Browsing Category

Featured

କରୋନା ରୋଗୀଙ୍କ ଚିକିତ୍ସା ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍

ଡେରାଡୁନ, ୨୭ା୪: ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଅନ୍ୟପଟେ ରୋଗୀମାନେ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ଉତ୍ତରାଖଣ୍ଡ ସରକାର ଏକ ନୂଆ ଏସଓପି ଜାରି କରିଛନ୍ତି ।…

ଶବନମ୍ ଆତ୍ମହତ୍ୟା ଘଟଣାରେ ନୁଆ ଟ୍ୱିଷ୍ଟ: ଝଗଡା ନଥିଲା ଆତ୍ମହତ୍ୟାର କାରଣ!

ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର) : ବାଲିଅନ୍ତା ରଙ୍ଗବଜାରସ୍ଥିତ ବିଜେଇଏମ୍ ସ୍କୁଲରେ କାର୍ଯ୍ୟରତ ଥିବା ଶିକ୍ଷୟତ୍ରୀ ଶବନମ୍ ବର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୁଆ ଟ୍ୱିଷ୍ଟ ଆସିଛି । ନିଜ ଠାରୁ ସାନ ରୋହନଙ୍କ…

ବଢୁଥିବା ମାମଲା ଯୋଗୁଁ ରାଜ୍ୟର ଆଉ ୯ଟି ସହରରେ ଲାଗିଲା ନାଇଟ କର୍ଫ୍ୟୁ

ଅହମ୍ମଦାବାଦ,୨୭ ।୪: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୁଜରାଟର ଆଉ ୯ଟି ସହରରେ ନାଇଟ୍ କର୍ଫୁ ଘୋଷଣା କରାଯାଇଛି । ଏବେ ୨୯ ଟି ସହରରେ ରାତି ୮ଟାରୁ ସକାଳ ୬ଟା…

ନିଜ ଭାଇଙ୍କୁ ହତ୍ୟା କଲେ ଅଭିନେତ୍ରୀ ଶନାୟା କାଟୱେ

ମୁମ୍ବାଇ ୨୭ ।୪ (ଓଡ଼ିଶା ଭାସ୍କର) : ବଲିଉଡ ଜଗତରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସିଥାଏ । ଆଜି ସେଭଳି ଏକ ସମସ୍ତଙ୍କୁ ଆଚର୍ଯ୍ୟ କଲା ଭଳି ଘଟଣା ଲୋକଲୋଚନକୁ ଆସିଛି । କନ୍ନଡ଼ ଅଭିନେତ୍ରୀ ଶନାୟା…

କରୋନା ସ୍ଥିତି ଅସମ୍ଭାଳ: ଆଉ ଦୁଇଦିନ ପରେ ସମଗ୍ର ଦେଶରେ ଲାଗୁହେବ ଲକଡାଉନ୍!!!

ତୁର୍କୀ, ୨୭ା୪: ତୁର୍କୀରେ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁର୍କୀ ରାଷ୍ଟ୍ରପତି ତାୟିପ ଏର୍ଡୋଗାନ୍ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି…

ଲଞ୍ଚ ହେଲା itel Vision 2 ସ୍ମାର୍ଟଫୋନ୍, ମିଳିବ ୱାନ ଟାଇମ ସ୍କ୍ରିନ ରିପ୍ଲେସମେଣ୍ଟ ସୁବିଧା

ନୂଆ ଦିଲ୍ଲୀ, ୨୭/୦୪: ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ତିଆରି କରୁଥିବା ଭାରତୀୟ ସ୍ମାର୍ଟଫୋନ ନିର୍ମାତା କଂପାନୀ itel ଏହାର ନୂତନ ସ୍ମାର୍ଟଫୋନ itel Vision 2 କୁ ଭାରତରେ ଲଞ୍ଚ କରିଛି । ଫୋନର ଦାମ 7,499 ରହିଛି ।…

ଡାକ୍ତର ନୁହେଁ, ଶ୍ରୀରାମଙ୍କ ଭରସାରେ ଚାଲିଛି ରୋଗୀ ଚିକିତ୍ସା! ଭାଇରାଲ୍ ଭିଡିଓ ଖୋଲିଲା ସରକାରୀ ମେଡିକାଲର ପୋଲ୍‌

ବିଜନୌର: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ହାହାକାର ସୃଷ୍ଟି ହୋଇଥିବା ବେଳେ ଦୈନିକ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ସରକାରୀ ହେଉ ବା ଘରୋଇ ଡାକ୍ତରଖାନା, ସବୁ ସ୍ଥାନରେ ଅମ୍ଳଜାନର ଅଭାବ ଦେଖାଦେଇଛି ।…

ମାଡ଼ି ଆସୁଛି ମହଙ୍ଗା ସମୟ: ଆରବିଆଇ ଦେଲା ଚେତାବନୀ

ନୂଆଦିଲ୍ଲୀ, ୨୭ା୪: ଦେଶକୁ କରୋନାର ଲହର ଶ୍ୱାସରୁଦ୍ଧ କରି ଦେଇଛି । ଏହାଦ୍ୱାରା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ, ଶିଳ୍ପପତି ଏପରିକି ବିଭିନ୍ନ କମ୍ପାନୀ, ଶିକ୍ଷାନୁଷ୍ଠାନ ଗୁରୁତର ଭାବେ ପ୍ରଭାବିତ…

ପିପିଇ କିଟ୍ ପିନ୍ଧି ବାହାହେଲେ ବର-କନ୍ୟା, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶ, ୨୭ା୪ (ଓଡିଶା ଭାସ୍କର): ନା ଥିଲା ବାହାଘର ଜୋଡ, ନା ଥିଲା ସାଜସଜ୍ଜା । ପିପିଇ କିଟ୍ ପିନ୍ଧି ବାହା ହେଲେ ବରକନ୍ୟା । ଏହିଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶରୁ । ସେଠାରେ ଜଣେ ବର-କନ୍ୟା ବିନା ବାହାଘର ଜୋଡ…

ମେ’୧ ରେ ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିବ

ନୂଆଦିଲ୍ଲୀ ୨୭ ।୪ (ଓଡ଼ିଶା ଭାସ୍କର) : ମେ’ ୧ ତାରିଖରେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି କରୋନା ଟିକା । ରୁଷିଆରେ ନିର୍ମିତ ଏହି ଟିକାର ପ୍ରଥମ ବ୍ୟାଚ୍ ଦେଶରେ ପହଞ୍ଚିବ ବୋଲି ଜଣାପଡିଛି । ଏହା ନେଇ ରଏଟର୍ସକୁ ରୁଷିଆ…