Browsing Category

Featured

ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ: ଭାରତର ବ୍ୟାଟିଂ ଜାରି

କାନବେରା, ୨ା୧୨ (ଓଡିଶା ଭାସ୍କର): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଆଜି ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ପ୍ରଥମ ଦୁଇଟି ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ ଲାଭ କରି…

ପୁଣି ଆନ୍ଧ୍ରର ଦାଦାଗିରି

ଜୟପୁର, ୨ା୧୨ (ଓଡିଶା ଭାସ୍କର): ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ସୀମାକୁ ନେଇ ବହୁବାର ବିବାଦ ଉଠିଥିବା ବେଳେ ଆଜି ପୁଣି ଥରେ ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଜାମ୍ବୁଗୁଡ଼ାରେ ଏହି ବିବାଦ ସୃଷ୍ଟି…

ଦେଶରେ ଦିନକରେ ୩୬ ହଜାର ୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦୧ମୃତ

ନୂଆଦିଲ୍ଲୀ,୨।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୬୦୪ ନୂଆ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଜଗତସିଂହପୁର,୨ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସର ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସ । ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ସୂଚନା…

ରାଶିଫଳ (ବୁଧବାର, ୨ ଡିସେମ୍ବର ୨୦୨୦ )

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଆଜି ଆଉ ୬୬୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ପ୍ରତିଷ୍ଠା ହେବ ୧୦ ହଜାର ସିଏନଜି ଷ୍ଟେସନ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧ା୧୨ (ଓଡିଶା ଭାସ୍କର): କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାରାଷ୍ଟ୍ରର ପାଥରାଡ଼ିରେ ଏଲଏନଜି/ସିଏନଜି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି…

ବାଇକରୁ ଖସି ଫୁଟିଗଲା ବୋମା: ଜଣେ ମୃତ, ଜଣେ ଗୁରୁତର

ଖଲିକୋଟ,୧ ।୧୨(ଓଡିଶା ଭାସ୍କର): ଖଲିକୋଟରେ ଅଞ୍ଚଳରେ ବାଇକରେ ବୋମା ଧରି ଯିବା ବେଳେ ହୋଇଛି  ବିସ୍ଫୋରଣ । ବାଇକ ଚକା ସ୍ଲିପ୍ କରିଯିବାରୁ ହଠାତ୍ ବୋମାଟି ତଳେ ପଡି ବିସ୍ଫୋରଣ ଘଟିଥିବା ଜଣାପଡିଛି । ବାଇକ ପଛରେ ବୋମା…