Browsing Category
କରୋନା
ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍, ଦର ଜାଣିଲେ ଘୂରି ଯାଉଛି ମଥା…
ନୂଆଦିଲ୍ଲୀ: ଦେଶରେ କରୋନା ବଡ଼ ସଂକଟମୟ ସ୍ଥିତି ସୃଷ୍ଟି କରିଛି । ଏଥିସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏଇ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍…
ଅନଲାଇନ ଆପଏଟମେଂଟ ବିନା ଏବେ ୧୮ ରୁ ୪୪ ବର୍ଷ ବର୍ଗର ଲୋକେ ନେଇ ପାରିବେ ଟିକା, ବଦଳିଲା ନିୟମ
ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଡୋଜ୍ ପାଇଁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଏବେ ଆଗ ପରି ଅନଲାଇନ୍ ଆପଏଟମେଂଟ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ସ୍ଲଟ୍ ବୁକିଂ ହେଲେ ଯାଇ ଲୋକଙ୍କୁ ଟିକା ପାଇଁ ଅନୁମତି ମିଳୁଥିଲା ।…
ବିହାରରେ ପୁଣି ବଢ଼ିଲା ଲକଡାଉନ୍: ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ପାଟନା: ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଦ୍ୱାରା କୋଭିଡ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ତେଣୁ ବିହାରରେ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଘୋଷଣା କରିଛନ୍ତି । ଆସନ୍ତା…
ଗୋଟିଏ ପଟେ ‘ୟଶ୍’, ଅନ୍ୟ ପଟେ କରୋନା: ବାତ୍ୟା ପାଇଁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ?
ଭୁବନେଶ୍ୱର, (ଓଡିଶା ଭାସ୍କର): କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’ଙ୍କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି । ‘ୟଶ’ର ଚର୍ଚ୍ଚା ଆରମ୍ଭ ହେବା ପରଠାରୁ ଲୋକମାନେ…
ଭାଇରସ୍ ବ୍ୟାପିବା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ ଉହାନ ଲ୍ୟାବର ୩ ଗବେଷକ
ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ବିଭାଗ କରିଛି ଏକ ବଡ଼ ପର୍ଦ୍ଦାଫାସ । ଖୋଲିଛି ଚୀନର ଗୁମର । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ଭାଇରସ୍ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଆମେରିକାର…
ଜନ୍ମଦିନରେ ନୂଆ ଜୀବନ ପାଇ ଘରକୁ ଫେରିଲେ ରୋଗୀ, କରୋନା ସଂକ୍ରମିତଙ୍କ ଜନ୍ମଦିନ ପାଳିଲେ ହସ୍ପିଟାଲ୍ କର୍ମଚାରୀ
ବ୍ରହ୍ମପୁର ଅଫିସ: ଅନେକାଂଶ କ୍ଷେତ୍ରରେ କରୋନା ଆକ୍ରାନ୍ତଙ୍କ ସଠିକ୍ ଚିକିତ୍ସା ସହ ଦେଖାଶୁଣା ହେଉନଥିବା ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ହସ୍ପିଟାଲରେ ସଠିକ୍ ଚିକିତ୍ସା…
ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର୍ମୀ ଗାଇଲେ ‘ନମୋ ନମୋ’ ଗୀତ, ଝୁମିଲେ କରୋନା ସଂକ୍ରମିତ ରୋଗୀ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନୂଆଦିଲ୍ଲୀ( ଓଡ଼ିଶା ଭାସ୍କର): କରୋନା ଭାଇରସ୍ର ୨ୟ ଲହରୀରେ ଅନେକ ପରିବାର ସେମାନଙ୍କ ପରିଜନଙ୍କୁ ହରାଇଛନ୍ତି । ଏହି ଭୟଙ୍କର ସ୍ଥିତିରେ ରୋଗୀଙ୍କ ଓଠରେ ହସ ଫୁଟାଇବା ଉଦ୍ଦେଶ୍ୟରେ ଅନେକ ସମୟରେ ସ୍ୱାସ୍ଥ୍ୟକର୍ମୀମାନେ…
ଓଡ଼ିଶାରେ ଆଜି ୧୧, ୬୨୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୬୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
କରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ନିଜ ଅଟୋକୁ କରିଦେଲେ ଆମ୍ବୁଲାନ୍ସ… ସମସ୍ତେ କହୁଛନ୍ତି ସାବାସ୍
ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ସଂକଟ ପରିସ୍ଥିତିରେ ସମସ୍ତେ ନିଜ ଧନ-ଜୀବନ ପାଇଁ ବ୍ୟାକୁଳ ହେଉଛନ୍ତି । କିନ୍ତୁ ସେ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଃସ୍ୱାର୍ଥପର ଭାବେ ଅନ୍ୟକୁ ସହଯୋଗର ହାତ ବଢ଼ାଇବାରେ…
କରୋନାରୁ ପିଲାଙ୍କୁ ସୁରକ୍ଷା ଦେବ ଭାରତର ସ୍ୱଦେଶୀ ନାଜାଲ୍ ଭାକ୍ସିନ୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପାଇଁ ଚିନ୍ତା ବଢ଼ି ଯାଇଛି । ଏପରିକି ତୃତୀୟ ତରଙ୍ଗ ଆସିବା ନେଇ କେତେକ ମହଲରେ ଆଶଙ୍କା କରାଯାଉଛି । ତେବେ ଏହି ଆଶଙ୍କା କରାଯାଉଥିବା ତୃତୀୟ ତରଙ୍ଗ ପିଲାଙ୍କ ପାଇଁ…