Browsing Category

Featured

ବଢ଼ିଗଲା ପୁରସ୍କାର ରାଶି, ଏଣିକି ଗୋବିନ୍ଦଙ୍କୁ ଧରାଇଲେ ମିଳିବ ଲକ୍ଷେ

ବଲାଙ୍ଗିର(ଓଡ଼ିଶା ଭାସ୍କର): ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାରେ ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶିକୁ ବଢ଼ାଇ ଦିଆଯାଇଛି । ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଛି ।…

ମାର୍କ ବଢ଼ାଇବାକୁ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଛି । ଝିଅମାନଙ୍କ ମାର୍କ ବଢ଼ାଇବାକୁ ଦେହ ବ୍ୟବସାୟ କରାଯାଉଥିଲା…

TVରେ ଚ୍ୟାନେଲ ଦେଖିବା ହୋଇଯିବ ୫୦ ପ୍ରତିଶତ ମହଙ୍ଗା: ନୂଆ ଟାରିଫ୍ ଅର୍ଡର ଲାଗୁ କଲା TRAI, ଜାଣନ୍ତୁ କେବେ ହେବ ଲାଗୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଟିଭି ଦେଖିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖଠାରୁ ଟିଭି ଚ୍ୟାନେଲର ବିଲ ବୃଦ୍ଧି ପାଇବ । ଜୀ, ଷ୍ଟାର ଓ ସୋନୀ ପରି ଦେଶର…

ଭାରତ ଓ ପାକିସ୍ତାନ କ୍ରିକେଟରଙ୍କ ଆୟରେ ଆକାଶ ପାତାଳ ଫରକ, ଜାଣନ୍ତୁ ଗୋଟିଏ ମ୍ୟାଚ୍ ପାଇଁ କେତେ ଟଙ୍କା ମିଳେ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ସବୁଠୁ ବଡ ମୁକାବିଲା ପାଇଁ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଖେଳାଯିବ ମହାମୁକାବିଲା । ପ୍ରାୟ ୨୮ ମାସ ପରେ ଦୁଇ ପରସ୍ପରର ମୁହାଁମୁହିଁ…

ଶିକ୍ଷୟତ୍ରୀ ହତ୍ୟା ଘଟଣା: ‘ପୋଲିସ୍ କହିଥିଲା ମୁହଁ ଖୋଲନି’- ମମିତାଙ୍କ ବଡ଼ବାପା

ବଲାଙ୍ଗୀର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ପରିସରରେ ଥିବା ଷ୍ଟାଡିୟମ୍ କୁ ଖୋଳାଯାଇଥିଲା । ତେବେ ଏହି ଖୋଦେଇ କରିବା ବେଳେ…

ହେପାଜତରୁ ଫେରାର୍ ମାରିବା ଘଟଣା, ଗୋବିନ୍ଦଙ୍କୁ ଧରାଇଲେ ମିଳିବ ୨୦ ହଜାର

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ ବ୍ୟାରେକରୁ ସ୍କୁଲ ସଭାପତି ଫେରାର୍ ନେଇ ତେଜିଛି ରାଜନୀତି । ଏହାରି ମଧ୍ୟରେ ଫେରାର ସ୍କୁଲ ସଭାପତି…

ୟୁପି ନିର୍ବାଚନରେ ମହିଳାଙ୍କୁ ନେଇ ବଡ ବାଜି ଖେଳିପାରେ କଂଗ୍ରେସ, ୩୩ ପ୍ରତିଶତରୁ ଅଧିକ ପ୍ରାର୍ଥୀଙ୍କୁ ଦେଇପାରେ ଟିକେଟ୍

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପାର୍ଟି ବଡ ନିଷ୍ପତ୍ତି ନେଇପାରେ । ଦଳ ବିଧାନସଭା ନିର୍ବାଚନରେ ବଡ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି । ଦଳ ୩୩ ପ୍ରତିଶତରୁ…

୩ କୋଟି ପିଲାଙ୍କୁ ଦିଆଯିବ ସ୍କଲାରସିପ୍: SC, ST ଓ OBC ପାଇବେ ବେନିଫିଟ୍

ନୂଆଦିଲ୍ଲୀ: ସମସ୍ତ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ଶ୍ରେଣୀର ପିଲାଙ୍କ ପାଇଁ ଖୁସି ଖବର । ଏହି ସମସ୍ତ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ସହାୟତା ପ୍ରଦାନ ନିମନ୍ତେ…

ଅବସର ପରେ ଭଲ ଜୀବନ ଚାହୁଁଛନ୍ତି କି? ତେବେ କରନ୍ତୁ ନାହିଁ ଏହି ୫ଟି ଭୁଲ୍

ଅବସର ଯୋଜନାର ଅର୍ଥ ହେଉଛି ଯେ, ଆପଣ କିପରି ନିଜ ଟଙ୍କାକୁ ପରିଚାଳନା କରିବେ ଯାହାଫଳରେ ଆଗାମୀ ଦିନରେ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ନାହିଁ । ସମସ୍ତଙ୍କ ଜୀବନରେ ଏହା ଅତ୍ୟନ୍ତ…

ମମିତା ହତ୍ୟା ଘଟଣା: ମାଟିତଳୁ ମିଳିଲା ସୁନା ଚେନ୍ ଓ ପାଉଁଜି

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଛି ।…