Browsing Category
Featured
ଗ୍ରେନେଡ୍ ବିସ୍ଫୋରଣ: ୬ ସିଆରପିଏଫ୍ ଯବାନ ଆହତ
ନୂଆଦିଲ୍ଲୀ: ରାୟପୁରଠାରେ ଏକ ରେଲୱେ ଷ୍ଟେସନରେ ଏକ ଗ୍ରେନେଡ୍ ବିସ୍ଫୋରଣରେ ୬ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଯାତ୍ରୀମାନେ କୋଚ ଭିତରେ ଛିଡ଼ା ହୋଇଥିବା ବେଳେ ଆଜି ସକାଳୁ ଏହି ଘଟଣା ଘଟିଥିଲା । ଖବର ପାଇ…
ଚକଲେଟ୍ ବାହାନାରେ ନେଇ ୩ ବର୍ଷର ନୀରିହ ଶିଶୁ ସହ ଦୁଷ୍କର୍ମ କଲା ପଡ଼ୋଶୀ ଘର ଯୁବକ
ଫତେହପୁର: ଉତ୍ତରପ୍ରଦେଶର ଫତେହପୁରରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ତିନି ବର୍ଷର ନୀରିହ ଶିଶୁ ସହିତ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଯୁବକ ଦୁଷ୍କର୍ମ କରିଛି । ଯାହାପରେ ଶିଶୁଟିର ମୃତ୍ୟୁ ହୋଇଯାଇଛି…
ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ । ତେବେ ଏନେଇ ଦ୍ରାବିଡ଼ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ସେ ଏହି ପଦରେ ୨ ବର୍ଷ ପାଇଁ…
ବାଂଲାଦେଶରେ ଇସ୍କନ୍ ମନ୍ଦିର ଉପରେ ଦଶହରା ଅବସରରେ ଆକ୍ରମଣ, ଭଙ୍ଗାରୁଜା ସହ ଅନେକ ଲୋକ ଆହତ
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି । ଅନେକ ସଂଖ୍ୟାରେ ଆକ୍ରମଣକାରୀ ମାନେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଅନେକ ସମୟରୁ ଆକ୍ରମଣ ଜାରି ରଖିଛନ୍ତି । ସେଠାରେ ଥିବା ଅଳ୍ପସଂଖ୍ୟକ…
କଟକରେ ଏନକାଉଣ୍ଟର୍, ଦୁର୍ଦ୍ଦାନ୍ତ ଅପରାଧୀ ରାକା କାବୁ
କଟକ(ଓଡ଼ିଶା ଭାସ୍କର): କଟକରେ କମିଶନରେଟ୍ ପୋଲିସ୍ ର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧିକୁ କାବୁ କରାଯାଇଛି । ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକେଶ ଠାରୁ ଗୋଟିଏ…
ଇଡି ସାମନାରେ ହାଜର ହେଲେନି ଜାକଲିନ୍ ଫର୍ଣ୍ଣାଣ୍ଡିଜ୍, ତୃତୀୟ ଥର ଜାରି ହେଲା ସମନ
ମୁମ୍ବାଇ: ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିିଂ ମାମଲାରେ ପ୍ରବର୍ତ୍ତନ ମନ୍ତ୍ରାଳୟ (ଇଡି) ବଲିଉଡ୍ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ତୃତୀୟ ଥର ସମନ ଜାରି କରିଛଇ । ଶନିବାର ଦିନ ସକାଳ ୧୧ ଟା ସମୟରେ ସେ ଇଡି…
ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ୪୦ ପ୍ରତିଶତ ଖାଦ୍ୟ ହୁଏ ଖରାପ, ୨୦ କୋଟି ଶୁଅନ୍ତି ଖାଲି ପେଟରେ
ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସରେ ଭାରତ, ୧୧୬ଟି ଦେଶ ମଧ୍ୟରେ ୯୧ତମ ସ୍ଥାନରୁ ଖସି ୧୦୧ ସ୍ଥାନକୁ ଖସିଆସିଛି । ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଜାତି ସଂଘର ଏକ ସଂସ୍ଥା ଫୁଡ୍ ଆଣ୍ଡ ଆଗ୍ରିକଲ୍ଚର୍…
୭୬ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର(ଓଡିଶା ଭାସ୍କର): ଶନିବାର ଅର୍ଥାତ ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମଗ୍ରହଣ କରିଥିବା ନବୀନ ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି । ହେଲେ କରୋନା ସଂକ୍ରମଣ ଜାରି…
ରାଶିଫଳ(ଶନିବାର,୧୬ ଅକ୍ଟୋବର,୨୦୨୧)
ମେଷ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।
ବୃଷ-…
ଡୁପ୍ଲେସିସଙ୍କ ପରେ ଚମକିଲେ ଶାର୍ଦ୍ଦୁଲ ଓ ଜାଡେଜା: CSKକୁ ୪ର୍ଥ ଆଇପିଏଲ ଟ୍ରଫି
ନୂଆଦିଲ୍ଳୀ: ନବମ ଆଇପିଏଲ ଫାଇନାଲରେ ଚତୁର୍ଥ ଟାଇଟଲ ହାସଲରେ ସମର୍ଥ ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳୁଥିବା ଧୋନୀଙ୍କ ସିଏସକେ ଏହି ମ୍ୟାଚକୁ ୨୭ ରନରେ…