Browsing Category

Featured

୭୫ ବର୍ଷ ପରେ କରତାରପୁର ସାହିବରେ ଭାଇ-ଭଉଣୀ ହେଲା ଭେଟଘାଟ, ଭାରତ-ପାକିସ୍ତାନ ବିଭାଜନ ବେଳେ ହୋଇଥିଲେ ଅଲଗା

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଭାଗ ହେବା ଆମ ସମସ୍ତଙ୍କ ପାଇଁ ଏକ ଶକ୍ତ ଆଘାତ ଥିଲା । ଆଜିବି ଏଭଳି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ପରିବାରର କିଛି ସଦସ୍ୟ ଭାରତରେ ତ ଆଉ କିଛ ସଦସ୍ୟ ପାକିସ୍ତାନରେ…

ଓଡ଼ିଆ ଚ୍ୟାନେଲ “ଷ୍ଟାର କିରଣ’ର ଶୁଭାରମ୍ଭ: ୬ ଜୁନ୍‌ରେ ପ୍ରିମିୟର, ପ୍ରଥମ ଥର ଏଚ୍‌ଡିରେ ମନୋରଞ୍ଜନର ମଜା ନେବେ ଦର୍ଶକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭାରତର ପ୍ରମୁଖ ଟିଭି ନେଟୱର୍କ ଡିଜ୍‌ନୀ ଷ୍ଟାର ଗୁରୁବାର ଏକ ଉତ୍ସର୍ଗୀକୃତ ଓଡ଼ିଆ ସାଧାରଣ ମନୋରଞ୍ଜନ ଚ୍ୟାନେଲ "ଷ୍ଟାର ଡିଜ୍‌ନୀ'ର ଶୁଭାରମ୍ଭ କରିଛି, ଯାହାର ପ୍ରିମିୟର ୬ ଜୁନ୍‌ ୨୦୨୨…

ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ, ପୂଜା ପରେ କରନ୍ତୁ ଏହି ସବୁ କାର୍ଯ୍ୟ

ହିନ୍ଦୁ ଧର୍ମର ସମସ୍ତ ଦେବୀଙ୍କୁ ଶୁକ୍ରବାର ଉତ୍ସର୍ଗ କରାଯାଇଛି। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ଏକ ନିୟମ ମଧ୍ୟ ଅଛି। ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ଜଣେ ବ୍ୟକ୍ତି…

ଏମ୍ସରେ ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା, ଘରୋଇ ୱାର୍ଡର ଦେୟ ହେଲା ଦୁଇଗୁଣା

ନୁଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) ଚିକିତ୍ସା ପାଇଁ ଯାଉଥିବା ରୋଗୀମାନଙ୍କ ପାଇଁ ଆଶ୍ୱସ୍ଥିକର ଖବର । ହଜାର ହଜାର ରୋଗୀଙ୍କୁ ଏବେ ବଡ଼ ରିହାତି ମିଳିିଛି । ଏମ୍ସ କତ୍ତୃପକ୍ଷ ଗୁରୁବାର…

ଚାକିରିରେ ପଦୋନ୍ନତି ପାଇବାର ସହଜ ଉପାୟ: ଏହି ରତ୍ନ ପିନ୍ଧିବା ଦ୍ୱାରା ବଦଳିଯିବ ଭାଗ୍ୟ

କିଛି ଲୋକ ନିଜର କଠିନ ପରିଶ୍ରମ ଓ ଚେଷ୍ଟା ପରେ ସେହି ସ୍ଥାନରେ ପହଞ୍ଚିପାରନ୍ତି ନାହିଁ, ଯେଉଁ ସ୍ଥାନର ସେ ହକଦାର୍ । ଏପରି ପରିସ୍ଥିତିରେ କୁହାଯାଏ କି, ବ୍ୟକ୍ତିଙ୍କ କଠିନ ପରିଶ୍ରମ ସହ ଭାଗ୍ୟ ଓ ଗ୍ରହ ତାଙ୍କ ସହ…

ବିଶ୍ୱରେ ଘୋର ଖାଦ୍ୟ ସଂକଟ: ଗ୍ରାସିଛି ଭୋକର କରାଳ ରାକ୍ଷସ, ଉତ୍କଟ ଜନକ ସ୍ଥିତିରେ କୁପୋଷଣ ଶିଶୁଙ୍କ ସଂଖ୍ୟା

ୱାଶିଂଟନ୍‌ : ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍‌ ତାଙ୍କ ପ୍ରତିକ୍ରିୟାରେ…

କାହା ଭାଗ୍ୟରେ ଚଳିତ ବର୍ଷର ଆଇପିଏଲ ଟାଇଟଲ, ଜାଣନ୍ତୁ କ’ଣ କହୁଛନ୍ତି କ୍ରିକେଟ ପଣ୍ଡିତ…

ମୁମ୍ବାଇ: ଚଳିତ ବର୍ଷ କୌଣସି ଏକ ନୂଆ ଦଳ ଆଇପିଏଲ ଟାଇଟଲ ହାସଲ କରିବ ବୋଲି କ୍ରିକେଟ ପଣ୍ଡିତ ମାନେ ପୂର୍ବାନୁମାନ କରୁଛନ୍ତି । କାରଣ ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଟାଇଟଲ ବିଜେତା ଚେନ୍ନାଇ…

ଦେହଜୀବୀଙ୍କୁ ଆଧାରକାର୍ଡ ପ୍ରମାଣପତ୍ର ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି୍‌ ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଜାରି ଏକ ପ୍ରେଫର୍ମା ପ୍ରମାଣପତ୍ରର ଆଧାରରେ ଦେହଜୀବୀଙ୍କୁ ଆଧାର କାର୍ଡ ଜାରି କରିବା ପାଇଁ ସୁପ୍ରିମ୍‌କୋର୍ଟ ଗୁରୁବାର…

ଯୋଡ଼ାରେ ଦୁର୍ଘଟଣା: ଟ୍ରେନ୍ ଧକ୍କାରେ ଚାଲିଗଲା ୩ ହାତୀଙ୍କ ଜୀବନ

ଯୋଡ଼ା(ଓଡ଼ିଶା ଭାସ୍କର): ମାଲବାହୀ ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ହୋଇଛି । ମା’ ଓ ଛୁଆ ସମେତ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । ଚିକିତ୍ସିତ…

ରାଶିଫଳ(ଶୁକ୍ରବାର,୨୦ ମେ,୨୦୨୨)

ମେଷ - ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ, ଭାତୃ ସହଯୋଗ ଦ୍ବାରା ଭୁମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ…