Browsing Category
Featured
ପିଏମ କିଷାନ ସମ୍ମାନ ନିଧି; ଅଯୋଗ୍ୟ ହିତାଧିକାରୀ ଫେରାଇବେ ଟଙ୍କା
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଦେଶର କୋଟି କୋଟି କୃଷକଙ୍କ ଖାତାକୁ ତିନିଟି କିସ୍ତିରେ ପ୍ରତିବର୍ଷ ୬ ହଜାର ଟଙ୍କା ଆସିଥାଏ । କିନ୍ତୁ ଅନେକ ସ୍ଥାନରେ ଏଥିରେ ଜାଲିଆତି ହେଉଥିବାରୁ ସରକାର ଏବେ…
ଅନନ୍ୟ କଳାକୃତି ଜରିଆରେ ଜାତୀୟ ସାମ୍ବାଦିକତା ଦିବସର ଶୁଭକାମନା; ଦେଖନ୍ତୁ ଫଟୋ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଗଣମାଧ୍ୟମକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ସାମ୍ବାଦିକ । ଚିତ୍ରଶିଳ୍ପୀ ତଥା ଇଞ୍ଜିନିୟର…
ପୁଣି କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ- କ୍ଷମତା ପାଇଁ ଭୋକିଲା ଥିଲେ ଗାନ୍ଧୀ, ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହେଉ
ମୁମ୍ବାଇ : ପୁଣି ଥରେ ପାଗଳର ପ୍ରଳାପ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ। ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଲମ୍ବା ମେସେଜ। ଆଉ ପୋଷ୍ଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଲେ। ପ୍ରଥମ ମେସେଜରେ…
୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି…
ବିବାହିତା ମହିଳାଙ୍କ MMS କରି ଗଣଦୁଷ୍କର୍ମ କଲେ ସମ୍ପର୍କୀୟ, ଦୁଇ ବର୍ଷ ତଳେ ହୋଇଥିଲା ବିବାହ
ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ଜଣେ ବିବାହିତା ମହିଳାଙ୍କ ଅଶ୍ଲୀଳ ଭିଡିଓ ବନାଇ ତାଙ୍କର ସମ୍ପକୀୟ କରିଥିଲେ ଗଣଦୁଷ୍କର୍ମ । ସେତିକି ନୁହେଁ ଭିଡିଓ ଭାଇରାଲ କରିଦେବା ଧମକ…
ଏହି ଫିଚର ବନ୍ଦ କଲା Twitter; ଜାଣନ୍ତୁ ଏହା କିଭଳି ପ୍ରଭାବିତ କରିବ
ନୂଆଦିଲ୍ଲୀ: ଟ୍ୱିଟ୍ଟରର ପୂର୍ବରୁ ରହିଥିବା ଗୋଟିଏ ଫିଚର ଏବେ ଆଉ କାମ ଦେଉନି । ଅଟୋ ଲୋଡ ନାମ ଫିଚରକୁ ବନ୍ଦ କରି ଦେଇଛି ଟ୍ୱିଟ୍ଟର । ପୂର୍ବରୁ କିଛି ସମୟ ପରେ ଅଟୋମେଟିକ୍ ନୂଆ ଟ୍ୱିଟ ଲୋଡ ହେଉଥିବା ବେଳେ ବର୍ତ୍ତମାନ…
ଏୟାରଟେଲର ଧମାକାଦାର ଅଫର: ଦିନକୁ ମିଳିବ ୫୦୦ ଏମବି ମାଗଣା ଡାଟା
ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ଗ୍ରାହକଙ୍କ ପାଇଁ ଆଣିଛି ଏମିତି ଏକ ଧମାକାଦାର ଅଫର ଯେଉଁଥିରେ ଆପଣଙ୍କୁ ମିଳିବ ଅତିରିକ୍ତ ୫୦୦ ଏମବି ଡାଟା । ତେବେ ସିଧାସଳଖ ଏହି ଡାଟା ପ୍ରଦାନ କରୁନି କମ୍ପାନୀ । ଏହି…
ଜାତୀୟ ପତାକାର ରଙ୍ଗ ବଦଳାଇଦେଲେ ରାଷ୍ଟ୍ରପତି; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ତେବେ ଏହି ପରିବର୍ତ୍ତନ ଏବେ ନୁହେଁ ବରଂ ୩ ବର୍ଷ ତଳୁ ହୋଇ ସାରିଛି । ନିକଟରେ ମାକ୍ରୋନଙ୍କ ଏକ କାର୍ଯ୍ୟକ୍ରମରେ…
ଭାରତରେ ଖେଳାଯିବ ୩ଟି ICC ଇଭେଣ୍ଟ; ଦୁଇ ଦଶନ୍ଧି ପରେ ପାକିସ୍ତାନକୁ ଫେରିବ କ୍ରିକେଟ
ନୂଆଦିଲ୍ଲୀ: ମଙ୍ଗଳବାର ଆଇସିସି ପକ୍ଷରୁ ଆସନ୍ତା ୧୦ ବର୍ଷ ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୧୧ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ୩ ଟି ସହଯୋଗୀ ଦେଶକୁ ନେଇ ୨୦୨୪ରୁ ୨୦୩୧ ଯାଏଁ…
୧୭ ନଭେମ୍ବରରେ ଖୋଲିବ କରତାରପୁର କରିଡର: ଟିକା ଏବଂ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଖୋଲିବ କରାତାରପୁର କରିଡର । ଭାରତରୁ କରତାରପୁର ଦର୍ଶନ କରିବାକୁ ଯାଇପାରିବେ ଶିଖ୍ ଶ୍ରଦ୍ଧାଳୁ । କେନ୍ଦ୍ର ସରକାର ବୁଧବାର କରତାରପୁର କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ଗୁରୁ ନାନକ ଦେବ…