Browsing Category
Featured
ପୁଣି ବିବାଦରେ କନଟ୍ରୋଭର୍ସି କୁଇନ୍ କଙ୍ଗନା
ମୁମ୍ବାଇ,୦୪ । ୦୫ (ଓଡ଼ିଶା ଭାସ୍କର) : ପୁଣି ବିବାଦରେ କନଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ନିଜ ବୟାନ ବାଜୀ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ଏବେ ପୁଣି ଥରେ ସେପରି କିଛି କରି ବିବାଦକୁ ଚାଲି…
ରାଜ୍ୟ ସରକାରଙ୍କ ଘୋଷଣା: ନିୟମିତ ହେବେ ସମସ୍ତ ମେଡିକାଲ ଷ୍ଟାଫ୍
ଚେନ୍ନାଇ, ୪ା୫: ସାରା ଦେଶରେ କରୋନା ମହାମାରୀର ପ୍ରକୋପ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଦୈନିକ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ହସ୍ପିଟାଲରେ ମେଡିକାଲ ଷ୍ଟାଫ୍ ଓ ବେଡର ଅଭାବ…
ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ; କହିଲେ,’ଆପଣ ଆଖି ବନ୍ଦ କରିପାରିବେ ଆମେ ନୁହେଁ’
ନୁଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଗୋଟେ ପଟେ ସଂକ୍ରମଣ ବଢ଼ୁଛି ଅନ୍ୟପଟେ ଅକ୍ସିଜେନ୍ ଅଭାବରୁ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଆଜି ଦିଲ୍ଲୀ…
ସସପେଣ୍ଡ୍ ହେଲା କଙ୍ଗନା ରାଣାୱତଙ୍କ ଟ୍ଵିଟର ଆକାଉଣ୍ଟ, ସୋସିଆଲ ମିଡିଆରେ MEMES ଭାଇରଲ
ମୁମ୍ବାଇ ୦୪ । ୦୫ (ଓଡ଼ିଶା ଭାସ୍କର) : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟ୍ଵିଟର ଆକାଉଣ୍ଟ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଟ୍ଵିଟର ନିୟମ ନମାନିବାର ଅଭିଯୋଗରେ କଙ୍ଗନାଙ୍କ ଟ୍ଵିଟର…
କରୋନାର ଦ୍ୱିତୀୟ ଲହର କେତେ ଭୟଙ୍କର: ୭୦ ଲକ୍ଷ ଲୋକ ଚାକିରି ହରାଇଲେଣି, ଆଗକୁ ଆହୁରି ବଢ଼ିବ!!!
ନୂଆଦିଲ୍ଲୀ, ୪ା୫: କରୋନା ପ୍ରଭାବରେ ସମଗ୍ର ଦେଶବାସୀ ଶନିଦଶା ଭୋଗୁଛନ୍ତି । ଦିନକୁ ଦିନ ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନାର ପ୍ରଥମ ଲହରରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ହରାଇ ବେକାର ହୋଇଥିଲେ ।…
୮ ସିଂହଙ୍କୁ କରୋନା !
ହାଇଦ୍ରାବାଦ ୦୪ । ୦୫ (ଓଡ଼ିଶା ଭାସ୍କର) : ୮ଟି ସିଂହଙ୍କୁ କରୋନା । ହାଇଦ୍ରାବାଦ ଚିଡ଼ିଆଖାନାରେ ୮ ଟି ବାଘକୁ କରୋନା ହୋଇଥିବା ଆଶଙ୍କା କରାଯଉଛି । ଲକ୍ଷଣ ଦେଖାଯିବ ପରେ ପରୀକ୍ଷା ପାଇଁ ନମୁନା ପଠାଯାଇଛି । ମେ' ୨…
ଓଭରବ୍ରିଜ୍ ତଳକୁ ଖସିପଡ଼ିଲା ମେଟ୍ରୋ ଟ୍ରେନ୍: ୨୦ ମୃତ, ୭୦ ଆହତ
ମେକ୍ସିକୋ ସିଟି, ୪ା୫: ମେକ୍ସିକୋରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ମେକ୍ସିକୋ ସିଟିରେ ଏକ ମେଟ୍ରୋ ଟ୍ରେନ ଓଭରବ୍ରିଜ ତଳକୁ ଖସିପଡ଼ିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ…
ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା କଲେ ଉତ୍ତରପ୍ରଦେଶ ସରକାର
ଲକ୍ଷ୍ନୌ ୦୪ । ୦୫ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ସରକାର ସାମ୍ବାଦିକ, ଜଜ ଏବଂ ସରକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଏନେଇ ସେମାନଙ୍କୁ ପ୍ରାଥମିକତା ଆଧାରରେ କରୋନା ଟିକା ଦିଆଯିବ। ଟିକାକରଣ…
ଅଟୋରିକ୍ସା ଚାଳକ ମାନଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ଦିଲ୍ଳୀରେ କରୋନା ଦିନକୁ ଦିନ ଭୟଙ୍କର ରୁପ ନେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି କୋଭିଡ୍ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି । କୋଭିଡ୍ ସମୟରେ ଆର୍ଥିକ…
ଆସନ୍ତାକାଲିଠାରୁ ରାଜ୍ୟରେ ଗ୍ରୀଷ୍ମଛୁଟି ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ, ଜାଣନ୍ତୁ କେତେଦିନ
ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଖରା ଛୁଟି ହେବ । ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ…