Browsing Category
Featured
ପିଏମ୍-ସିଏମ୍ ବୈଠକ ଜାରି, ଯୋଗ ଦେଇଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ରହିଛନ୍ତି । ଉକ୍ତ ରାଜ୍ୟ ଗୁଡ଼ିକ…
ଆଜି ଓ ଆସନ୍ତାକାଲି ବନ୍ଦ ରହିବ SBIର ଏହି ସେବା, ବ୍ୟାଙ୍କ ଟୁଇଟ୍ କରି ଦେଲା ସୂଚନା
ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ୪୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଉଛି ଯେ, ବ୍ୟାଙ୍କ୍…
୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ଗଭୀର କୂଅରେ ଖସି ପଡ଼ିଲେ ୩୦ ଜଣ, ଜାଣନ୍ତୁ ମୃତାହତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଜଣେ ୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ୩୦ ଜଣ ଲୋକ ଏକ ଗଭୀର କୂଅରେ ଖସି ପଡ଼ିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କୂଅରେ ଖସି…
ଚିରନିଦ୍ରାରେ ଶୋଇଗଲେ ‘ବାଳିକା ବଧୂ’ର ଦାଦୀ ସା, ଅଭିନେତ୍ରୀ ସୁରେଖା ସିକ୍ରୀ
ନୂଆଦିଲ୍ଲୀ: ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ର ଅଭିନେତ୍ରୀ ସୁରେଖା ସିକ୍ରୀଙ୍କ ନିଧନ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଆଜି ସକାଳ ସେ ହୃଦଘାତରେ ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଛି ।…
କମଳନାଥ କଂଗ୍ରେସର ପରବର୍ତ୍ତୀ ସଭାପତି! ସମାପ୍ତ ହେବ କି ଗାନ୍ଧୀ ପରିବାରର ଲିଗାସୀ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଜାତୀୟ କଂଗ୍ରେସ ଘୋର ସଙ୍କଟ ଦେଇ ଗତି କରୁଛି । ବିଭିନ୍ନ ରାଜ୍ୟରେ ଦିନକୁ ଦିନ କଂଗ୍ରେସ ଦଳ ନିଜର ସତ୍ତା ହରାଇବାକୁ ବସିଲାଣି । ଅନ୍ୟପଟେ ଦଳର ଯୁବରାଜ ରାହୁଲ ଗାନ୍ଧୀ…
ଆଜି ରାଜ୍ୟରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଏଗାର ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
ସରକାରୀ ବାବୁଙ୍କ ହାକିମାତି: ମାସ୍କ ପିନ୍ଧି ନଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ, ତହସିଲଦାର କରାଇଲେ ବସ୍ ଉଠ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ସରକରୀ ବାବୁଙ୍କର ଜୁଲୁମ୍ ଦେଖିବାକୁ ମିଳିଛି । ମାସ୍କ ପିନ୍ଧି ନ ଥିବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଜଣେ ତହସିଲଦାର ବସ୍ ଉଠ୍ କରିଛନ୍ତି । ତେବେ ଏହି ଘଟଣାର ଭିଡିଓ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୦୭୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଦୁଇଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦.୮୨ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୮୨ ହଜାର ୬୩୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୯୭ ଲକ୍ଷ ୨…
ରାଶିଫଳ (ଶୁକ୍ରବାର ,୧୬ ଜୁଲାଇ ,୨୦୨୧)
ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…