Browsing Category
ଜୀବନଚର୍ଯ୍ୟା
ଓଜନ କମ କରିବାକୁ ଖାଉଛନ୍ତି କି ଡାଏଟ ପିଲ? ହୋଇପାରେ ଏପରି ସମସ୍ୟା
ଆଜିର ଯୁଗରେ ଗତିହୀନ ଜୀବନଚର୍ଯ୍ୟା ଓ ଖାଦ୍ୟପେୟରେ ଖରାପ ଅଭ୍ୟାସ କାରଣରୁ ଅନେକ ଲୋକ ମୋଟାପଣର ଶିକାର ହେଉଛନ୍ତି । ଏହା ପରେ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି । ତେବେ କିଛି ଲୋକ ଶୀଘ୍ର ଓଜନ…
(Video) ଦାର୍ଶନିକ ସ୍ଲାଭୋଜଙ୍କ ବିବାଦୀୟ ବୟାନ୍, କହିଲେ – ‘ଭଗବଦ୍ ଗୀତା ହେଉଛି ଅଶ୍ଳୀଳ, ଘୃଣ୍ୟ: ହିମଲର ଏହାକୁ ଯିହୁଦୀମାନଙ୍କର ନରସଂହାରକୁ…
ନୂଆଦିଲ୍ଲୀ : ପ୍ରସିଦ୍ଧ ସ୍ଲୋଭେନିଆର ଦାର୍ଶନିକ ସ୍ଲାଭୋଜ ଜିଜେକ ଭଗବଦ୍ ଗୀତା ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏ ସମ୍ପର୍କରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ତାଙ୍କର ଏହି ବୟାନ ଏହି ପବିତ୍ର…
ପ୍ରତିଦିନ ଏହିସବୁ ଜିନିଷ ଖାଉଛନ୍ତି କି ? ତାହେଲେ ଶତପ୍ରତିଶତ କ୍ୟାନ୍ସର ହେବାର ରହିଛି ଆଶଙ୍କା !
ଆଜିକାଲି ଡବା ବନ୍ଦ ଖାଦ୍ୟ ଖାଇବାର ଟ୍ରେଣ୍ଡ ଚାଲିଛି । ଦୋକାନ ବି ମଲମାନଙ୍କରେ ଡବା ବନ୍ଦ ଖାଦ୍ୟ ଗଦା ହୋଇଛି । ଅଧିକାଂଶ ଲୋକ ଡବା ବନ୍ଦ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକ ଷ୍ଟଡୀ ଅନୁସାରେ, ଏହି ଖାଦ୍ୟ…
୧୮ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ କାହିଁକି ଶ୍ରେଷ୍ଠ? ଜାଣନ୍ତୁ ଏହାକୁ ପଢିବା ଦ୍ୱାରା ଆତ୍ମାକୁ କିପରି ମିଳେ ମୁକ୍ତି
ହିନ୍ଦୁ ଧର୍ମରେ ସମୁଦାୟ ୧୮ ମହାପୁରାଣ ଉଲ୍ଲେଖ କରାଯାଇଛି। ସମସ୍ତ ପୁରାଣର ନିଜସ୍ୱ ବିଶେଷ ମହତ୍ତ୍ୱ ରହିଛି। କିନ୍ତୁ ସମସ୍ତ ପୁରାଣ ମଧ୍ୟରେ ଗରୁଡ ପୁରାଣ ସର୍ବୋତ୍ତମ ବୋଲି ବିବେଚନା କରାଯାଏ, ଯାହାର ଅଧ୍ୟକ୍ଷ ଦେବତା…
ଗହମ ଅଟା ସହ ଏହି ଜିନିଷକୁ ମିଶାଇ ଖାଆନ୍ତୁ, Bad Cholesterol ରୁ ମିଳିବ ମୁକ୍ତି
ସାଧାରଣତଃ ଶୀତଦିନେ ଶରୀରରେ ବ୍ୟାଡ କୋଲେକଷ୍ଟ୍ରଲ ବଢିଯାଏ । ଖାଦ୍ୟପେୟ ଠିକ ରଖି ବ୍ୟାଡ କୋଲେକଷ୍ଟ୍ରଲକୁ କଣ୍ଟ୍ରୋଲ କରାଯାଇପାରିବ । ଏଥିପାଇଁ ଅଟାରେ ଏକ ଚମାଚ ଗୋଟା ବୁଟ ପାଉଡର ମିଶାଇ ରୋଟି ତିଆରି କରି ଖାଇଲେ…
ବାପା ମା’ ମଦ ପିଇଲେ ଛୁଆ ଉପରେ ପଡିଥାଏ ଏପରି ପ୍ରଭାବ! ରିସର୍ଚ୍ଚରୁ ପ୍ରକାଶ
ମଦ ପିଇବା ଶରୀର ପାଇଁ କ୍ଷତିକାରକ ହେବା ସହ ଏହା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ତ ଅଧିକାଂଶ ଲୋକ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା କେବଳ ପିଉଥିବା ଲୋକ ନୁହେଁ ବରଂ ପିଲାଙ୍କ ଉପରେ ବି ପ୍ରଭାବ…
ସବୁଠୁ ମହଙ୍ଗା ମିଠା: ଖଣ୍ଡ ୧୪୦୦ ଓ କିଲୋ ୨୧,୦୦୦ ଟଙ୍କା ରହିଛି ମୁଲ୍ୟ
ଅହମ୍ମଦାବାଦ: ଦିପାବଳୀରେ କେବଳ ବାଣ ଓ ଦୀପ ନୁହେଁ ମିଠାର ଚାହିଦା ମଧ୍ୟ ବହୁତ ବେଶୀ । ଧନୀ ହେଉ ଅବା ଗରିବ ସମସ୍ତେ ଦିପାବଳୀରେ ମିଠା ବେଶ ପସନ୍ଦ କରନ୍ତି । ତେଣୁ ଦିପାବଳୀ ଆସିଲେ ଚଳଚଞ୍ଚଳ ହୋଇଉଠନ୍ତି ମିଠାଦୋକାନୀ ।…
ଦୀପାବଳୀ ପୂର୍ବରୁ କରନ୍ତୁ ଏହି ଉପାୟ: ମା’ ଲକ୍ଷ୍ମୀଙ୍କର ହେବ ଅଶେଷ କୃପା
ଆମ ରୋଷେଇ ଘରେ ଥିବା ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୂଜାପାଠରେ ବ୍ୟବହାର ହୋଇଥାଏ । ଏହି ସବୁ ସାମଗ୍ରୀ ଜୀବନରୁ ନକାରାତ୍ମକ ଶକ୍ତିକୁ ଦୂରେଇବାରେ ସାହାଯ୍ୟ କରିଥାଏ । ଏପରିକି ପୂଜାରେ ଏହାର ପ୍ରୟୋଗ କରିବା…
ପୃଥିବୀର ଶେଷ ଦିନ କେବେ ହେବ, କିପରି ହେବ ଅନ୍ତ? ସେପର୍ଯ୍ୟନ୍ତ ବଞ୍ଚିରହିବ କି ମଣିଷ
ଏହି ଦୁନିଆର ପରମ ସତ୍ୟ ହେଉଛି, ଯାହା ଜନ୍ମ ହୁଏ ତାହା କେବେ ନା କେବେ ନଷ୍ଟ ହୋଇଯିବ । ମଣିଷ, ପଶୁ, ଗଛ, ଉଦ୍ଭିଦ ଏବଂ ପ୍ରକୃତିର ଅନ୍ୟାନ୍ୟ ବସ୍ତୁ ସହିତ ମଧ୍ୟ ସମାନ ଘଟଣା ଘଟିଥାଏ । ଏହା ଆମ ପୃଥିବୀ ପାଇଁ ମଧ୍ୟ ସତ ।…
ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଉପକାରୀ, କିନ୍ତୁ ବାସି ଚକଟା ଅଟା କ୍ଷତିକାରକ : ଭୋଗିପାରନ୍ତି ଏହି ସମସ୍ୟା
ଅଧିକାଂଶ ଲୋକେ ସମୟ ବଞ୍ଚାଇବା ପାଇଁ ହେଉ କିମ୍ବା ସମୟ ଅଭାବ କାରଣରୁ ସକାଳର ଜଳଖିଆ ପାଇଁ ରାତିରେ ଅନେକ ପ୍ରସ୍ତୁତି କରିଥାଆନ୍ତି । ସେହିପରି ଅନେକ ଲୋକଙ୍କୁ ବାସି ରୁଟି ଖାଇବା ପସନ୍ଦ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା…