Browsing Category
Featured
ବିଜେପିକୁ ଚଖମା ଦେଇ ୟୁପି ନିର୍ବାଚନ ମଇଦାନକୁ ଓହ୍ଲାଇ ଶିବସେନା, ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା
ମୁମ୍ବାଇ : ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩…
ରାଶିଫଳ(ରବିବାର ,୧୨ ସେପ୍ଟେମ୍ବର,୨୦୨୧)
ମେଷ - ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ କୀ କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।…
ନାବାଳିକାକୁ ଅପହରଣ ପରେ ପାଣି ଟାଙ୍କି ଘରେ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ: ଜଣେ ଗିରଫ, ଅନ୍ୟ ୨ ଅଭିଯୁକ୍ତକୁ ଖୋଜୁଛି ପୋଲିସ
କଣିହାଁ (ଭାସ୍କର ନ୍ୟୁଜ୍): କଣିହାଁ ଥାନା ଅଞ୍ଚଳର ଜୈନେକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ଛେଣ୍ଡିପଦା ଥାନା ଅଧିନସ୍ଥ…
ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ପ୍ରଭାବ: ଆଇପିଏଲ୍ରୁ ଓହରିଲେ ଇଂଲଣ୍ଡର ୩ ଷ୍ଟାର ଖେଳାଳି
ନୂଆଦିଲ୍ଲୀ: କରୋନା ସଂକ୍ରମଣ କାରଣ ଦର୍ଶାଇ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଖେଳିବାକୁ ମନା କରିବା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହିତ ଦେଶର ଅନେକ…
ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ, ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା
ଆନନ୍ଦପୁର (ଭାସ୍କର ନ୍ୟୁଜ୍): ମଦ ପିଇବା ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଅତ୍ୟନ୍ତ ନିର୍ମମଭାବେ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ…
ଏହି ୪ଟି କଥା ହୋଇପାରେ ବିବାହ ବିଚ୍ଛେଦର ମୁଖ୍ୟ କାରଣ
ଯେତେବେଳେ କୌଣସି ଦମ୍ପତ୍ତି ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ୭ ଜନ୍ମ ପାଇଁ ଏକାଠି ରହିବାର ପ୍ରତିଜ୍ଞା କରିଥାନ୍ତି। କିନ୍ତୁ ବହୁବାର ସମ୍ପର୍କରେ ଏଭଳି କିଛି କଥା ଘଟିଯାଏ ଯାହାକୁ ନେଇ ପରସ୍ପର ମଧ୍ୟରେ…
୪୮ ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବ ଲଘୁଚାପ: ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର…
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ପୂର୍ବ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରେ ଗତି…
ଶାନ୍ତି କମିଟିରେ ଅଶାନ୍ତି ମାହୋଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଶାନ୍ତି ପରିବେଶ ମଧ୍ୟରେ ଆଜି ଓସିଏ ସମ୍ମିଳନୀ କକ୍ଷରେ ମହାନଗର ନିଗମ ଶାନ୍ତି କମିଟିର ଏକ ଗୁରୁତ୍ବପୂ୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକର କଟକ ସହରର ବିଭିନ୍ନ ପୁଜାକମିତଟିର…
ସଂଗ୍ରାମ କେଶରୀଙ୍କ ଲାଙ୍ଗୁଡ ରେ ଯିଏ ହାତ ମାରୁଛି: କେ. ନାରାୟଣ ରାଓଙ୍କ ବିରୋଧରେ ବାଲି ମାଫିଆ ସହ ଲିଙ୍କ୍ ଅଭିଯୋଗ
ପାରଳାଖେମୁଣ୍ଡି ବିଜେପି ବିଧାୟକ କେ. ନାରାୟଣ ରାଓଙ୍କ ବିରୋଧରେ ବାଲି ମାଫିଆ ସହ ଲିଙ୍କ୍ ଅଭିଯୋଗ ଆସିଲାଣି । DFO ଙ୍କୁ ରାତି ଅଧିଆ ସୌମ୍ୟଙ୍କ କ୍ଵାଟର ଯିବା ଦେଖିବା ଆଉ DFO ଙ୍କ ବିରୋଧ ରେ ଅନ୍ୟ ରାଜ୍ୟକୁ ରକ୍ତ…
ସମଲେଶ୍ୱରୀ ପୀଠରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ଶୋ
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମା ସମଲେଶ୍ବରୀ ପୀଠରେ ଆରମ୍ଭ ହେଲା ଲାଇଟ ଏବଂ ସାଉଣ୍ଡ ଶୋ। ନୂଆଖାଇ ଶୁଭ ଅବସରରେ ଆଜି ଏହି କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ୮ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି…