Browsing Category

ପରମ୍ପରା

ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଦୋଳିଗୀତର ଗୁଞ୍ଜରଣ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା

ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ । ଆଜି ରାଜ୍ୟର ପୁରପଲ୍ଲୀରେ…

ରଜ ପାଇଁ ସଜ ହେଉଛି ବଜାର, ଏଥର ସ୍ମୋକ ପାନର ଚାହିଦା ଅଧିକ

ଭୁବନେଶ୍ୱର: ରଜ ପର୍ବ ଓଡିଶାର ଲମ୍ବା ପର୍ବ ଭାବେ ପାଳିତ ହୋଇଥାଏ । ସାଧାରଣତଃ ଆମେ ଏହାକୁ ୩ ଦିନ ପାଳନ କରୁ । କିନ୍ତୁ ରଜ ୫ ଦିନ । ପ୍ରଥମ ଦିନକୁ ସଜବାଜ, ଦ୍ୱିତୀୟ ଦିନକୁ ପହିଲି ରଜ, ତୃତୀୟ ଦିନକୁ ରଜ ସଂକ୍ରାନ୍ତି,…

ଜମିଲାଣି ରଜର ଆସର, ଗାଁଠୁ ସହର ସବୁଠି ମନମତାଣିଆ ରଜ ଦୋଳି ଗୀତକୁ ପାନ ଆଉ ପୋଡପିଠାର ମହକ

ଓଡିଶା ଭାସ୍କର:ଓଡିଶାରେ ଏବେ ପାଳିତ ହେଉଛି ରଜପର୍ବ । ଏହି ପର୍ବକୁ ନେଇ ସମସ୍ତଙ୍କ ମନରେ ବର୍ଷକ ସାରା ବେଶ୍ ଉତ୍ସାହ ଭରି ରହିଥାଏ । ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ…

‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ଆଜି ସଜବାଜ’…ଆସନ୍ତାକାଲିଠୁ ରଜ ମଉଜ, ପୁରପଲ୍ଲୀ ଉତ୍ସବମୁଖର

ଭୁବନେଶ୍ୱର: 'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ' । ଆଉ ଗୋଟିଏ ଦିନ ପରେ ସାରା ରାଜ୍ୟ ପାଳିବେ ଓଡ଼ିଶାର ଜାତୀୟ ପର୍ବ ରଜ। ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ…

ଭକ୍ତକବି ସାଲବେଗ ଓ ରଥଯାତ୍ରା: ଜାଣନ୍ତୁ ସେ ଏପରି କ’ଣ କରିଥିଲେ ଯେଉଁଥିରେ ବଡ଼ ଦାଣ୍ଡରେ ଅଟକି ଯାଇଥିଲା ରଥ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କର ଅନେକ ଭକ୍ତ ଅଛନ୍ତି ହେଲେ ସେଥି ମଧ୍ୟରୁ ଭକ୍ତକବି ସାଲବେଗ ହେଉଛନ୍ତି ଅନ୍ୟତମ । ସେ ଭଗବାନଙ୍କୁ ଏପରି ଭକ୍ତିର ସହ ଡାକିଥିଲେ ଯେଉଁଥିରେ ପ୍ରଭୁଙ୍କର ରଥ ବଡଦାଣ୍ଡରେ କିଛି ସମୟ ପାଇଁ…

ରଥଯାତ୍ରାରେ ଉଡିବନି ଡ୍ରୋନ, ଟ୍ୱିଟ କରି କଟକଣା ଜାରି କଲେ ପୁରୀ ପୋଲିସ

ପୁରୀ: ଚଳିତ ବର୍ଷ ରଥଯାତ୍ରା ୨୦ ଜୁନରେ ପାଳିତ ହେବ । ଏନେଇ ଅନେକ ପ୍ରସ୍ତୁତି ଚାଲିଥିବା ବେଳେ ମହାପ୍ରଭୁଙ୍କ ଫଟୋ ଏବଂ ଭିଡିଓ ଭାଇରାଲକୁ ନେଇ କିଛି କଟକଣା ଜାରି ହୋଇଛି । ରଥଯାତ୍ରା ସମୟରେ ଉପରେ କୌଣସି ଡ୍ରୋନ ଉଡିବ…

ଶନି ଦେବଙ୍କ ଆଶୀର୍ବାଦ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଭାଗ୍ୟ ଉଜ୍ଜ୍ୱଳ ହେବା ଆରମ୍ଭ କରେ

ଶନି ଦେବ ଶୁଭ ସଙ୍କେତ: ଜ୍ୟୋତିଷ ଶାସ୍ତ୍ରରେ ସପ୍ତାହର ସାତ ଦିନ ଗୋଟିଏ ଦେବତା ବା ଗ୍ରହ ପାଇଁ ଉତ୍ସର୍ଗୀ ହୋଇଥାଏ । ଶନିବାର ଶନି ଦେବଙ୍କ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ଶନି ଦେବଙ୍କ ଆଶୀର୍ବାଦ…

ଅମରନାଥ ଯାତ୍ରା ପାଇଁ ଜାରି ହେଲା ଫୁଡ୍ ମେନ୍ୟୁ, ଏହି ଖାଦ୍ୟ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଆପଣ ଅମରନାଥ ଯାତ୍ରା (ଅମରନାଥ ଯାତ୍ରା ୨୦୨୩) କୁ ଯାଉଛନ୍ତି ଯାହା ଚଳିତ ବର୍ଷ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି? ତେଣୁ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ… ବାସ୍ତବରେ, ଆପଣ ଥଣ୍ଡା ପାନୀୟ, କ୍ରଞ୍ଚି…

ସ୍ନାନପୂର୍ଣ୍ଣିମା ପରେ ଅଣସର ଘରେ କାହିଁକି ରୁହନ୍ତି ଶ୍ରୀଜଗନ୍ନାଥ, ଜାଣନ୍ତୁ ମହାପ୍ରଭୁଙ୍କ ରହସ୍ୟମୟ ପରମ୍ପରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ପ୍ରଭୁ ନୁହଁନ୍ତି, ସେ ସମଗ୍ର ବିଶ୍ୱର ଦେବତା ଅଟନ୍ତିା ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ କରାଯାଏ । ସବୁ ପର୍ବପର୍ବାଣୀ ମଧ୍ୟରୁ ରଥଯାତ୍ରା ହେଉଛି ବିଶ୍ୱ…

ରଥଯାତ୍ରାର ୧୫ ଦିନ ପୂର୍ବରୁ ଅସୁସ୍ଥ ହୋଇପଡନ୍ତି ମହାପ୍ରଭୁ, ଜାଣନ୍ତୁ ଏଥିରେ ଜଡିତ ଥିବା ପ୍ରଥା

ପୁରୀ:ସାଧାରଣତଃ ପ୍ରତ୍ୟେକ ପ୍ରାଣୀଙ୍କୁ କିଛି ନା କିଛି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। କିନ୍ତୁ ବର୍ଷରେ ଏମିତି କିଛି ସମୟ ଅଛି ଯେତେବେଳେ ପ୍ରଭୁ ଜଗନ୍ନାଥ ମଧ୍ୟ ଅସୁସ୍ଥ ହୋଇ ୧୫ ଦିନ ଚିକିତ୍ସିତ ହୁଅନ୍ତି। ଏହି…