Browsing Category

Featured

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ୍‌’, ୭ଗୁଣା ଦ୍ରୁତ ଗତିରେ ବ୍ୟାପିବାର ରହିଛି କ୍ଷମତା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବିଦେଶରେ କୋଭିଡ଼ର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଦେଶରୁ…

ଫ୍ରେସର୍ସଙ୍କ ସ୍ୱାଗତ ପାର୍ଟିରୁ ବ୍ୟାପିଲା ସଂକ୍ରମଣ ! ୨୮୧ ଜଣ କୋଭିଡ ପଜିଟିଭ, ୧୦୫୮ଙ୍କୁ ରିପୋର୍ଟକୁ ଅପେକ୍ଷା

ବେଙ୍ଗାଲୁରୁ: ସ୍ଥାନୀୟ ଏକ ମେଡିକାଲ କଲେଜରେ କରୋନା ସଂକ୍ରମଣ ଗୁରୁତର ପରି ସ୍ଥିତି ସୃଷ୍ଟି କରିଥିବା ବେଳେ ଆଉ ୭୭ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୨ରେ ପହଞ୍ଚି ଯାଇଛି…

ଦକ୍ଷିଣ ଆଫ୍ରିକାରୁ ଆସିଥିବା ୨ ବ୍ୟକ୍ତି କରୋନା ପଜିଟିଭ୍, ବଢ଼ିଲା ନୂଆ ଭାରିଆଣ୍ଟର ବିପଦ

କର୍ଣ୍ଣାଟକ: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ’ ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୯୪ ଲୋକଙ୍କର କୋଭିଡ ଯାଞ୍ଚ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ…

ଆସୁଛି ବାତ୍ୟା ‘ଜୱାଦ’! ଡିସେମ୍ବର ୩ରୁ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା, ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଡିସେମ୍ବର ୩ ତାରିଖ ସୁଦ୍ଧା…

ଆଜିଠୁ ସମସ୍ତ ବିଧାୟକ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ହେବ କୋଭିଡ୍‌ ଓ ଆଣ୍ଟିବଡି ଟେଷ୍ଟ, ୩ ଦିନ ଧରି ଚାଲିବ: ୨୯ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଏଥର ବି ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଓ ସତର୍କତା ଭିତରେ ବିଧାନସଭା ଶୀତ ଅଧିବେଶନ ଅନୁଷ୍ଠିତ ହେବ । କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ ବିନା ବିଧାନସଭା ପରିସରକୁ କେହି ପ୍ରବେଶ…

ରାଶିଫଳ(ରବିବାର,୨୮ ନଭେମ୍ବର,୨୦୨୧)

ମେଷ - ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ   ଫସି ପାରନ୍ତି ସତର୍କ ରହିବେ, ମାନସମ୍ମାନ, ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ…

ମାମଲା ଶୁଣି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ: ୮୦ ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୬୫ ବର୍ଷୀୟ ମହିଳା

ନୂଆଦିଲ୍ଲୀ: ୮୦ ବର୍ଷ ବୟସରେ କରିଛନ୍ତି ଦୁଷ୍କର୍ମ ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । ୮୦ ବର୍ଷୀୟ ବୃଦ୍ଧ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା…

ଏହି ଦେଶରେ ରଖିପାରିବେନି ଗର୍ଲଫ୍ରେଣ୍ଡ, ସଂପର୍କ ରଖିଲେ ହୋଇପାରେ ଜେଲ୍!

ଦୁନିଆର ଅନେକ ଦେଶରେ ଅନେକ ବିଚିତ୍ର ଆଇନ ବ୍ୟବସ୍ଥା ରହିଛି । ଅନେକ ଦେଶର କାନୁନ ଅତି ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଅନେକ ଦେଶରେ ଗର୍ଲଫ୍ରେଣ୍ଡକୁ ନେଇ ଅନେକ ଅବ୍ଦୁଭ କାନୁନ ରହିଛି । ଆମ ପଡ଼ୋଶୀ ଦେଶ…

ଏହି ସବୁ ଖାଦ୍ୟରୁ ଶାକାହାରୀଙ୍କୁ ମିଳିଥାଏ ଓମେଗା-୩; ଆଜି ହିଁ ଡାଏଟରେ ସାମିଲ କରନ୍ତୁ

ସାଧାରଣତଃ ଆମେ ଜାଣିଛୁ ଯେ ମାଛ ଦେହରୁ ଆମକୁ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ ମିଳିଥାଏ । ଏହାକୁ ଉଭୟ ପୁରୁଷ ଓ ମହିଳା ଏକ ନିର୍ଦ୍ଦିଷ୍ଟ ପରିମାଣରେ ଖାଦ୍ୟରେ ବ୍ୟବହାର କଲେ ସେଥିରୁ ଅନେକ ସୁଫଳ ମିଳିଥାଏ ।…

ସ୍କର୍ଟ ଓ ହାଇହିଲରେ କାର୍ଟହ୍ୱିଲ କଲେ ମହିଳା: ଆଶ୍ଚର୍ଯ୍ୟ ହେଲେ ନେଟିଜେନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ଭାରତ ଏକ ବହୁ ପ୍ରତିଭାର ଦେଶ । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବେଶ ଭାଇରାଲ ହୋଇଥାଏ । ଏମିତି ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଯୁବତୀ କାର୍ଟହ୍ୱିଲ କରୁଥିବାର ନଜର…