fbpx
Browsing Category

କରୋନା

ଭୁବନେଶ୍ୱରରୁ ଆଜି ୧,୧୨୦ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଆଜି ୧,୧୨୦ କରୋନା…

ସାବଧାନ୍‌: ପବନରେ ୧୦ ମିଟରରୁ ଅଧିକ ଦୂର ବ୍ୟାପିପାରେ କରୋନା, ସରକାରଙ୍କ ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦେଶରେ ହଇଚଇ ସୃଷ୍ଟି କରୁଥିବା କରୋନା ଭାଇରସ୍ ପବନରେ ବ୍ୟାପିପାରେ , ଯାହାକୁ ସରକାର ମଧ୍ୟ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିଛନ୍ତି । ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟ ଅନୁସାରେ, କରୋନା…

କରୋନା ସଙ୍କଟ ସମୟରେ ସ୍ୱତନ୍ତ୍ର କୋଭିଡ୍‌-୧୯ ରିଲିଫ୍‌ ଅଫର୍‌ ଘୋଷଣା କଲା ‘VI’, ୬୦ ନିୟୁତ ନିମ୍ନ ଆୟକାରୀ ଗ୍ରାହକଙ୍କ…

ଭୁବନେଶ୍ୱର (ଆ.ପ୍ର) : ଭାରତର ଅଗ୍ରଣୀ ଟେଲିକମ୍‌ ଅପରେଟର୍‌ ୱି ପକ୍ଷରୁ ସଂପ୍ରତି ମହାମାରୀର ଦ୍ୱିତୀୟ ଲହର ସମୟରେ ଯୋଗାଯୋଗ (ସମ୍ପର୍କ)ରେ ରହିବାରେ ସହାୟତା ପ୍ରଦାନ କରିବା ଲାଗି ଏହାର ୬୦ ନିୟୁତ ନିମ୍ନ ଆୟକାରୀ…

କୋଭିଡ୍ କାଳରେ ସହାୟତାର ହାତ ବଢ଼ାଉଛି ଏମଏସଏୟୁଏସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କାଳରେ ବିଭିନ୍ନ ସ୍ଥାନରେ ଅସହାୟ ଓ ନିରାଶ୍ରୟ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଗୋଟିଏ ପଟେ ରୋଗ ଚିନ୍ତା ଏବଂ ଅନ୍ୟପଟେ ଜୀବନ ବଞ୍ଚାଇବାକୁ  ମୁଠେ ଖାଦ୍ୟ ଯୋଗାଡ଼…

ଖୁସି ଖବର : ଓଡ଼ିଶାରେ ଆଜି ୯, ୮୭୦ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯ ହଜାର ୮୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ମୋଦୀଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନେ ଲଜ୍ଜିତ ହୋଇଛନ୍ତି: ମମତା

କୋଲକାତା/ନୂଆଦିଲ୍ଲୀ: ମିଟିଂ ହେଲା ସତ । କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କୁ କିଛି କହିବାକୁ ସୁଯୋଗ ମିଳିଲାନି । କେବଳ ଯାହା କହିଲେ ପ୍ରଧାନମନ୍ତ୍ରୀ ମୋଦୀ ହିଁ କହିଲେ। ତେଣୁ କରୋନା ପରିପ୍ରେକ୍ଷୀରେ…

କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ, କହିଲେ ‘ମୁଁ ସଂପୂର୍ଣ୍ଣ ଫିଟ୍‌ ଓ ଫାଇନ୍‌ ଅଛି’…

ନୂଆଦିଲ୍ଲୀ ୨୦/୦୫: କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ। ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସୂଚନା ମୁତାବିକ, ମିଲଖା ସିଂହଙ୍କର ପୁଅ…

ସରିିଥିଲା ନିର୍ବନ୍ଧ, ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି; ସହିଲାନି ଦଇବ, କରୋନାରେ ଚାଲିଗଲା ଯୁବକଙ୍କ ପ୍ରାଣ

ବ୍ୟାସନଗର (ଆ.ପ୍ର): ସହିଲାନି ଦଇବ, ବିଧିର ବିଧାନ ଥିଲା କିଛିଟା ଭିନ୍ନ। ବିବାହ ପାଇଁ ଆସିଥିଲେ ଯୁବକ। ନିର୍ବନ୍ଧ ସରିଥିଲା ବେଳେ କରୋନାରେ ଜଣେ ଯୁବକଙ୍କୁ ଚିରଦିନ ପାଇଁ ଆରପାରିକି ପଠେଇ ଦେଇଛି । ଏଭଳି ଏକ ଅଭାବନୀୟ…

ଭଦ୍ରକ କୋଭିଡ୍ ହସ୍ପିଟାଲ୍ ରେ ଲାଗିଲା ନିଆଁ

ଭଦ୍ରକ(ଓଡ଼ିଶା ଖବର): ଭଦ୍ରକ ମେଡିକାଲ୍ କୋଭିଡ୍ ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଛି । ୱାର୍ଡ ତଳ ମହଲାରେ ଥିବା ଡିଜି ରୁମ୍ରେ ନିଅାଁ ଲାଗିଥିବା ସୂନା ମିଳିଛି। ଏହି ଦୁର୍ଘଟଣା ପରେ ସେଠାରେ ଆତଙ୍କ ଖେଳି ଯାଇଛି । ଲୋକେ…