
Browsing Category
Featured
ଭାରତର ଘରେ ଘରେ ପହଞ୍ଚିବାକୁ ମୁକେଶ ଅମ୍ବାନୀଙ୍କ ଯୋଜନା, ୩୦ ଲୋକାଲ ବ୍ରାଣ୍ଡ କିଣିବାକୁ ପ୍ଲାନିଙ୍ଗ କରୁଛି ରିଲାଏନ୍ସ
ମୁମ୍ବାଇ: କୋଟିପତି ମୁକେଶ ଅମ୍ବାନୀ ଆଗାମୀ କିଛି ଦିନ ମଧ୍ୟରେ ଭାରତର ସମସ୍ତ ଘରେ ପହଞ୍ଚିବେ । ଏଥିପାଇଁ ସେ ଏକ ବଡ଼ ଯୋଜନା କରିଛନ୍ତି । ବର୍ତ୍ତମାନ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ଼ ରିଟେଲ କମ୍ପାନୀ । ତେବେ ସୂଚନା…
କାଶ୍ମୀର ପଣ୍ଡିତଙ୍କ ବିରୋଧରେ ଲାଠିଚାର୍ଜ ଘଟଣା: ଯାଞ୍ଚ କରିବା ପାଇଁ SIT ଜାରି କଲେ ସରକାର
ଶ୍ରୀନଗର: କାଶ୍ମୀର ପଣ୍ଡିତଙ୍କ ବିରୋଧରେ ପୋଲିସର ଦବଙ୍ଗଗିରି ଉପରେ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ଜମ୍ମୁ କାଶ୍ମୀର ସରକାର । ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ଉପରେ…
ଜ୍ଞାନବ୍ୟାପୀ ମସଜିଦରେ ସର୍ଭେରୁ ମିଳିଛି ଏହି ସଙ୍କେତ, ହିନ୍ଦୁ ପକ୍ଷ କହିଲେ ମଜବୁତ ହୋଇଛି ଆମର ଦାବି
ଜ୍ଞାନବ୍ୟାପୀ ମସଜିଦ ପରିସରରେ ରବିବାର ଦ୍ୱିତୀୟ ଦିନରେ ସର୍ଭେ ହୋଇଥିଲା । ସୂଚନା ଅନୂଯାୟୀ ଗୁପ୍ତ କୋଠରୀ ପରେ ଏବେ ମସଜିଦର ଉପର ଢ଼ାଞ୍ଚାର ଭିଡିଓ ଗ୍ରାଫୀ ଏବଂ ଫଟୋଗ୍ରାଫୀ କରାଯାଇଛି । ସେପଟେ ପୂର୍ବରୁ ଶନିବାର…
ବଟି ନଦେବାର ଭୟଙ୍କର ପରିଣାମ, ରାସ୍ତାରେ ଅଟକାଇ ଗୁଳି ମାରିଲେ ଦୁର୍ବୁତ୍ତ
ବଟି ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଗୁଳିମାଡ଼ । ବଟି ନଦେବାରୁ ରାସ୍ତାରେ ଅଟକାଇ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି ୫/୬ ଦୁର୍ବୁତ୍ତ । ଏଭଳି ଅଭାବନିୟ ଘଟଣା ଘଟିଛି ଟିକିରି ଥାନା କାଳିଆପଡ଼ା ଅଞ୍ଚଳରେ । ଡ୍ରାଇଭରଙ୍କୁ…
୭ ୱିକେଟରେ ଚେନ୍ନାଇକୁ ମାତ ଦେଲା ଗୁଜୁରାଟ: ୨୦୨୨ ସିଜନରେ ହାସଲ କଲା ଦଶମ ବିଜୟ
ମୁମ୍ବାଇ: ଗତ ସିଜନର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଏହି ବିଜୟ ସହ ଦଳ ଚଳିତ ସିଜନର ଦଶମ ବିଜୟ ହାସଲ କରିଛି । ପ୍ଲେଅଫରେ ପହଞ୍ଚି ସାରିଥିବା ଗୁଜୁରାଟ ୨୦ ପଏଣ୍ଟ…
ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ନିକ ନେମ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି ଏମିତି ଥିଲା ନାଁ
ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ତାଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଅନେକ କଥା ଏବଂ ଅନେକ ଘଟା ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହିସବୁ…
ରଣବୀର ଆଲିଆଙ୍କ ବିବାହକୁ ପୂରିଲା ଏକ ମାସ, ଏମିତି ସେଲିବ୍ରେଟ୍ କଲେ ଷ୍ଟାର କପଲ
ଆଲିଆ ଭଟ୍ଟ ଏବଂ ରଣବୀର କପୂର ଗତ ମାସ ୧୪ ଏପ୍ରିଲରେ ନିଜ ପରିବାର ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କୁ ଉପସ୍ଥିତିରେ ବିବାହ କରିଥିଲେ, ଆଉ ବନିଥିଲେ ୭ ଜନ୍ମର ସାଥୀ । ଏହାରି ମଧ୍ୟରେ ତାଙ୍କର ବିବାହକୁ ପୂରିଛି ଏକ ମାସ…
ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ୧୭ ଜିଲ୍ଲାରେ କାଳବୈଶାଖୀ ସମ୍ବାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ବାତ୍ୟା ଅସାନି ପ୍ରଭାବରେ ହୋଇଥିବା ବର୍ଷାରେ ଓଡ଼ିଶାରେ ଗରମରୁ ତ୍ରାହି ମିଳିଛି । ଏବେ ପୁଣି ଏକ ଲଘୂଚାପ ବଙ୍ଗୋପସାଗରରେ ଆସୁଥିବାର ଖବର ଆସୁଛି । ତେବେ ଆଗମାୀ ୨୪ ଘଣ୍ଟା ଅର୍ଥାତ୍ ୧୬ ତାରିଖ ପୁର୍ବାହ୍ନ…
ୟୁକ୍ରେନରେ ପଛଘୁଞ୍ଚା ଦେଲା ଋଷ ସେନା: ଖାରକିଭର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାକଫୁଟରେ ମସ୍କୋ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ପଛଘୁଞ୍ଚା ଦେଉଛି ଋଷ ସେନା । ଏ ନେଇ ଦାବି କରୁଛି ୟୁକ୍ରେନ । ଦେଶର ଦ୍ୱିତୀୟ ସର୍ବବୃହତ ସହର ଖାରକିଭର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁତିନ ସେନା ବ୍ୟାକଫୁଟରେ ଥିବା ୟୁକ୍ରେନ ଦାବି କରିଛି । ଅନ୍ୟ ପକ୍ଷରେ…
କଂଗ୍ରେସ ଚିନ୍ତନ ଶିବିରର ଶେଷ ଦିନ: କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା କରିବାକୁ ନିଷ୍ପତ୍ତି
ରାଜସ୍ଥାନ: ଏ ସମୟ ଚାଲିଯିବ, ଏହି ସଂକଳ୍ପକୁ ନେଇ ଆଗକୁ ବଢ଼ିବାକୁ କଂଗ୍ରେସ ନେତାଙ୍କୁ କହିଛନ୍ତି ଦଳର ଅନ୍ତରିଣ ସଭାପତି ସୋନିଆ ଗାନ୍ଧୀ । ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ପାର୍ଟି…