Browsing Category
Featured
ବାତ୍ୟା ଅମ୍ଫନରେ ୮୯ବ୍ଲକର ୪୪ଲକ୍ଷ ୮୦ହଜାର ପ୍ରଭାବିତ
ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାତ୍ୟା କ୍ଷୟକ୍ଷତି ନେଇ ଆଜି ସମୀକ୍ଷା ବୈଠକ ହୋଇଛି । ସମୀକ୍ଷା ବୈଠକ ପରେ ବାତ୍ୟା ଅମ୍ଫନର ତାଣ୍ଡବରେ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।…
ବାହାଘରର ୨ ଦିନ ପରେ କନ୍ୟା କରୋନା ପଜିଟିଭ୍: ବର ସହିତ କ୍ୱାରେଣ୍ଟାଇନରେ ୩୨, ଜଣେ ମୃତ
ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ବଢି ଚାଲିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୫ ଛୁଇଁଥିବା ବେଳେ ୨୬୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ ରାଜଧାନୀ ଭୋପାଳରୁ ଏପରି ଏକ ମାମଲା…
ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ
ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଆସନ୍ତା ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭି.ଭି ରାଓ । ବିିମାନ ସେବା ଆରମ୍ଭ ହେବା…
ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡ୍ ଲାଇନ୍
ନୂଆଦିଲ୍ଲୀ,୨୧ ।୫: ଦେଶରେ ମେ ୨୫ରୁ ଘରୋଇ ଉଡାଣ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସରକାର । ଭାରତୀୟ ବିମାନପତ୍ତନ ପ୍ରାଧିକରଣ ବା ଏଏଆଇ ଦ୍ୱାରା ଏସଓପି ଜାରି କରାଯାଇଛି । ସବୁ ଯାତ୍ରୀଙ୍କୁ ଏସଓପି ଅନୁସାରେ ନିଜ…
ବସ୍ ଦୁର୍ଘଟଣା, ୪୦ରୁ ଅଧିକ ଆହତ
ବାଲେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବସରେ ଥିବା ୪୦ରୁ ଅଧିକ ଯାତ୍ରୀ…
ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣେ ମୃତ
ଭୁବନେଶ୍ୱର, ୨୧/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ଓ ମୃତ୍ୟୁ ସଂଖ୍ୟା…
ବିବାହ ପୂର୍ବରୁ କଣ ଲେସବିୟନ ଥିଲେ ସନି ଲିଓନି ? ପତି କଲେ ଖୁଲାସା
ବଲିଉଡର ଆଇଟମ ଗାର୍ଲ ସନି ଲିଓନି ଓ ଡେନିୟଲ ଓ୍ବେବର ବହୁ ବର୍ଷ ହେବ ଏକାସାଙ୍ଗରେ ରହିଆସୁଛନ୍ତି । ଦୁହିଁଙ୍କ ବାହାଘରକୁ ୯ ବର୍ଷ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଡେନିୟଲ ଓ ନିଜ ବିବାହକୁ ନେଇ ସନି ଏକ ବଡ ଖୁଲାସା…
ଦେଶରେ କରୋନା ମୃତ୍ୟୁସଂଖ୍ୟା ୩,୩୦୩ ବୃଦ୍ଧି
ନୂଆଦିଲ୍ଲୀ,୨୧/୫: ଦେଶରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୩,୩୦୩ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬ହଜାର ୭୫୦କୁ ବୃଦ୍ଧି…
ଜୁନ୍ ୧ରୁ ଚାଲିବାକୁ ଥିବା ୨୦୦ ଟ୍ରେନ ପାଇଁ ଆଜି ସକାଳ ୧୦ଟାରୁ ବୁକିଂ, ଦେଖନ୍ତୁ ପୁରା ଲିଷ୍ଟ ?
କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ବିଭାଗ ଏକ ବଡ ନିଷ୍ପତ୍ତି ନେଇଛି । ୧ ଜୁନରୁ ରେଳସେବା ଆଶିଂକ ମାତ୍ରାରେ ଆରମ୍ଭ ହେବାକୁ ଯାଉଛି । ସାରା ଦେଶରେ ରେଳର ୨୦୦ଟି ଯାତ୍ରୀବାହୀ ଟ୍ରେନ୍ ଗଡିବ, ଯାହା ପାଇଁ ଆଜିଠାରୁ…
ସ୍ୱାସ୍ଥ୍ୟ ପାଇଁ କାଜୁ ଖାଇବା କେତେ ଦରକାର ?
ଆମର ସ୍ୱାସ୍ଥ୍ୟକୁ ସୁସ୍ଥ ଏବଂ ଭଲ ରଖିବା ପାଇଁ ଆମେ ସର୍ବଦା ଚେଷ୍ଟା କରିଥାଉ। ଏଥିପାଇଁ ଡ୍ରାଏ ଫୁଡ୍ ମଧ୍ୟରେ ଆପଣ କାଜୁ ଖାଇପାରିବେ । ଡ୍ରାଏ ଫୁଡରେ କାଜୁ ହେଉଛି ସବୁଠାରୁ ସ୍ୱାଦିଷ୍ଟ ଫଳ, ଯାହାକି ପନିପରିବାକୁ…