fbpx
Browsing Category

Featured

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

ଢ଼େଙ୍କାନାଳ,୧୦ା୩(ଓଡ଼ିଶା ଭାସ୍କର): ଆଜି ପବିତ୍ର ହୋଲି ଭଳି ଦିନରେ ଙେଙ୍କାନାଳ ସ୍ଥିତ କାଇମାଟି ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ…

ହୋଲିରେ ଅଘଟଣ, ୩ମୃତ ଓ ୧ନିଖୋଜ

ଜୟପୁର, ୧୦ା୩: ପ୍ରତିବର୍ଷ ପବିତ୍ର ହୋଲି ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଆଜି ହୋଲି ପାଳନ କରାଯାଉଛି । ପବିତ୍ର ହୋଲିରେ ରାୟଗଡ଼ ଜିଲ୍ଲା ସ୍ଥିତ ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ବଡ଼ନାଳରେ…

ମାଙ୍କଡ ତଡିବା ପାଇଁ ଆଇଟିବିପି ଯବାନ ପିନ୍ଧିଲେ ଭାଲୁ ଡ୍ରେସ୍, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ବା ଆଇଟିବି ଯବାନ ଭାଲୁର ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି । କ୍ୟାମ୍ପରୁ ମାଙ୍କଡମାନଙ୍କୁ ଘଉଡାଇବା ପାଇଁ…

ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ବ୍ୟାପିଲା କରୋନା ଭାଇରସ୍: କର୍ଣ୍ଣାଟକରେ ୩ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି

ନୂଆଦିଲ୍ଲୀ,୧୦ ।୩: କରୋନା ଭାଇରସର ପ୍ରଭାବ ଥମିବାରେ ବଦଳରେ ଦିନକୁ ଦିନ ବଢିଚାଲିଛି । ସେହି କ୍ରମରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଭିଡ୍-୧୯ ବା କରୋନା ଭାଇରସରେ ଆଉ ୩ ଜଣ ରୋଗୀ…

କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ: ଧରିବେ ପଦ୍ମ !

ନୂଆଦିଲ୍ଲୀ,୧୦/3: ମଧ୍ୟପ୍ରଦେଶର ରାଜ ପରିବାରରୁ ଆସିଥିବା ଜ୍ୟୋତରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ଦେଇଛନ୍ତି ବଡ ଝଟକା । ସମସ୍ତ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।…

ବଲିଉଡରେ କରୋନାର ପ୍ରଭାବ: ‘ରାଧେ’ ପରେ କରନ ଜୋହରଙ୍କ ‘ତକ୍ତ’ର ସୁଟିଂ ବନ୍ଦ

ମୁମ୍ବାଇ, ୧୦ା୩: ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବା ସହ ଲୋକମାନଙ୍କୁ ସଚେତନ ରହିବାକୁ…

ହୋଲିରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପବିତ୍ର ହୋଲି ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଆଜି ହୋଲି ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା…