
Browsing Category
ଜୀବନଚର୍ଯ୍ୟା
ବ୍ଲାକ ଫଙ୍ଗସର ଭୟଙ୍କର ରୂପ! ଯୁବକଠାରେ ନଥିଲା ଲକ୍ଷଣ, କିନ୍ତୁ ମସ୍ତିଷ୍କକୁ ଆଟାକ୍ କରି ନେଇଗଲା ଜୀବନ
ସୁରଟ:କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ବ୍ଲାକ ଫଙ୍ଗସ୍ ଚିନ୍ତା ବଢାଇବାରେ ଲାଗିଛି । ଏହାରି ମଧ୍ୟରେ ଗୁଜରାଟର ସୁରଟରୁ ଏକ ମାମଲା ଆସିଛି, ଯାହାକୁ ଦେଖି ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।…
ବିନା ମେଡିସିନ୍ରେ ଦୂର ହେବ ଏସିଡିଟି ସମସ୍ୟା: ଆପଣାନ୍ତୁ ଏହି ସାଧାରଣ ଘରୋଇ ଉପଚାର, ପେଟ ଫୁଲିବା, ପାଟି ଗନ୍ଧାଇବା ଓ ଆମ୍ବିଳା ଦୋଷରୁ…
ଭୁବନେଶ୍ବର ( ଓଡିଶା ଭାସ୍କର): ଏସିଡିଟି ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଯେଉଁଥିରେ ଅଧିକାଂଶ ଲୋକ ପୀଡ଼ିତ । ଏସିଡିଟି ସାଧାରଣତଃ ଖରାଦିନେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା…
ଭ୍ୟାକ୍ସିନ ନେବା ପରେ ସିଗାରେଟ୍ ମନା, ଧୂମ୍ରପାନ କଲେ ଶରୀରରେ ଦେଖାଦେବ ଅନେକ ସମସ୍ୟା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କୋଭିଡ଼୍-୧୯ର ଦ୍ୱିତୀୟ ଚରଣ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ ୧ ମେ ରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ପିଲା ଓ ଲୋକମାନଙ୍କୁ କରୋନା…
ଡିଆରଡିଓ ପ୍ରସ୍ତୁତ କଲା ଆଣ୍ଟି ବଡି ଟେଷ୍ଟିଂ କିଟ୍ ‘ଡିପ୍କୋଭାନ୍’, ଜୁନ୍ ମାସରେ ବଜାରରକୁ ଆସିବ ଏହି କିଟ୍
ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ପରୀକ୍ଷା ବିଳମ୍ବିତ ନେଇ ଅନେକ ଅଭିଯୋଗ ହେଉଛି । ଏପରି ସ୍ଥିତିର ମୁକାବିଲା ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ…
ଟିକାକରଣ ବୃଦ୍ଧି ପାଇଁ ମୋଦୀଙ୍କୁ ବାଟ ବତାଇଲେ କେଜ୍ରିୱାଲ୍
ମେ ମାସରେ ଦିଲ୍ଲୀକୁ ମିଳିଛି ମାତ୍ର ୧୬ ଲକ୍ଷ ଡୋଜ୍
ଏଲୋପ୍ୟାଥିକୁ ସମାଲୋଚନା କରିବା ପରେ ଫସିଲେ ବାବା ରାମଦେବ
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓଙ୍କୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ପ୍ରତିବାଦ କରାଯାଇଛି । ଉକ୍ତ ଭିଡିଓରେ ଯୋଗ ଗୁରୁ ବାବା ରାମଦେବ ଏଲୋପ୍ୟାଥି ବିରୋଧରେ ମନ୍ତବ୍ୟ…
ମୋ’ ପୁଅର ଜୀବନ ରକ୍ଷାକର… ଗୁହାରୀ କଲେ ପୂର୍ବତନ ବିଧାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଅ ପଡ଼ିଛି ଡାକ୍ତରଖାନା ବେଡ୍ ରେ । ଲଙ୍ଗ୍ସ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ତାଙ୍କର ଶ୍ୱାସକ୍ରିୟାରେ ଉପୁ୍ଜିଛି ଗଭୀର ସମସ୍ୟା । ଶରୀରକୁ ଆବଶ୍ୟକ ଅମ୍ଳଜାନର ପ୍ରାକୃତିକ ପ୍ରକ୍ରିୟାରେ…
ବଢ଼ିଲା ଚିନ୍ତା: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହେଲା ଶିଶୁ
ଅହମ୍ମଦାବାଦ: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ସମ୍ପ୍ରତି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇ ଦେଲାଣି । ଦେଶର କେକେତ ରାଜ୍ୟରେ ଏହି ସଂକ୍ରମଣ ଭୟ ଅଧିକ ରହିଥିବାବେଳେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଅଧିକ ସତର୍କତା…
ଇଣ୍ଡିଆନ୍ ଭାରିଆଣ୍ଟ ଏକ ଗୁଜବ, ଜାଣନ୍ତୁ କ’ଣ କହିଲେ IT ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗରୁ ମୁକ୍ତି ପାଇଁ ଲଢ଼େଇ ଜାରି ରଖିଛି ସମଗ୍ର ଦେଶ । ବାରମ୍ବାର ରୂପ ବଦଳାଉଥିବା କରୋନା ଭୂତାଣୁକୁ ନେଇ ବିଶେଷଜ୍ଞ ମହଲରେ ମଧ୍ୟ ଚିନ୍ତା ବଢ଼ିଯାଇଛି । ତେବେ କରୋନା ଭାଇରସର…
ରାଶିଫଳ (ଶନିବାର ,୨୨ ମଇ ,୨୦୨୧)
ମେଷ - ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର୍ୟ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ…