Browsing Category
Featured
୨୩ ବର୍ଷରେ ଯେତିକି ଆୟ କରିନଥିଲେ କରୋନାର ୨୪ ମାସରେ କରିଛନ୍ତି ସେତିକି ଆୟ: ରିପୋର୍ଟ
କରୋନା ଯେତେବେଳେ ଦୁନିଆରେ ହାହାକାର ମଚାଇଥିଲା, କୋଟି କୋଟି ଲୋକ ଚାକିରି ହରାଇଥିଲେ କୋଟି କୋଟି ପରିବାରର ସଞ୍ଚୟ ଶେଷ ହୋଇଯାଇଥିଲା, ଚିକିତ୍ସା ପାଇଁ ଲୋକଙ୍କୁ ଋଣ ଆଣିବାକୁ ପଡ଼ିଥିଲା । କିନ୍ତୁ ଏହି ସମୟରେ ଏମିତି ଲୋକ…
ନିଜ ମନ୍ତ୍ରୀଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ
ଚଣ୍ଡିଗଡ: ସରକାର ଗଠନ ହେବାର କେଇ ମାସ ନଯାଉଣୁ ଆକ୍ସନ ନେବା ଆରମ୍ଭ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ସେ ନିଜ ସରକାରର ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ…
ଚିନ୍ତନ ଶିବିର ପରେ ଆକ୍ସନରେ କଂଗ୍ରେସ, ଟାସ୍କ ଫୋର୍ସ ସହ ୩ କମିଟି ଗଠନ, ୨୩ ନେତା ସମ୍ଭାଳିବେ ଦାୟିତ୍ଵ
ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିର ପରେ କଂଗ୍ରେସ ପାର୍ଟି ନିଜର ସାଂଗଠନିକ ସ୍ଥିତି ମଜବୁତ ପାଇଁ ଗମ୍ଭୀରତାର ସହ କାର୍ୟ୍ୟ କରିବା ଆରମ୍ଭ କରି ଦେଇଛି। ଏହି କ୍ରମରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା…
ଏଣିକି ସ୍କୁଲରେ ଦିଆଯିବ ଅଲିମ୍ପିକ୍ ଶିକ୍ଷା: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍କୁଲ ସ୍ତରରୁ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ସ୍କୁଲରେ ଅଲିମ୍ପିକ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ…
ଓଡ଼ିଶାରେ ୩୬ ନମୁନାରୁ ୨୬ ଟମାଟୋ ଫ୍ଲୁ ବା HFMD ଚିହ୍ନଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟମାଟୋ ଫ୍ଲୁ ବା HFMD ଆକ୍ରାନ୍ତଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମୋଟ ୩୬ ନମୁନାରୁ ୨୬ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ…
ଚଳନ୍ତା ଟ୍ରକରେ ବାନ୍ଧିଦେଲେ ଯୁବକଙ୍କୁ, ମୋବାଇଲ ଚୋରି କରିଥିଲେ ବୋଲି ମିଳିଲା ଏମିତି ଦଣ୍ଡ ?
ଭୁଲିଗଲେ ମାନବିକତା... ମୋବାଇଲ ଚୋରିକୁ ନେଇ ଦେଲେ ଅମାନୀବୟ ଦଣ୍ଡ... ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ଟ୍ରକ୍ ଇଞ୍ଜିନରେ ବାନ୍ଧି ଟ୍ରକ ଚଳାଇଲେ, ଆଉ ଜୋତାମାଳ ବି ପିନ୍ଧାଇଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।…
SBIରୁ ICICI ପର୍ଯ୍ୟନ୍ତ, ‘ବ୍ୟାଙ୍କ ଲକର’ ପାଇଁ ବ୍ୟାଙ୍କଗୁଡିକ କେତେ ଚାର୍ଜ ନିଅନ୍ତି
ବ୍ୟାଙ୍କ ଲକରରେ ଅଧିକାଂଶ ଲୋକ ସୁରକ୍ଷା ପାଇଁ ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ଏବଂ ଆବଶ୍ୟକୀୟ ଦଲିଲ ଇତ୍ୟାଦି ରଖନ୍ତି । ଏହି ସର୍ଭିସ ପାଇଁ ଲକରର ଆକାର ଅନୁଯାୟୀ ବ୍ୟାଙ୍କ ଶୁଳ୍କ ଆଦାୟ କରିଥାଏ । କିଛି ବ୍ୟାଙ୍କ…
ବନ୍ଦ ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର, ୪ଦିନ ଧରି ପାଖରେ ଶୋଇଥିଲା ଝିଅ
ଗନ୍ଧରେ ନାକ ଫାଟି ପଡୁଥିଲା, କେଉଁଠି ଏଭଳି ଗନ୍ଧ ଆସୁଛି ବୋଲି ଚିନ୍ତିତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ଏହାପରେ ପୋଲିସ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ପଂଚିଥିଲେ । ଆଉ ସନ୍ଦେହରେ କଲୋନୀର ଏକ ବନ୍ଦ ଘରର ଚାବି ଭାଙ୍ଗିଥିଲେ ।…
ମେଣ୍ଢା ଉପରେ ହତ୍ୟା ଅଭିଯୋଗ, କୋର୍ଟ ଶୁଣାଇଲେ ଅଜବ ଦଣ୍ଡାଦେଶ
ଦକ୍ଷିଣ ସୁଡ଼ାନରେ ରୁମ୍ବେକ ଇଷ୍ଟ କାଉଣ୍ଟରେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ମାମଲାରେ ଅଭିଯୁକ୍ତ ମେଣ୍ଢାକୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣା ଏହି ମାସ ଆରମ୍ଭରେ…
ଏବେ ବିମାନରେ ବି ଚାଲିବ ଇଣ୍ଟରନେଟ୍, ଏହି ଏୟାରଲାଇନ ଆରମ୍ଭ କରିବ।କୁଯାଉଛି ସେବା
ଭାରତ ଦୁନିଆରେ ସବୁଠୁ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଦେଶ ମଧ୍ୟରୁ ଗୋଟିଏ ପାଲଟିଛି । ଭାରତରେ ଇଣ୍ଟରନେଟ୍ ଡାଟାର ବ୍ୟବହାର ବଢ଼ିଛି । ଏହାକୁ ଦୃଷ୍ଟିରେ ଏକ ପ୍ରମୁଖ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ୍…