Browsing Category

ବିଦେଶ

ମ୍ୟାଲେରିଆ ବିରୋଧ ଲଢେଇରେ ଐତିହାସିକ ପଦକ୍ଷେପ: କାମେରୁନ ଆରମ୍ଭ କଲା ଦୁନିଆର ପ୍ରଥମ ରୁଟିନ୍ ଟିକା ପୋଗ୍ରାମ

ନୂଆଦିଲ୍ଲୀ: ମ୍ୟାଲେରିଆ ଏକ ମାରାତ୍ମକ ମଶା ଜନିତ ରୋଗ, ଯେଉଁଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ, ବିଶେଷ କରି ଆଫ୍ରିକାରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି ରୋଗ ବିରୋଧ…

କାନାଡ଼ା ସରକାରଙ୍କ ବଡ଼ ନିଷ୍ପତ୍ତି, ରଦ୍ଦ ହେବ Student Visa

ଓଟାୱା: ଆଜିକାଲି ଅନେକ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ କାନାଡ଼ାରେ ପଡ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । କାନାଡ଼ା ସରକାର…

‘ରାମ ନାମ’ ଗୀତ ଶୁଣି ଆମେରିକାରେ ଝୁମିଲେ ଏହି ମହିଳା, ୧୪ ଡ୍ରିଗ୍ରୀ ଶୀତକୁ ନମାନି ଲେହେଙ୍ଗା ପିନ୍ଧି କଲେ ଡ୍ୟାନ୍ସ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଦେଶ ବିଦେଶରେ ରାମ ନାମର ଧ୍ୱନୀ ଗୁଞ୍ଜରିତ ହେଉଛି । ଏହା ସହ ସୋସିଆଲ ମିଡ଼ିଆରେ ଭଗବାନ ଶ୍ରୀ ରାମଙ୍କ ସହ ଜଡ଼ିତ ଅନେକ ଗୀତ ମଧ୍ୟ…

ବିଦେଶରେ ଲାଇଭ୍ ଟେଲିକାଷ୍ଟ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଦେଶବାସୀଙ୍କ ମନରେ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି । ସେହିପରି ବିଦେଶରେ ମଧ୍ୟ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ଦେଖିବାକୁ ମିଳିଛି । ବିଦେଶରେ…

ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ନୁହେଁ; ବେସାମରିକ ବିମାନ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଶନିବାର ରାତିରେ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଭାରତର ନୁହେଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବାସ୍ତବରେ ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମରୁ ଏଭଳି…

ଆମେରିକା ବିଦ୍ୟାଳୟରେ ପଢ଼ାଯିବ ହିନ୍ଦୀ ଭାଷା

ନୂଆଦିଲ୍ଲୀ: ଏଣିକି ଆମେରିକା ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୀକୁ ବିଶ୍ୱ ଭାଷା ଭାବେ ସାମିଲ କରାଯାଇଛି । ସିଲିକନ୍ ଭ୍ୟାଲିର ୨ଟି ସରକାରୀ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷା ଦିଆଯିବ । ଚଳିତ ବର୍ଷ ଅଗଷ୍ଟ ମାସରୁ ହିନ୍ଦୀ…

ସାଧାରଣତନ୍ତ୍ର ଦିବସରେ ସାମିଲ ହେବା ପାଇଁ ତାଲିବାନ୍ ରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: UAEରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଆବୁଧାବି ସ୍ଥିତ ଭାରତୀୟ ଦୂତାବାସ ତାଲିବାନ୍ ରାଷ୍ଟ୍ରଦୂତ Badruddin Haqqaniଙ୍କୁ ଏହି ଉତ୍ସବରେ ଯୋଗ ଦେବା ପାଇଁ…

ମାଳଦ୍ୱୀପରେ ଭାରତୀୟ ଏୟାର ଆମ୍ବୁଲାନ୍ସକୁ ମିଳିଲାନି ଅନୁମତି, ୧୪ ବର୍ଷୀୟ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: ନିକଟରେ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ବିବାଦ ବିଷୟରେ କିଏ ନ ଜାଣିଛି କହିଲେ । ଏନେଇ ଶନିବାର ମାଳଦ୍ୱୀପ ଏକ ଭାରତୀୟ ବିମାନକୁ ଅନୁମତି ନ ଦେବା କାରଣରୁ ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ…

ତଲାକ୍ ନଦେଇ ଅନ୍ୟ ଜଣଙ୍କୁ ମ୍ୟାରେଜ୍ କରିହେବ କି? ସାନିଆଙ୍କୁ ତଲାକ୍ ନଦେଇ ଶୋଏବ କିପରି ଅଭିନେତ୍ରୀ ସନାଙ୍କୁ ବାହାହେଲେ, ଖୋଲିଲା ବଡ଼ ରହସ୍ୟ

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ତୃତୀୟ ବିବାହ କରିଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ । ଶୋଏବ-ସନାଙ୍କ ବିବାହ ସମୟର ଫଟୋ ଆଜି ସୋସିଆଲ ମିଡ଼ିଆରେ…

ପୁଣି ଭାରତ ଭିତରକୁ ପ୍ରବେଶ କଲେ ମିଆଁମାର ସେନା: କ’ଣ ରହିଛି ଉଦ୍ଦେଶ୍ୟ?

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ମିଆଁମାରରେ ବର୍ତ୍ତମାନ ତିକ୍ତତା ଲାଗି ରହିଛି । ଏହାର ପ୍ରଭାବ କେବଳ ମିଆଁମାର ଦେଶ ନୁହେଁ, ଭାରତର ସୀମାରେଖାରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ମିଆଁମାରର କିଛି ସୈନ୍ୟବାହିନୀ…