Browsing Category

ଜୀବନଚର୍ଯ୍ୟା

(Video) କେଉଁଭଳି ପୁଅଙ୍କୁ ସବୁ ଝିଅ ମାନେ ବାହା ହେବା ପାଇଁ ବେଶୀ ପସନ୍ଦ କରିଥାନ୍ତି, ଭିଡିଓ ଦେଖି ଜାଣନ୍ତୁ

ନୂଆଦିଲ୍ଲୀ: ବିବାହ କେବଳ ଦୁଇ ଜଣଙ୍କର ନୁହେଁ ବରଂ ଦୁଇଟି ପରିବାରର ଏକ ମହା ମିଳନ। ବିବାହ ଦ୍ୱାରା ଉଭୟ ବର ଏବଂ କନ୍ୟାର ପରିବାର ମଧ୍ୟରେ ଏକ ନୂଆ ସମ୍ପର୍କ ଯୋଡି ହୋଇଥାଏ । ଗୋଟିଏ ପରିବାର ବଦଳରେ ଉଭୟ ଦୁଇଟି ପରିବାର…

ଘରର ବାସ୍ତୁ ଦୋଷ ମଧ୍ୟ ଦୂର କରିବାସହ କୌଣସି ନକାରାତ୍ମକ ଶକ୍ତିକୁ ପ୍ରବେଶ କରାଇଦିଏନି ‘ବାଘୁଆ ମିରର୍’

ଓଡ଼ିଶା ଭାସ୍କର: ବାଗୁଆ ଦର୍ପଣ ଏକ ବିଶେଷ ପ୍ରକାରର ଦର୍ପଣ । ଏହାର ଆକୃତି ଅଷ୍ଟକୋଣୀୟ ଅଟେ । ଯେଉଁଥିରେ ୮ଟି ପାର୍ଶ୍ୱ ରହିଛି ଏବଂ ୩-୩ଟି ଫେଙ୍ଗଶୁଇ ତ୍ରିକୋଣ ଅର୍ଥାତ୍ ସମସ୍ତ ଆଠଟି ପାର୍ଶ୍ୱରେ ରେଖା ରହିଛି,…

ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମଧାନ କରେ ‘ମେଥି’

ଓଡ଼ିଶା ଭାସ୍କର: ମେଥି ହେଉଛି ଏକ ଔଷଧୀୟ ସାମଗ୍ରୀ। ଏଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ରହିଛି। ଏହାକୁ ରାତିରେ ଭିଜାଇ ସକାଳୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଏଥିସହିତ ଏହା ଆମକୁ ଗୁଡ଼ାଏ…

ଶୀତଋତୁରେ କେଶ ଝଡ଼ିବା ପଝରେ କ’ଣ ରହିଛି କାରଣ: ଏହି ଘରୋଇ ଉପାୟ ପ୍ରୟୋଗ କରି କରନ୍ତୁ ଉପଚାର

ଶୀତ ଦିନେ କେଶ ଝଡ଼ିବା ବହୁତ ସାଧାରଣ କଥା । ତେବେ ଏହାର ଏକ ମୁଖ୍ୟ କାରଣ ହେଉଛି ଦୈନନ୍ଦିନ ଜୀବନ ଶୈଳୀରେ ଅନିୟମିତତା । ବର୍ତ୍ତମାନର ବ୍ୟବସ୍ତବହୁଳ ଜୀବନ ଭିତରେ ଏପରି ହେବା ବେଶ ସାଧାରଣ କଥା । କିନ୍ତୁ ଏହାର ପ୍ରଭାବ…

ଗର୍ଭଧାରଣ ପରେ ଓଜନ କମାଇବାକୁ ଚାହୁଁଛନ୍ତି କି ? ତେବେ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ଗର୍ଭଧାରଣ ସମୟ ମହିଳାମାନଙ୍କ ପାଇଁ ଏକ ନିଆରା ଅନୁଭବ ହୋଇଥାଏ । ୯ ମାସ ସମୟ ମଧ୍ୟରେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ଓଜନ ବଢିବା ଭଳି ଏକ ବଡ଼ ସମସ୍ୟା ମଧ୍ୟ ସାମିଲ…

୫୦୦୦ ବର୍ଷ ପୁରାତନ ପାକିସ୍ତାନର ଏହି ହିନ୍ଦୁ ମନ୍ଦିର ଯେଉଁଠି ପଡ଼ିଥିଲା ଭଗବାନ ଶିବଙ୍କର ଅଶ୍ରୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

ନୂଆଦିଲ୍ଲୀ: ପାକିସ୍ତାନରେ ଏପରି ଅନେକ ହିନ୍ଦୁ ମନ୍ଦିର ରହିଛି ଯାହା ବିଶ୍ୱ ପ୍ରସିଦ୍ଧ । ତେବେ ବର୍ତ୍ତମାନ ସମୟରେ ପାକିସ୍ତାନର ଏକ ୫୦୦୦ ବର୍ଷ ପୁରାତନ ହିନ୍ଦୁ ମନ୍ଦିର ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି…

ଓଜନ କମ କରିବା ପାଇଁ ଆପଣାଉଛନ୍ତି କି କେଟୋ ଡାଏଟ! ହୋଇଯାଆନ୍ତୁ ସାବଧାନ, ଭୋଗିପାରନ୍ତି ଏହି ସବୁ ସମସ୍ୟା

ଓଜନ କମାଇବା ପାଇଁ ଆଜିକାଲି କେଟୋ ଡାଏଟ ବେଶ ଲୋକପ୍ରିୟ ହୋଇଛି । ବାସ୍ତବରେ କେଟୋ ଡାଏଟରେ ଅଧିକ ପରିମାଣର ଚର୍ବି, ସନ୍ତୁଳିତ ପରିମାଣର ପ୍ରୋଟିନ୍ ଏବଂ ବହୁତ କମ କାର୍ବୋହାଇଡ୍ରେଟ ଖାଦ୍ୟରେ ଯୋଗ କରାଯାଇଥାଏ । ଏହି…

ସ୍ମରଣ ଶକ୍ତିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବୟସ ବଢ଼ିବା ସହ ବ୍ୟକ୍ତିର ସ୍ମରଣ ଶକ୍ତି ଧିରେ ଧିରେ ହ୍ରାସ ପାଇଥାଏ । ସାଧାରଣତଃ ବୟସ୍କ ଲୋକମାନେ ଗୋଟିଏ ସ୍ଥାନରେ ଜିନିଷ ରଖି କିମ୍ବା ବଜାର ଗଲେ ଘର ରାସ୍ତା ଭୁଲି ଯା’ନ୍ତି । କିନ୍ତୁ ଆଜିକାଲି ବ୍ୟସ୍ତବହୁଳ ଜୀବନରେ…

ସାବଧାନ ! ଶୀତଦିନେ କମ ପାଣି ପିଉଥିଲେ ଏହି ଗମ୍ଭୀର ରୋଗରେ ହୋଇପାରନ୍ତି ପୀଡିତ

ଶୀତଋତୁ ଆସିବା ମାତ୍ରକେ ଥଣ୍ଡା ର ପ୍ରକୋପ ରୁ ଆମର ଜୀବନଶୈଳୀ ସମ୍ପୂର୍ଣ ବଦଳି ଯାଇଥାଏ । ସର୍ବ ପ୍ରଥମେ ଶୀତ ପ୍ରକୋପ ରୁ ଆମକୁ ଅଳସୁଆ ଲାଗିଥାଏ, ଏହାଛଡା ଆମେ ଥଣ୍ଡା ପ୍ରକୋପ ରୁ କୌଣସି କାର୍ଯ୍ୟ କରିବାକୁ ଇଛା ମଧ୍ୟ…

ଲଗାତାର ବଢ଼ୁଛି କୋଭିଡ ବିପଦ, କ’ଣ ଏବେ ବୁଷ୍ଟର ଡୋଜର ରହିଛି କି ଆବଶ୍ୟକତା ?

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲଗାତାର ଭାବରେ କରୋନା ମାମଲା ବୃଦ୍ଧି ପାଉଛି । ଅନେକ ମାସ ପରେ କୋଭିଡ୍ ସଂଖ୍ୟା ବୃଦ୍ଧି ପାଇଛି । କେରଳରେ କରୋନା ମାମଲା ଲଗାତାର ଭାବେ ବୃଦ୍ଧି ପାଉଛି । ଜେଏନ.୧ ର ନୂଆ…