fbpx
Browsing Category

ବିଦେଶ

ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କ ମୃତ୍ୟୁ: ଋଷ ସେନା ତରଫରୁ ଲଢ଼ୁଥିଲେ

ନୂଆଦିଲ୍ଲୀ: ଋଷ ସେନା ତରଫରୁ ଯବାନ ଭାବେ ଲଢ଼ୁଥିବା ଆଉ ଜଣେ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ଏହା ପୂର୍ବରୁ ଏକ ଭିଡିଓ ଜାରି କରି ଋଷରେ ଫଶି ରହିଥିବା ୭ ଜଣ ପଞ୍ଜାବୀ ଯୁବକ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.…

୨୯ ମାସ ମଧ୍ୟରେ ୨୧୭ ଥର କରୋନା ଟିକା ନେଇଥିଲେ ଏହି ବ୍ୟକ୍ତି; ଜାଣନ୍ତୁ କ’ଣ ହେଲା ତାଙ୍କ ସହ…

ନୂଆଦିଲ୍ଲୀ: ଜର୍ମାନୀରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ଡାକ୍ତରୀ ପରାମର୍ଶ ବିନା ୨୧୭ ଥର ଟିକା ଦିଆଯାଇଛି। ଏହି ଅଜବ ଘଟଣା 'ଦ ଲାନସେଟ୍ ଇନଫେକ୍ସିଆସ୍ ଡିଜିଜ୍' ପତ୍ରିକାରେ ରେକର୍ଡ କରାଯାଇଛି। ଲାନସେଟ୍ ରିପୋର୍ଟ…

ଏଠାରେ ବାୟୁ ପ୍ରଦୂଷଣ ଜନିତ ରୋଗରେ ଚିକିତ୍ସିତ ହେଲେଣି ୧୦ ନିୟୁତରୁ ଅଧିକ ଲୋକ

ନୂଆଦିଲ୍ଲୀ : ଏଠାରେ ବାୟୁ ପ୍ରଦୂଷଣ ଜନିତ ରୋଗରେ ଚିକିତ୍ସିତ ହେଲେଣି ୧୦ ନିୟୁତରୁ ଅଧିକ ଲୋକ। ଏକ ସୂଚନା ଆଧାରରେ ଦେଖିଲେ ଗତବର୍ଷ ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଜନିତ ରୋଗପାଇଁ ୧୦ ନିୟୁତରୁ ଅଧିକ ଲୋକ ଚିକିତ୍ସା…

WMO ପକ୍ଷରୁ ଚେତାବନୀ: ଅସହ୍ୟ ଗରମ, ପ୍ରାକୃତିକ ବିପର୍ଯ୍ୟୟ, ଅସ୍ୱାଭାବିକ ବର୍ଷା ବଢ଼ାଇପାରେ ଦେଶବାସୀଙ୍କ ଚିନ୍ତା

ନୂଆଦିଲ୍ଲୀ: ଆଗକୁ ଭୟଙ୍କର ଗରମ ଅନୁଭୂତ ହୋଇପାରେ । ଏଥିସହିତ ମୌସୁମୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି କାରଣରୁ ଏଲ ନିନୋ ଦୁର୍ବଳ ହୋଇପାରେ । ଆସନ୍ତା ତିନି ମାସରେ ବିଶ୍ୱର ଅଲଗା ଅଲଗା ସ୍ଥାନରେ ପାରା…

ଇସ୍ତଫା ଦେଲେ ପେରୁ ପ୍ରଧାନମନ୍ତ୍ରୀ ; ମହିଳାଙ୍କୁ ସାହାଯ୍ୟ କରିବା ଅଭିଯୋଗ କାରଣରୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ପେରୁର ପ୍ରଧାନମନ୍ତ୍ରୀ ଅଲବର୍ଟୋ ଓଟାରୋଲା ମଙ୍ଗଳବାର (ମାର୍ଚ୍ଚ ୫)ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଏହି ବଡ ନିଷ୍ପତ୍ତି ନେଇଥିଲେ କାରଣ ଜଣେ ଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ ନିଜ ଶକ୍ତି…

ଆକାଶରେ ନଜର ଆସିଲା ରହସ୍ୟମୟୀ ଚିତ୍ର, ଲୋକେ କହିଲେ ଆଗାମୀ ଦିନରେ ହେବ ଏଲିଅନର ଆକ୍ରମଣ!

ନୂଆଦିଲ୍ଲୀ: ଆମ ଏଇ ପୃଥିବୀରେ ବହୁ ସମୟରେ ଏପରି ପ୍ରାକୃତିକ ଘଟଣାମାନ ଘଟିଥାଏ ଯାହା ବିଷୟରେ ଭାବିଲେ ଆମେ ଚକିତ ହୋଇପଡୁ । ବହୁ ସମୟରେ ଏପରି ଘଟଣା ଘଟିଥାଏ ଯାହା ଆଗାମୀ ଦିନରେ କିଛି ବଡ ବିପଦକୁ ନେଇ ମନକୁ…

(Video) ଜାଲିଆତି କରି ଭାରତୀୟଙ୍କୁ ସେନାରେ ଭର୍ତ୍ତି କରୁଛି ରୁଷ୍; ଭିଡିଓରେ ଦୁଃଖ ବଖାଣିଲେ ୭ ପଞ୍ଜାବୀ ଯୁବକ

ନୂଆଦିଲ୍ଲୀ: ରୁଷ୍ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଭାରତୀୟଙ୍କୁ ଧୋକା ଦେଇ ସେନାରେ ଭର୍ତ୍ତି କରୁଛି ରୁଷ୍। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ପ୍ରଶିକ୍ଷଣ ଦେଉଥିବା ଅଭିଯୋଗ। ଭିଡିଓ ମାଧ୍ୟମରେ ଅଭେଯୋଗ…

୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

ଓଡ଼ିଶା ଭାସ୍କର: ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ…

ପାକିସ୍ତାନରେ ପ୍ରବଳ ତୁଷାରପାତ-ବର୍ଷା; ୩୫ ମୃତ, ଭାଙ୍ଗିଲା ଶହ ଶହ ଘର

ନୂଆଦିଲ୍ଲୀ : ପାକିସ୍ତାନରେ ହଠାତ୍ ତୁଷାରପାତ ଓ ବର୍ଷା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି । ଜମି ଖସିବା କାରଣରୁ ଅନେକ ଘର ମଧ୍ୟ…

ମେ’ ୧୦ ପରେ ସାଧା ପୋଷାକରେ ବି ଭାରତୀୟ ଯବାନଙ୍କୁ ଅନୁମତି ମିଳିବ ନାହିଁ; ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ

ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ମେ ୧୦ ପରେ କୌଣସି ଭାରତୀୟ ସୈନିକ ସାଦା ପୋଷାକ ପିନ୍ଧିଥିଲେ ମଧ୍ୟ ତାଙ୍କ ଦେଶ ଭିତରେ ଉପସ୍ଥିତ ରହିବେ ନାହିଁ। ଗତ ସପ୍ତାହରେ ଭାରତରୁ ଏକ…