fbpx
Browsing Category

Featured

ରେକର୍ଡ ଭାଙ୍ଗିଛି ବୃଷ୍ଟିପାତ: ୧୨୧ ବର୍ଷ ଭିତରେ ମେ’ ମାସରେ ହୋଇଛି ଦ୍ୱିତୀୟ ସର୍ବାଧିକ ବର୍ଷା

ନୂଆଦିଲ୍ଲୀ : ବିଗତ ୧୨୧ ବର୍ଷ ଭିତରେ ଚଳିତ ବର୍ଷ ମେ’ ମାସରେ ହୋଇଥିବା ବର୍ଷା ରେକର୍ଡ ସୃଷ୍ଟି କରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା କ୍ରମେ ଦେଶରେ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ ଚଳିତ ବର୍ଷ ମେ ମାସରେ ହୋଇଛି…

ଦୁଇ ଡୋଜ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି ସଂକ୍ରମଣ ଆଶଙ୍କା ବଢ଼ାଇଥାଏ: ଡାକ୍ତର ଫାଉଚି

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଦୁଇଟି ଟିକା ମଧ୍ୟରେ ଥିବା ସମୟ ବ୍ୟବଧାନକୁ ନେଇ ଅନେକ ଦ୍ଵନ୍ଦ ଉପୁଜିଛି । ହେଲେ ଏହା ମଧ୍ୟରେ ଆମେରିକାର ଜଣେ…

କ୍ରିକେଟ ଗ୍ରାଉଣ୍ଡରେ ଅଭଦ୍ରାମି: ଷ୍ଟମ୍ପକୁ ମାରିଲେ ଗୋଇଠା, ଅମ୍ପାୟାରଙ୍କ ସହ କଲେ ଯୁକ୍ତିତର୍କ, ଶେଷରେ କ୍ଷମା ମାଗିଲେ ଏହି ଖେଳାଳି (ଭାଇରାଲ…

ଢାକା: ବାଂଲାଦେଶ କ୍ରିକେଟର ଶକିବ ଅଲ ହସନଙ୍କ ଅଭଦ୍ରାମିର ସୀମା ଟପିଛି । ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ସେ ଷ୍ଟମ୍ପ ଭାଙ୍ଗିବା ସହ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି । ତେବେ ଶେଷରେ ଶକିବ ନିଜର ଭୁଲ…

୯୮ ଦିନ ପର୍ଯ୍ୟନ୍ତ ଜାରି ରହିବ କରୋନାର ତୃତୀୟ ଲହର, ଏହା ଦ୍ୱିତୀୟ ଲହର ଠାରୁ ହୋଇପାରେ ଅଧିକ ଘାତକ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରବର୍ଷରେ କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେବେ ଆଗକୁ ଆସୁଥିବା ତୃତୀୟ ଲହରକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ…

ଓଡ଼ିଶାରୁ ଚିହ୍ନଟ ହେଲେ ୪୮୫୨ କରୋନା ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ଓଡ଼ିଶାରେ କରୋନା ମୃତ୍ୟୁ ରେକର୍ଡ ଛୁଇଁଲା: ଆଜି ରାଜ୍ୟରେ ୪୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ଜଣଙ୍କ…

ଇତିହାସ ରଚିଲେ ଜୋକୋଭିକ୍: ନାଡାଲଙ୍କୁ ହରାଇ ପହଞ୍ଚିଲେ ଫାଇନାଲରେ

ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଫେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କ୍ଲେ କୋର୍ଟର ବାଦଶାହ ସ୍ପେନର ରାଫେଲ ନାଡାଲଙ୍କୁ ୩-୬, ୬-୩, ୭-୬(୪), ୬-୨ରେ ହରାଇ…

ଟୋକିଓ ଅଲିମ୍ପିକ୍ସ ଯିବେ ନାହିଁ କ୍ରୀଡା ମନ୍ତ୍ରାଳୟ ପ୍ରତିନିଧି, କେବଳ କୋଚ୍, ଆଥଲେଟ୍‌ ଓ ଫିଜିଓଥେରାପିଷ୍ଟଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ପରିସ୍ଥିତି ନେଇ ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ଟୋକିଓ ଅଲିମ୍ପିକ୍ସକୁ କୌଣସି ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାରଣ ଟୋକିଓ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୦ ଲକ୍ଷ ୨୫ ହଜାର ୮୨୮କୁ…

କୋଭାକ୍ସିନ୍‌ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲାନି ଆମେରିକା

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ…