fbpx
Browsing Category

Featured

ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । 

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜଟଣୀ ସ୍ଥିତ ଆଇଆଇଟିରୁ ୧୦ ଛାତ୍ର କରୋନା…

ମାଲକାନଗିରି ବାର ଆସୋସିଏସନ ପକ୍ଷରୁ ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା ।

ମାଲକାନଗିରି, 28/3: ମାଲକାନଗିରି ବାର ଆସୋସିଏସନ ତରଫରୁ ଗତକାଲି ଥିଲା ନିର୍ବାଚନ। ଗତକାଲି ସକାଳୁ ହିଁ ନିର୍ବାଚନର ଉଷ୍ମତା ଦେଖିବାକୁ ମିଳିଥିଲା। ନିର୍ବାଚନରେ ମୋଟ ୯୪ ଜଣ ଓକିଲ ନିଜର ମତଦାନ କରିଥିଲେ। ତେବେ ସଭାପତି…

ନବୀନ ନିବାସ ଯାଇ ଟିକେଟ ଆଣିଲେ ରୁଦ୍ର: ପ୍ରତିକ୍ରିୟାରେ କ’ଣ କହିଲେ, ଜାଣନ୍ତୁ

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଆସନଟି ଖାଲି ପଡ଼ିଥିଲା । ପିପିଲିରେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ଅନେକ ଚର୍ଚ୍ଚା ହେଉଥିଲା ।…

ରକ୍ତର ହୋଲି ଖେଳିଲା ସେନା: ୧୧୪ ଆନ୍ଦୋଳନକାରୀଙ୍କ ମୃତ୍ୟୁ

ନାଇପିତାବ, ୨୮ା୩: ଦେଶର ଯବାନଙ୍କ ବିରୋଧରେ ମ୍ୟାଁମାରରେ ଆନ୍ଦୋଳନ ଜାରି ରହିଛି । ମ୍ୟାଁମାର ସେନାର ବର୍ବରତାର ସୀମା ଟପିଛି । ଯବାନଙ୍କ ଆଖିବୁଜା ଗୁଳି ବର୍ଷଣ ଫଳରେ ୧୧୪ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି ।…

ପୁଣି ନୂଆ କରୋନା ପଜିଟିଭ୍ ଚିହ୍ନଟ: ରାଜଧାନୀର ଏହି ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଚିଂ ଇନଷ୍ଟିଚ୍ୟୁଟରୁ ପୁଣି ପଜିଟିଭ୍ ଚିହ୍ନଟ ହୋଇଛି । ପଟିଆର ଆଲେନ୍ ଇନଷ୍ଟଚ୍ୟୁଟରୁ ୨୦ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ…

ରାଜ୍ୟର ଏହି ସହରରୁ ହଟିଲା ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କେଉଁଠି ଓ କାହିଁକି

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛ । ତେଣୁ ଅନେକ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଉଛି । ମାତ୍ର ଆଜିଠାରୁ ନବରଙ୍ଗପୁର ଜିଲ୍ଲାରୁ ନାଇଟ୍ କର୍ଫ୍ୟୁ…