Browsing Category
ବିଦେଶ
ବିଟ୍ରେନରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଦେଲେ ସୂଚନା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଭାରତ, ବ୍ରିଟେନ୍, ବ୍ରାଜିଲ ଓ ଚୀନ ସମେତ ଅନେକ ବଡ଼ ବଡ଼ ଦେଶରେ ପହଞ୍ଚିସାରିଛି । ଏହାରି ମଧ୍ୟରେ ବ୍ରିଟେନରୁ ଆସିଛି ଏକ ବଡ଼ ଖବର…
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ କରୋନା: ଦୁଇ ଡୋଜର ଟିକା ନେଇ ସାରିଛନ୍ତି
ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି । ଦକ୍ଷିଣ ଆଫ୍ରିକାରୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇ ସମଗ୍ର ବିଶ୍ୱକୁ ଥରହର କରୁଥିବା ବେଳେ ଏହାର ରାଷ୍ଟ୍ରପତି ବର୍ତ୍ତମାନ କରୋନାରେ…
ସାମନାକୁ ଆସିଲା ଆମେରିକାରେ ହୋଇଥିବା ‘ଟର୍ଣ୍ଣାଡୋ’ର ଭିଡିଓ, ନେଇଛି ୧୦୦ ଜଣଙ୍କ ଜୀବନ; ଦେଖନ୍ତୁ ଛାତିଥରା ଦୃଶ୍ୟ
ୱାଶିଂଟନ: ଆମେରିକାରେ ହୋଇଥିବା ଭୟଙ୍କର ଝଡ଼ ବା ଟର୍ଣ୍ଣାଡୋ ମାତ୍ରାଧିକ କ୍ଷତି ଘଟାଇଛି । ୩୨୦ କିମି ଘଣ୍ଟାପ୍ରତି ବେଗରେ ମାଡ଼ି ଆସିଥିବା ଏହି ପ୍ରାକୃତିକ ଝଡ଼ ଆମେରିକାର ୬ଟି ରାଜ୍ୟରେ ଅନେକ କ୍ଷୟକ୍ଷତି ଘଟାଇଛି । ତେବେ…
୨୪ ଘଣ୍ଟା ଭିତରେ ୧୦ ଥର କରୋନା ଟିକା ଲଗାଇଲେ ଜଣେ ବ୍ୟକ୍ତି, ଆଉ ତା’ପରେ…
ନ୍ୟୁଜିଲ୍ୟାଣ୍ଡ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଣେ ବ୍ୟକ୍ତି କରୋନା ଟିକାକୁ ନେଇ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ସେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଥର…
ଆମେରିକାରେ ବାତ୍ୟାର ଭୟଙ୍କର ପରିଣାମ, ବର୍ତ୍ତମାନ ସୁଦ୍ଧା ୮୪ ଜଣଙ୍କର ମୃତ୍ୟୁ
ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ଭୟଙ୍କର ବାତ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୮୪ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।…
ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ, କହିଲା- ଏହି ସଂଗଠନ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର
ନୂଆଦିଲ୍ଲୀ : ସୁନ୍ନି ଇସଲାମି ଅତିବାଦୀ ସଂଗଠନ ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ। ସରକାର ଏହି ସଂଗଠନକୁ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର ବୋଲି କହିଛନ୍ତି। ସାଉଦି ଇସଲାମିକ ମାମଲାର ମନ୍ତ୍ରଣାଳୟ ତବଲିଗି…
ଆମେରିକାରେ ବାତ୍ୟା ରଚିଲା ତାଣ୍ଡବ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା
ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ବାତ୍ୟା ଯୋଗୁଁ ପ୍ରାୟ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । କେଣ୍ଟୁକିର ରାଜ୍ୟପାଳ ଏଣ୍ଡି…
କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍
କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଆସିଥିବା…
ଓମିକ୍ରୋନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବନ୍ଦ
ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରୋନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଏହି…
ବିପିନ ରାୱତଙ୍କ ବିୟୋଗରେ ପାକିସ୍ତାନୀ ସୈନ୍ୟଙ୍କ ଟ୍ୱିଟ୍; କହିଲେ ଏମିତି
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ, ଏବଂ ବରିଷ୍ଠ ସେନାକର୍ମଚାରୀ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା…