଳିଲା ବିସିସିଆଇ ଅଧ୍ୟକ୍ଷଙ୍କ ସପୋର୍ଟ

ନୂଆଦିଲ୍ଲୀ: ଚଳିତ IPL ସିଜନରେ ନିରାଶ କରିଛନ୍ତି ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ବ୍ୟାଟରେ ଫେଲ ମାରିଥିବା ପନ୍ତ ଅଧିନାୟକତ୍ୱରେ ମଧ୍ୟ ସେତେଟା ପ୍ରଭାବ ପକାଇ ପାରିନାହାନ୍ତି । ତେବେ ତାଙ୍କୁ…

ବଟଲରଙ୍କ ଆଉ ଏକ ଧୂଆଁଧାର ପାଳି: ଫାଇନାଲ ମ୍ୟାଚରୁ ୧୮୯ ରନ ଦୂରରେ ଗୁଜୁରାଟ ଟାଇଟନ୍ସ

କୋଲକାତା: କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଚଳିତ ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟନ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ ରୋୟଲ୍ସ ।…

ଶ୍ରୀମନ୍ଦିର ଆଗରେ ଗର୍ଜିଲା ଗୁଳି, ଜଣେ ମୃତ, ଜଣେ ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରୁ ଏକ ଭୟଙ୍କର ତାଜା ଅପଡେଟ୍ ଆସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରେ ହୋଇଛି ଗୁଳିମାଡ଼ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଯୁବକ ୨ ରାଉଣ୍ଡ ଗୁଳି…

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ CRCC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଧରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଏହି କ୍ରମରେ ଆଜି ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ…

OAS ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ, ପ୍ରିୟବ୍ରତ ପାଢ଼ୀ ହେଲେ BMC ଡେପୁଟି କମିସନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସ୍ପେଶାଲ ସେକ୍ରେଟାରୀ ରଘୁରାମ ଆର. ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ…

ଏଣିକି MBBS ଡିଗ୍ରୀଧାରୀ ନିଜର ନାମ ପୂର୍ବରୁ ଲେଖି ପାରିବେ ‘Medical Doctor’, NMCର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନ୍ୟାସନାଲ ମେଡକାଲ କମିଶନ (ଏନଏମସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଏଣିକି ଏମବିବିଏସ ଡିଗ୍ରୀଧାରୀ ବା ଏଲୋପ୍ୟାଥିର ରେଜିଷ୍ଟର୍ଡ ଡାକ୍ତରମାନେ ନିଜର ନାମ ପୂର୍ବରୁ ଡକ୍ଟର ବଦଳରେ…