Browsing Category

Featured

ରାଜଧାନୀରେ ହେବାକୁ ଯାଉଛି ଟିକା ଉତ୍ପାଦନ କେନ୍ଦ୍ର, ଭର୍ଚୁଆଲ ମୋଡରେ ଆରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୦୬/୦୫ (ଓଡ଼ିଶା ଭାସ୍କର): ରାଜଧାନୀ ଉପକଣ୍ଠ ସ୍ଥିତ ଅନ୍ଧାରୁଆ ଠାରେ ନିର୍ମାଣ ହେବାକୁ ଯାଉଛି ଟିକା ଉତ୍ପାଦନ ୟୁନିଟ୍ । ଏହାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭର୍ଚୁଆଲ ମୋଡରେ ଆରମ୍ଭ…

୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରାଥମିକତା ଦିଆଯାଉ: ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୦୬/୦୫ (ଓଡ଼ିଶା ଭାସ୍କର): ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ଆଜି କୋଭିଡ୍ ସ୍ଥିତି ନେଇ ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଉଛନ୍ତି । ସେ କହିଛନ୍ତି ଯେ, ଯେଉଁ ମାନେ ପ୍ରଥମ ଡୋଜ୍ ଟିକା ନେଇ…

ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୫/୦୫: ଗୁରୁବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋଭିଡ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କୋଭିଡ୍ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଘୋଷଣା କଲେ ନବୀନ

ଭୁବନେଶ୍ୱର, ୦୬/୦୫ (ଓଡ଼ିଶା ଭାସ୍କର): କୋଭିଡ ପରିଚାଳନା ପାଇଁ ଅତିରିକ୍ତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସୁପରିଚାଳନା କରିବା ନିମନ୍ତେ…

ବର ବେକରେ ମଙ୍ଗଳସୁତ୍ର ପିନ୍ଧାଇଲା କନ୍ୟା, ଫଟୋ ପୋଷ୍ଟ ପରେ ଟ୍ରୋଲ ହେଉଛନ୍ତି କପଲ୍

ନୂଆଦିଲ୍ଲୀ, ୦୬/୦୫ (ଓଡ଼ିଶା ଭାସ୍କର) : ଆମ ଭାରତୀୟ ସଂସ୍କୃତିରେ ବିବାହ ବେଦିରେ ବର ସାଧାରଣତଃ କନ୍ୟା ବେକରେ ମଙ୍ଗଳସୁତ୍ର ବାନ୍ଧି ଥାଏ । କାରଣ ଏହି ମଙ୍ଗଳସୁତ୍ର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ବିବାହର ଡୋରିକୁ ସାରା…

ଆଇଡିବିଆଇ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବ ଏଲଆଇସି

ନୂଆ ଦିଲ୍ଲୀ, ୦୫/୦୫: କରୋନାର ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ସହ ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପଡିଛି । ଏଭଳି ସ୍ଥିତିରେ ସରକାର ନିଜର ବିନିବେଶ ଜାରି ରଖିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ଆଇଡିବିଆଇ…

ପୋଲିସର ବର୍ବରତା: ଥାନା ଭିତରେ ଅଭିଯୁକ୍ତଙ୍କୁ ନିର୍ଘାତ ମାଡ ମାରିଲେ ସମ୍ବଲପୁର ଥାନାଧିକାରୀ

ସମ୍ବଲପୁର, ୦୬/୦୫ (ଓଡ଼ିଶା ଭାସ୍କର) : ସୀମା ପାର୍ କଲା ପୋଲିସ୍ ବର୍ବରତା । ଥାନା ଭିତରେ ଅଭିଯୁକ୍ତଙ୍କୁ ନିର୍ଘାତ ମାଡି ମାରିଲେ ସମ୍ବଲପୁର ପୋଲିସ୍ । ଅଭିଯୁକ୍ତଙ୍କୁ ଏତେ ମାରିଛନ୍ତି ଯେ, ପିଠିରୁ ଆରମ୍ଭ କରି ଗୋଡ…

ସାଢେ ୪ଟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ଵର, ୦୬/୦୫ : ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଥିବା ବେଳେ ଏବେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାପରେ କିଛି ବେପରୁଆ ଲୋକ ସଚେତନତା ଅବଲମ୍ବନ କରୁନାହାନ୍ତି ।…

ପଶ୍ଚିମବଙ୍ଗ ହିଂସା: କେନ୍ଦ୍ରମନ୍ତ୍ରୀ ମୁରଲୀଧରନଙ୍କ ଉପରେ ଆକ୍ରମଣ କଲେ ଟିଏମସି କର୍ମୀ

ମେଦିନିପୁର , ୬/୫ : ପଶ୍ଚିମବଙ୍ଗରେ ତୀବ୍ର ରୁପ ନେଉଛି ହିଂସା । ନିର୍ବାଚନରେ ଭୋଟ ଗଣତୀ ପରଠାରୁ ଏହି ହିଂସା ଲାଗି ରହିଛି । ତେବେ ଆଜି କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନଙ୍କୁ ଟିଏମସି ସପକ୍ଷବାଦୀ ମାନେ ଆକ୍ରମଣ…