Browsing Category

Featured

ଆସନ୍ତା ୧୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା, ଲକଡାଉନ୍ ନେଇ ହୋଇପାରେ ନିଷ୍ପତ୍ତି

ବେଙ୍ଗାଲୁରୁ, ୫ା୫: ରାଜ୍ୟରେ ସାପ୍ତାହିକ କର୍ଫ୍ୟୁ ବଳବତ୍ତର ରହିଥିଲେ ହେଁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କର୍ଣ୍ଣାଟକ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ କରିପାରନ୍ତି । ତେବେ ଆସନ୍ତା ୧୨…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଚିନ୍ତାରେ ବିସିସିଆଇ, ୟୁଏଇରେ ହୋଇପାରେ ମ୍ୟାଚ !

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନା ମହାମାରୀ ଯୋଗୁ ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି । ଆଇପିଏଲ ଖେଳାଳିମାନେ ସଂକ୍ରମିତ ହେବା ପରେ…

ଲକଡାଉନ ବଢ଼ାଇଲା ମହିଳାଙ୍କ ମଦ ନିଶା: ବୋତଲ ପିଛା ୩୦ ଟଙ୍କା ନେଇ ଦଲାଲ୍ ହେଉଛନ୍ତି ମାଲାମାଲ୍

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଭୟାଭୟ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ । ଏହି ୧୪ ଦିନିଆ ଲକଡାଉନ ଆରମ୍ଭ ପୂର୍ବରୁ…

ଗୋଟିଏ ଦିନରେ ଦିଲ୍ଲୀର ୪୧ ଟି ହସ୍ପିଟାଲରେ ଅକ୍ସିଜେନର ସମସ୍ୟା ନେଇ ଅଭିଯୋଗ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) :ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବଢୁଥିବା କରୋନା ରୋଗୀଙ୍କ ପାଇଁ ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସମସ୍ୟାର ବର୍ତ୍ତମାନ ଯାଏ କିଛି ବି ସୁଧାର ଆସି…

ତୃତୀୟ ଥର ପାଇଁ ଦିଦିଙ୍କ ହାତରେ ପଶ୍ଚିମବଙ୍ଗର ଶାସନ ଡୋରି

କୋଲକାତା, ୫ା୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

କରୋନା ପାଇଁ ସହାୟତା ଘୋଷଣା କଲା ଆରବିଆଇ, ଜାଣନ୍ତୁ କେତେ

ନୂଆଦିଲ୍ଲୀ, ୫ା୫: ଦେଶରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେବେ କରୋନା ସ୍ଥିତି ନେଇ…

ବାରମ୍ବାର RT-PCR ଟେଷ୍ଟ ଆବଶ୍ୟକ ନାହିଁ: ICMR

ନୂଆଦିଲ୍ଲୀ,୫ ।୫: RT-PCR ଟେଷ୍ଟକୁ ନେଇ ଆଉଭାଇଜରି ଜାରି କରିଛି ଆଇସିଏମଆର । ଆଡଭାଇଜରିରେ କୁହାଯାଇଛି ଯେ, ଏଣିକି ବାରମ୍ବାର RT-PCR ଟେଷ୍ଟର ଆବଶ୍ୟକତା ନାହିଁ । ଲାବୋରେଟୋରୀ ଉପରେ ଚାପ ବଢାନ୍ତୁ ନାହିଁ । ଥରେ…

ପୁଣି ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲର ଦାମ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଆଜି ଦ୍ୱିତୀୟ ଦିନରେ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଛି । ବୁଧବାର ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରାଯାଇଛି । ଗତକାଲି ପେଟ୍ରୋଲ ୧୫…