Browsing Category

Featured

ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୨୦୦ରୁ ଅଧିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର ହୋଜାଇ ଜିଲ୍ଲାରେ । ସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି…

ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ଟିମ୍‌ରେ ସ୍ଥାନ

ମେଲବୋର୍ଣ୍ଣ: ଆସନ୍ତା ଅକ୍ଟୋବର -ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପ ପାଇଁ ଗୁରୁବାର ଦିନ ଘୋଷଣା କରା ଯାଇଛି ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ । ଗତ ୱେଷ୍ଟଇଣ୍ଡିଜ ବିକ୍ଷ ଟି-୨୦ ସିରିଜ…

ଆମାଜନ୍ ପାଖରେ ଅଛି ‘ସିକ୍ରେଟ୍’ ୱେବସାଇଟ୍, ଯେଉଁଠି ଅଧାରୁ କମ୍ ମୂଲ୍ୟରେ ମିଳୁଛି ଜିନିଷ

ନୂଆଦିଲ୍ଲୀ: ଅନଲାଇନ୍ ସପିଂ ସାଇଟ ଭାବେ ଆମାଜନ୍ ବେଶ ଲୋକପ୍ରିୟ । ଆମାଜନ ଠିକ୍ ଦାମରେ ଜିନିଷ ଦେଇଥାଏ ବୋଲି ଅନେକ ଲୋକ ଏହାର ୱେବସାଇଟକୁ ଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଏଠାରୁ ଆହୁରି ଶସ୍ତାରେ ଜିନିଷ…

ବିମାନରୁ ଖସି ଅଫଗାନ୍ ଫୁଟବଲର୍ ମୃତ, ମିଳିଲା ଖଣ୍ଡବିଖଣ୍ଡିତ ଶରୀର; ତାଲିବାନିଙ୍କ ଡରରେ ଦେଶ ଛାଡ଼ିବାକୁ କରୁଥିଲେ ଚେଷ୍ଟା

କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନେ ଆତଙ୍କ ଖେଳାଥିବା ବେଳେ ଲୋକ ମାନେ ଏବେ ପ୍ରାଣ ବିକଳରେ ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଆପଣ ମାନେ ଦେଖିବାକୁ…

ଆର୍ମି ହସ୍ପିଟାଲ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ ସଫଳ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ସେନାର ରେଫରାଲ୍‌ ଆଣ୍ଡ୍‌ ରିସର୍ଚ୍ଚ (ଆର୍‌ଆର୍‌) ହସ୍ପିଟାଲରେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ…

ଶିଳ୍ପପତି ତାରା ପଟ୍ଟନାୟକ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଫାଲକନ୍‌ ଗ୍ରୁପ୍ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ…

ସେକ୍‌ ରେହେମାନ୍‌ ହତ୍ୟା ମାମଲାର ମୁଖ୍ୟ ଆସାମୀ ଦାରା ସିଂ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଲୁଗା ବ୍ୟବସାୟୀ ସେକ୍‌ ରେହେମାନ୍‌ ହତ୍ୟା ମାମଲାରେ ଆସାମୀ ଦାରା ସିଂଙ୍କ ଆବେଦନର ଶୁଣାଣି ଶେଷ ହୋଇଯାଇଛି । ହାଇକୋର୍ଟ ଏହାର ଶୁଣାଣି ଶେଷ କରି ମାମଲାର ରାୟକୁ…

ରାଶିଫଳ(ଶୁକ୍ରବାର,୨୦ ଅଗଷ୍ଟ ,୨୦୨୧)

ମେଷ - କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ବୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ, ଯଥାସାଧ୍ୟ…

ଅଗଷ୍ଟ ୨୩ରୁ ଆରମ୍ଭ ହେବ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ୨୩ ତାରିଖରୁ ପୁଣି ଥରେ ଏଲ୍‌ଏଲ୍‌ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଆରଟିଓ ନୂଆ ଏଲ୍‌ଏଲ୍‌…

ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ । ମାଲକାନଗିରି ଜିଲ୍ଲାରୁ ଏହି ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ…