Browsing Category
Featured
ଅଦ୍ଭୁତ ସଂଯୋଗ: ଝିଅ DSP ତ ବାପା SI, ଗୋଟିଏ ଥାନାରେ ଦେଉଛନ୍ତି ଡ୍ୟୁଟି
ସିଦ୍ଧି,୬ ।୪: ମଧ୍ୟପ୍ରଦେଶରେ ବାପା ଓ ଝିଅ ଏକା ସାଙ୍ଗରେ ଗୋଟିଏ ପୋଲିସ ଷ୍ଟେସନରେ କାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସଂଯୋଗ ବା ଭାଗ୍ୟ ବୋଲି ବି କୁହାଯାଇପାରିବ, କାରଣ ବାପ-ଝିଅ କେବେ ବି ଭାବି ନଥିଲେ ଯେ…
ବିଜେପି @୪୦, ବିଶ୍ୱ ପାଇଁ ଭାରତ ଉଦାହରଣ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୬ା୪: ବିଜେପିର ୪୦ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପୁରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି । ଏବେ ସମଗ୍ର ମାନବ ଜାତି…
ଗଲାଥର ଅଷ୍ଟପ୍ରହରୀ ଏଥର ମଶାଲ୍ ଶୋଭାଯାତ୍ରା ।
କେବେ ବୁଝିବେ ଲୋକେ ? କଣ କରିବାକୁ କୁହାଯାଉଛି କରୁଛନ୍ତି କଣ ? ଗତ ଥର ଜନତା କର୍ଫ୍ୟୁ ବେଳେ ଘରେ ରହି ତାଳି ବଜାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଥିଲେ । ହେଲେ ଲୋକେ ରାସ୍ତା ଉପରକୁ ଆସି କିର୍ତ୍ତନ କରିବା ଆରମ୍ଭ…
ଗାଡି ସିଜ
ଆଜି ସକାଳୁ ଭୁବନେଶ୍ୱରରେ ପୁଲିସ ୮୭୪ଟି ଗାଡି ଜବତ କରିଛି । ସମସ୍ତେ ମାର୍କେଟକୁ ଗାଡି ନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିଲେ । ସେହିପରି କଟକରେ ମଧ୍ୟ ୧୦୦ ରୁ ଅଧିକ ଗାଡି ସିଜ କରାଯାଇଛି । ଏଥିସହିତ…
ସମରେ କୋଭିଡ଼-୧୯ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): କରୋନା ଯୁଦ୍ଧକାଳିନ ଭିତ୍ତିରେ ସମ୍ ରେ କୋଭିଡ଼-୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସ ଯୋଗେ ସେ…
ମୋବାଇଲ୍ ପାଇଁ ଫସିବେ !
କରୋନା ସଙ୍କଟ ସମୟରେ ଦେଶରେ ଲକ୍ଡାଉନ ପରିସ୍ଥିତି । ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ଟ୍ରଭେଲ୍ ହିଷ୍ଟ୍ରି ଥିବା ଲୋକଙ୍କୁ କ୍ୟାରେନଟାଇନ୍ ବା ସଂଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ଏହାର ଅମାନ୍ୟ…
ଏଣିକି ନିର୍ଘାତ ମାଡ !
ଲକ୍ଡାଉନ୍କୁ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ I ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ କରିବ ପୋଲିସ Iସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି I ଦୂରତ୍ବ…
ବାଘକୁ କରୋନା ।
ସାରା ବିଶ୍ୱରେ ସାଢ଼େ ବାରଲକ୍ଷ ଲୋକ ଏବେ କରୋନା ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୭୦ହଜାର ପାଖାପାଖି ପଂହଚିଲାଣି । ଏବେବି ଏହି ଭାଇରସ୍ ର ଉତ୍ପତି କିପରି ହେଲା ସେନେଇ କୈାଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପରିନାହିଁ…
BJP @ 40
New Delhi,6/4: BJP turned 40 on Monday. On this occasion, Prime Minister Narendra Modi called on all members of the party to join the fight against Coronavirus. He also pledged all…
କରୋନା ମୁକାବିଲା ପାଇଁ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କଲା ଭାରତୀୟ ରେଳବିଭାଗ
ନୂଆଦିଲ୍ଲୀ,୬ ।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବିସ୍ତାର ମଧ୍ୟରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିଛି ଭାରତୀୟ ରେଳ ବିଭାଗ । ଏହି ଶସ୍ତା ଭେଣ୍ଟିଲେଟର ‘ଜୀବନ’…