Browsing Category
Featured
ଆସନ୍ତାକାଲି ସଟଡାଉନ୍, ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି
ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର) : ଆସନ୍ତାକାଲି ସଟଡାଉନ୍ ହେବାକୁ ଯାଉଥିବାରୁ ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି ହେବ । କଟକର ୨୫ ସ୍ଥାନରେ ଏବଂ ଭୁବନେଶ୍ୱରର ୪୩ ସ୍ଥାନରେ ନାକା ପଏଣ୍ଟରେ ଲୋକମାନଙ୍କୁ…
ଅଭିନେତା ଅମିତ ମିସ୍ତ୍ରୀଙ୍କ ବିୟୋଗ: ‘Bandish Bandits’ ୱେବସିରିଜରେ କରିଥିଲେ ଚମତ୍କାର ଅଭିନୟ
ନୂଆ ଦିଲ୍ଲୀ, ୨୩/୦୪: ଟିଭି ତଥା ସିନେମା ଅଭିନେତା ଅମିତ ମିସ୍ତ୍ରୀ ଶୁକ୍ରବାର ଛାତିରେ ଯନ୍ତ୍ରଣା କାରଣରୁ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ତାଙ୍କର…
କରୋନା କବଳରେ ଦୁଇ ଦିନର ଶିଶୁ
ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ଦେଶବ୍ୟାପୀ କରୋନା ଦ୍ୱିତୀୟ ଲହରରେ ସଂକମ୍ରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଉ ଏହି ଦ୍ୱିତୀୟ ଲହରରେ ନୁଆ ଭ୍ୟାରିଏଣ୍ଟ ବି.୧.୧.୭ ଏବଂ ବି.୧.୬୧୭ ଛୋଟ ଛୋଟ ମାନଙ୍କୁ ଖୁବ୍…
ଏସସିବିରେ ବଢ଼ିଲା କୋଭିଡ୍ ବେଡ୍ ସଂଖ୍ୟା
କଟକ, ୨୩ା୪ (ଓଡିଶା ଭାସ୍କର) : ଏସସିବି ମେଡିକାଲରେ କୋଭିଡ୍ ବେଡ୍ ସଂଖ୍ୟା ୫୦୦ ରେ ପହଞ୍ଚିଛି । ଏହା ପୁର୍ବରୁ ସେଠାରେ ବେଡ୍ ସଂଖ୍ୟା ୩୧୫ ଥିବା ବେଳେ ବର୍ତ୍ତମାନ ଏହା ୫୦୦ ହୋଇଯାଇଛି । ହସ୍ପିଟାଲର ନୁଆ ମେଡିସିନ୍…
୨ ମାସ ମାଗଣାରେ ମିଳିବ ରାସନ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) : ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ୨ ମାସ ଦେଶର ଜନତାଙ୍କୁ ମାଗଣା ରାସନ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ।…
ଦେଶରେ ଆଉ ଏକ କରୋନା ବିରୋଧୀ ଔଷଧକୁ ମିଳିଲା ମଂଜୁରୀ
ନୂଆଦିଲ୍ଲୀ, ୨୩ା୪ (ଓଡିଶା ଭାସ୍କର) : ଦେଶରେ ଆଜି ଆଉ ଏକ ବିଦେଶୀ ଔଷଧକୁ ମଂଜୁରୀ ପ୍ରଦାନ କରିଛନ୍ତି ଡିସିଜିଆଇ । କରୋନା ସମୟରେ ବିଭିନ୍ନ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଥିବାରୁ ଆଉ ଏକ ଔଷଧକୁ ମଂଜୁରୀ ମିଳିଛି ।…
ପ୍ରଥମ ଥର ସଲମାନ ଅନସ୍କ୍ରିନ୍ କଲେ ଏପରି କାମ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ "ରାଧେ"ର ଟ୍ରେଲର୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତେଣୁ ଏବେ ସେ ଫିଲ୍ମ ପ୍ରମୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ହେଲେ କରୋନା…
ମାଗଣାରେ ଅକ୍ସିଜେନ୍ ଯୋଗାଇବା ପାଇଁ ଯୁବକ ବିକିଲେ ନିଜର ୨୨ ଲକ୍ଷର ଗାଡି
ମୁମ୍ବାଇ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଏହା ଭିତରେ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖା…
ଗ୍ରୀନ ଲେଡି ରାନି: ଦୁଇବର୍ଷ ମଧ୍ୟରେ ଲଗାଇଲେଣି ୪୦୦୦ ଗଛ
ଜାମ୍ମୁ, ୨୩ା୪ (ଓଡିଶା ଭାସ୍କର) : ଜଙ୍ଗଲରେ ଗଛ ଅଭାବରୁ ପରିବେଶର ସୁନ୍ଦରତା ଲୋପ ପାଇବାକୁ ବସିଲାଣି । ଶିଳ୍ପ ସଂସ୍ଥାନ ଏବଂ ବଡ ବଡ ଅଟ୍ଟାଳିକା ତିଆରି କରିବାକୁ ଯାଇ ଲୋକେ ଗଛକୁ କାଟି ଜଙ୍ଗଲ ଖାଲି କରିବାକୁ ବସିଲେଣି…
ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI
କର୍ଲାମୁଣ୍ଡା, ୨୩ା୪ (ଓଡିଶା ଭାସ୍କର): ଭିଜିଲାନ୍ସରେ ଫଶିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡାର ଆରଆଇ ରମେଶ ବରାଳ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି । ସୂଚନା…