Browsing Category

ବିଦେଶ

ସୋସିଆଲ ମିଡିଆରେ ଭଗବାନ ହନୁମାନଙ୍କୁ ଅପମାନିତ କରି ସାମ୍ବାଦିକ ଗିରଫ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭଗବାନ ହନୁମାନଙ୍କୁ ଅପମାନିତ କରି ଜଣେ ପାକିସ୍ତାନୀ ସାମ୍ବାଦିକ ଗିରଫ ହୋଇଛନ୍ତି । ପାକିସ୍ତାନର ସିନ୍ଧ ପ୍ରଦେଶରେ ପାକିସ୍ତାନୀ ସାମ୍ବାଦିକ ଭଗବାନ୍ ହନୁମାନଙ୍କ ଉପରେ ବିବାଦୀୟ ପୋଷ୍ଟ…

LGBTQ ବିରୋଧରେ ପାରିତ ହେଲା ନୂଆ ବିଲ,ଏଣିକି ସମଲିଙ୍ଗୀ ଯୌନ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡ!

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଉଗାଣ୍ଡାର ସଂସଦ ମଙ୍ଗଳବାର ଦିନ ଏକ ବିଲ୍ ପାରିତ କରିଛି ଯେଉଁଥିରେ ସମଲିଙ୍ଗୀ ଯୌନ ସମ୍ପର୍କ ବିଷୟରେ ସୂଚନା ଦିଆଯାଇଛି । ଏହି ବିଲ୍ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ସମଲିଙ୍ଗୀ ସମ୍ପର୍କ ସହ…

‘ଜେସା କୁ ତେସା’ ନୀତି ଆପଣାଇଲେ ଭାରତ ସରକାର, ତୁରନ୍ତ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ବାହାରେ ସୁରକ୍ଷା ବଢିଲା

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ଭାରତୀୟ ଦୂତାବାସ ଆଗରେ ଖଲିସ୍ତାନ ସମର୍ଥକଙ୍କ ଆକ୍ରମଣ ତଥା ହିଂସାକୁ ଏଡାଇବା ପାଇଁ ବୁଧବାର ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏଠାରେ ଅଧିକ ପୋଲିସ…

ବାୟୁର ୧୦୦ ଫୁଟ ଉଚ୍ଚତାରେ ଝୁଲୁଛି ଟଏଲେଟ, ଲୋକେ ଦେଖି ଆଶ୍ଚର୍ଯ୍ୟ, ଭାବୁଛନ୍ତି ସେଠାକୁ କିପରି ଯିବେ..

ନୂଆଦିଲ୍ଲୀ: ଯେଉଁ ଜିନିଷ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିରେ ବା ସାଧାରଣ ସ୍ଥାନରେ ଥିବା ଦେଖିଆସିଛୁ ତାହା ବର୍ତ୍ତମାନ ବାୟୁରେ ଝୁଲିବାର ଦେଖିବାକୁ ମିଳୁଛି । ଲୋକେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଦେଖିଲେ…

ପୃଥିବୀ ଶୁଖିଯାଉଛି, କୋଟି କୋଟି ଲୋକ ମଇଳା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ! ଜାତିସଂଘର ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ଏକ ରିପୋର୍ଟ ଜାରି କରି କହିଛି ଯେ ଜଳର ଅତ୍ୟଧିକ ବ୍ୟବହାର ଏବଂ ବିକାଶ ହେତୁ ବିଶ୍ୱରେ ଜଳ ସ୍ତର କମି ଯାଉଛି । ଜଳକୁ ମାନବିକତାର ଜୀବନ ରକ୍ତ ବୋଲି ବର୍ଣ୍ଣନା କରି ରିପୋର୍ଟରେ କୁହାଯାଇଛି…

(Video) ସାମ୍ବାଦିକଙ୍କ ସାହସକୁ ବିଶ୍ୱରେ ପ୍ରଶଂସା: ଭୂକମ୍ପରେ ଷ୍ଟୁଡିଓ କମ୍ପୁଥିଲା, ତଥାପି ଲାଇଭ୍ ଶୋ’ ଚାଲିଥିଲା

ନୂଆଦିଲ୍ଲୀ: ଗତକାଲି ଭାରତ ଓ ପାକିସ୍ତାନରେ ଭୟଙ୍କର ଭୂକମ୍ପ ଦେଖିବାକୁ ମିଳିଥିଲା । ଭାରତର ରାଜଧାନୀ ଦିଲ୍ଲୀରେ ଗତକାଲି ରାତି ପାଖାପାଖି ୧୦ଟା ସମୟରେ ୬.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ସେହିପରି…

World Water Day ଇତିହାସ ଜାଣନ୍ତୁ: କେବେଠାରୁ ଓ କାହିଁକି ବିଶ୍ୱ ଜଳ ଦିବସ ପାଳନ କରାଯାଉଛି

ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ମାସ ୨୨ ତାରିଖରେ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି । ଜଳର ଭୂମିକା ମାନବ ସଭ୍ୟତା ସହିତ ସମଗ୍ର ବିଶ୍ୱର ପ୍ରତ୍ୟେକ ଜୀବଜନ୍ତୁ, ସରିସୃପ, ବୃକ୍ଷଲତାଙ୍କ ପାଇଁ ଅତ୍ୟନ୍ତ…

ନୂଆ ଭାରିଆଣ୍ଟ XBB1.16କୁ ନେଇ ଭାରତରେ ଚିନ୍ତା ବଢ଼ିଲା: ବିଶ୍ୱର ୧୨ଟି ଦେଶକୁ ବ୍ୟାପିଲା ସଂକ୍ରମଣ, ଆସିଲା WHO ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନୂଆ ମାମଲା ଗତ କିଛିଦିନ ଧରି ବଢ଼ୁଥିବା ଦେଖାଯାଉଛି । ତେବେ ଏହି ନୂଆ ମାମଲା ବୃଦ୍ଧିର କାରଣ ଏକ୍ସବିବି୧.୧୬ ଭାରିଆଣ୍ଟ ବୋଲି କୁହାଯାଉଛି । ଏହା ମଧ୍ୟରେ ଏହି ଭାରିଆଣ୍ଟ ବିଶ୍ୱର…

କ୍ରିକେଟ ଖେଳି ଫେରୁଥିବା ନେତାଙ୍କ କାରରେ ରକେଟ ଆକ୍ରମଣ, ୧୦ ମୃତ

ଇସଲାମାବାଦ: ପାକିସ୍ତାନରେ ଆର୍ଥନୀତି ପରିସ୍ଥିତି ଠିକ୍ ନଥିବା ବେଳେ ଆନ୍ତରିକ ଅବସ୍ଥା ସୋଚନୀୟ ହୋଇ ପଡିଛି । ଏବଟାବାଦର ମୂକ୍ୟ ବିପକ୍ଷ ପାର୍ଟୀ ପିଟିଆଇର ଏକ ସ୍ଥାନୀୟ ନେତାଙ୍କୁ ଲକ୍ଷ ରଖାଯାଇ ହତ୍ୟା କରାଯିବା ଘଟଣା…

ଟ୍ୟାପ୍ ପାଣିରେ ମୁହଁ ଧୋଇବାରୁ ଜୀବନ ଚାଲିଗଲା! ଆପଣଙ୍କ ସହ ବି ଏମିତି ହୋଇପାରେ, ସତର୍କ ହୁଅନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ଆମ ଚାରିପାଖର ପରିବେଶ ବେଳକୁ ବେଳ ଖରାପ ଆଡ଼କୁ ଗତି କରୁଛି । ଜଳ, ବାୟୁ ସବୁ ପ୍ରଦୂଷିତ ହେବା ସହ ମଣିଷ ପାଇଁ ତାହା ଅନେକ ଭୟଙ୍କର ରୋଗ ସୃଷ୍ଟି କରୁଛି । ତେବେ ସାଧାରଣ ଭାବେ ଆମେମାନେ ବ୍ୟବହାର…