Browsing Category
ବିଦେଶ
ମଣିଷ ଚାହିଁଲେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ: ଅବିଶ୍ୱାସ ହେଉଛି କି, ପଢ଼ନ୍ତୁ କ’ଣ କହୁଛି ଅଧ୍ୟୟନ
ନୂଆଦିଲ୍ଲୀ: ଯଦି ଆପଣଙ୍କୁ କିଏ ପ୍ରଶ୍ନ କରେ ଏଇ ଶତାବ୍ଦୀର ସବୁଠାରୁ ବଡ଼ ଇଚ୍ଛା କ’ଣ, ତେବେ ଆପଣ କ’ଣ ଉତ୍ତରଦେବେ ଜାଣିଛନ୍ତି କି? ତାହା ହେଉଛି ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚି ରହିବା, ଯେଉଁ ଇଚ୍ଛା କାହାର ବି ପୂରଣ ହୁଏ…
ବିଦେଶୀ ଟିକା କମ୍ପାନିଙ୍କ ପାଇଁ କୋହଳ ହେଲା ନିୟମ, DCGIଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏଣିକି ଭାରତରେ ବିଦେଶୀ ଟିକା ଉପଲବ୍ଧ ହେବା ପାଇଁ ରାସ୍ତା ଆହୁରି ସହଜ ହୋଇଛି । ଦେଶର ସର୍ବୋଚ୍ଚ ଔଷଧ ସଂଞ୍ଚାଳନ ସଂସ୍ଥା DCGI ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।…
ସମୁଦ୍ର ମଧ୍ୟରୁ ମିଳିଲା ଏକ ଅଦ୍ଭୂତ ଜିନିଷ: ପରେ ଜଣାପଡ଼ିଲା ଏହାର ମୂଲ୍ୟ କୋଟି ଉପରେ, ରାତାରାତ୍ ମାଲାମାଲ୍ ହେଲେ ୩୫ ମତ୍ସ୍ୟଜୀବୀ
କୁହାଯାଏ, ଭାଗ୍ୟ କେତେବେଳେ କାହାର ସାଥ୍ ଦେବ, ତାହା କହିହେବ ନାହିଁ । ଭାଗ୍ୟ ବଳରେ ଜଣେ ସାଧାରଣ ମଣିଷ ବି କମ୍ ସମୟ ମଧ୍ୟରେ ବହୁତ କିଛି ହାସଲ କରିପାରିବ । ୟେମେନର କିଛି ମତ୍ସ୍ୟଜୀବୀଙ୍କ ଭାଗ୍ୟ ଏହିପରି ଭାବରେ…
ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ପାରନ୍ତି ଆଣ୍ଡରସନ୍
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଦୁନିଆର ସର୍ବକାଳୀନ ଟେଷ୍ଟ ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଲ ଇଂଲଣ୍ଡର ଜେମ୍ସ ଆଣ୍ଡସରନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ
ଏକ ରେକର୍ଡର ସମକକ୍ଷ ହୋଇ ପାରନ୍ତି । ଆଣ୍ଡରସନ ସମର…
ବ୍ୟାପିଲା H10N3 ବାର୍ଡ ଫ୍ଲୁ ! ଚୀନର ୪୧ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ
ନୂଆଦିଲ୍ଲୀ: ବାର୍ଡ ଫ୍ଲୁର H10N3 ଭ୍ୟାରିଏଣ୍ଟରେ ପ୍ରଥମ ଥର ପାଇଁ ସଂକ୍ରମିତ ହୋଇଛି ମଣିଷ । ଆଉ ଏହି ମାମଲା ଆସିଛି ସେହି ବିବାଦୀୟ ଦେଶ ଚୀନର ଝୋନଝିଆଙ୍ଗ ସହରରରୁ । ଏନେଇ ସୂଚନା ଦେଇଛନ୍ତି ଚୀନର ରାଷ୍ଟ୍ରୀୟ…
କୋଟିପତି ଭିକାରୀ: ହ୍ୱିଲ ଚେୟାରରେ ବୁଲିବୁଲି ଭିକ ମାଗୁଥିବା ମହିଳାଙ୍କ ଆକାଉଣ୍ଟରୁ ମିଳିଲା ୧କୋଟି ୪୨ ଲକ୍ଷ ଟଙ୍କା, ଗିରଫ କଲା ପୁଲିସ୍
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ୧କୋଟି ୪୨ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ ଏହି ମହିଳା ଜଣକ ୫ଟି କୋଠାର ମାଲିକ ମଧ୍ୟ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ…
ଏଠାରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ସହ ନାଚଗୀତ କରନ୍ତି ଲୋକେ, ଜାଣନ୍ତୁ ଏକ ଅଜବ ପରମ୍ପରା ବିଷୟରେ
ମାଡାମାସ୍କର: ଆମେ ସାଧାରଣତଃ ଖୁସି ଅବସରରେ ନାଚଗୀତ କରୁ ତଥା ମଉଜ ମଜଲିସ୍ କରୁ । ଯେମିତିକି କିଛି ଖୁସିର ମୁହୁର୍ତ୍ତ ଜନ୍ମଦିନ, ବିବାହ ସମୟରେ ଆମେ ନାଚଗୀତ କରି ଉପଭୋଗ କରୁ । ହେଲେ ଶବ ସତ୍କାର କରିବା ସମୟରେ ନାଚଗୀତ…
ସେନା ଓ ସରକାରଙ୍କ ବିରୋଧରେ କହିପାରିବନି ମିଡିଆ, ପାକିସ୍ତାନରେ ନୂଆ ନିୟମକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗର କଳଙ୍କକୁ ମୁଣ୍ଡାଇ ଆସିଥିବା ପାକିସ୍ତାନ ସରକାର ନିଜ ଦେଶରେ ପୁଣି ଏକଛତ୍ରବାଦ ଶାସନ ଚଳାଇବାକୁ ପ୍ରୟାସ କରୁଥିବା ଭଳି ଖବର ଆସିଛି । ଦେଶରେ ଜାରି ହୋଇଥିବା ଏକ…
୭ ବର୍ଷର ବାଳକ ସାଜିଲା ହିରୋ: ନଦୀର ସ୍ରୋତରେ ଭାସିଯାଉଥିବା ବାପା ଓ ଭଉଣୀଙ୍କୁ ବଞ୍ଚାଇବା ପାଇଁ ୧ ଘଣ୍ଟା ଧରି ପହଁରିଲା
ୱାଶିଂଟନ: ଜଣେ ୭ ବର୍ଷର ବାଳକ ନିଜର ସାହସିକତାର ପ୍ରମାଣ ଦେଇଛନ୍ତି । ସେ ନିଜର ବାପା ଓ ଭଉଣୀଙ୍କୁ ଉଦ୍ଧାର କରିବା ପାଇଁ ୧ ଘଣ୍ଟା ପାଇଁ ପାଣିରେ ପହଁରିଥିଲେ । ଷ୍ଟିଭେନ୍ ପାଉଷ୍ଟ ନାମକ ଜଣେ ବ୍ୟକ୍ତି ନିଜର ଦୁଇ…
ମିଳିଲା କୋଭିଡରେ ସଂକ୍ରମିତ ହୋଇଥିବା ପ୍ରଥମ ରୋଗୀ, ଚୀନ ଉପରେ ବଢ଼ିଲା ଅନ୍ତଜାର୍ତୀୟ ଚାପ
ନୂଆଦିଲ୍ଲୀ: ଚୀନରୁ କୋଭିଡ୍-୧୯ ଭୁତାଣୁର ଉତ୍ପତ୍ତି ହୋଇଛି କି ନାହିଁ ଜାଣିବା ପାଇଁ ବିଭିନ୍ନ ଅନ୍ତଜାର୍ତୀୟ ରାଷ୍ଟ୍ର ଅଣ୍ଟା ଭିଡିଥିବା ବେଳେ ଏକ ବଡ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି । ଯାହା ସ୍ପଷ୍ଟ ରୂପେ…