Browsing Category
Featured
କଂଗ୍ରେସ ଭବନରେ ଗଣ୍ଡଗୋଳ
ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): କଂଗ୍ରେସ ଭବନରେ ଆଜି୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି…
Covid 19: 190 School Students and Teachers found Corona positive in Maharashtra
The state government and Mumbai police have warned strict measures if people do not follow protocol and restrictions.
ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ
ଛତିଶଗଡ,୨୫ ।୨: ମାଲକାନଗିରି ସୀମାନ୍ତ ଛତିଶଗଡରେ ୨ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ହୋଇଛି । ୨ଟି ପୃଥକ ବିସ୍ଫୋରଣରେ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ ନାରାୟଣପୁରର ସୋନପୁରରେ ଡିଆରଜି…
ଦେଶରେ ୨୪ ଘଣ୍ଟାରେ ୧୩୮ ମୃତ
ନୂଆଦିଲ୍ଲୀ, ୨୪ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ବଢିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୭୦୫କୁ…
ବିଶ୍ବରେ ୨୫ ଲକ୍ଷ ଟପିଲା କୋରୋନା ମୃତ୍ୟୁ
ନୂଆଦିଲ୍ଲୀ,୨୫ ।୨: ବିଶ୍ବରେ ୨୫ ଲକ୍ଷ ଟପିଲା କୋରୋନା ମୃତ୍ୟୁ ସଂଖ୍ୟା। କୋରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ୬ ହଜାର ୭୫୨କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୦ ଲକ୍ଷ ୮୧ ହଜାର ୬୪୦କୁ ବୃଦ୍ଧି ପାଇଛି…
ଗ୍ରୀଷ୍ମପ୍ରବାହ ପାଇଁ ଏସଆରସିଙ୍କ ସତର୍କତା
ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ରାଜ୍ୟର ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା । ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର…
Nepal Pm to step down despite court defeat
Kathmandu, 24/2: Nepal's embattled prime minister, KP Sharma Oli, will not resign but let parliament decide his fate instead, an aide said on Wednesday, a day after the Supreme…
India condemns Pakistan in UN
New Delhi, 25/2 :India on Wednesday condemned Pakistan for "baseless and malicious propaganda" from international forums and said that Pakistan (Pakistan) glanced into its anthem…
ରାଶିଫଳ (ଗୁରୁବାର, ୨୫ ଫେବୃୟାରୀ ୨୦୨୧ )
ମେଷ: ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନେର ସଫଳତାର ସ୍ୱାଦ ଉପେଭାଗ କରେିବ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖେର କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।…
ଦୀର୍ଘ ସମୟ ଧରି ଡାକ୍ତର ନ ପହଞ୍ଚିବାରୁ ରୋଗୀଙ୍କ ଚାଲିଗଲା ଜୀବନ
ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା l ମେଡିକାଲରେ ଦୀର୍ଘ ସମୟ ଧରି ଡାକ୍ତର, ଷ୍ଟାଫ୍ ନର୍ସ ନଥିବାରୁ ଜଣେ ରୋଗୀର ଜରୁରୀ ଚିକିତ୍ସା ଅଭାବରୁ…