Browsing Category
ବିଦେଶ
ସମୁଦ୍ରରେ କାଗଜପତ୍ର ଭସାଉଥିବା ବେଳେ ଚୋକସିଙ୍କୁ ଧରିଥିଲେ ପୋଲିସ, ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଧରା ପଡିଛି । ଚୋକସି ଡୋମିନିକାରୁ କ୍ୟୁବା ଫେରାର ମାରିବାକୁ ଚାହୁଁଥିଲା ।…
ଟିକାକରଣରେ ବିଶ୍ୱସ୍ତରରେ ଭାରତର ସ୍ଥାନ ଦ୍ୱିତୀୟ
ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଭୟଙ୍କର ସାବ୍ୟସ୍ତ ହୋଇଥିବା ବେଳେ ବର୍ତ୍ତମାନ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । ଦେଶରେ ତୃତୀୟ ପର୍ୟ୍ୟାୟ ଟିକାକରଣ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତ…
ପୁଣି ବ୍ୟାପିଲାଣି ବ୍ୟୁବୋନିକ୍ ପ୍ଲେଗ୍, ବଢ଼ୁଛି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ଏବେ ଆଉ ରୋଗ ବିପଦ ହୋଇ ଠିଆ ହୋଇଛି । ମହାମାରୀ କାରଣରୁ ଅନେକ ଲୋକ ଏବେ ହନ୍ତସନ୍ତ ହେଉଥିବା ବେଳେ ଆଫ୍ରିକାର କଙ୍ଗୋରେ ପୁଣି ମାତିଛି ବ୍ୟୁବୋନିକ ପ୍ଲେଗ । ଆଫ୍ରିକାର ନାଗରିକ…
ଶେଷରେ ଧରାପଡିଲା PNB ଦୁର୍ନୀତି ମାମଲାର ଅଭିଯୁକ୍ତ ମେହୁଲ୍ ଚୋକ୍ସି, ଡୋମିନିକାରୁ ସିଧା ଫେରିବ ଭାରତ !
ନୂଆଦିଲ୍ଲୀ : ପଂଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବି ଦୁର୍ନୀତି ମାମଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଶେଷରେ ଧରାପଡିଛି । ଆଣ୍ଟିଗୁଆ ମିଡିଆରେ ବୁଧବାର ଦିନ ନେଇ ଦାବି କରାଯାଇଛି । ସୂଚନା…
କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୧୧ ହଜାର ଟପିଲା
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୧୧ ହଜାର ୭୩୯ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୯୦ ଲକ୍ଷ ୬୭…
କରୋନା ପାଇଁ ଏଥର ଟିକା ବଦଳରେ ଆସିଗଲା ନୂଆ ଔଷଧ!
ଗବେଷକ ତଥା ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ନୂଆ ଔଷଧ ପ୍ରଥମରୁ କରୋନା ସଂକ୍ରମିତ ହେବାରୁ ରକ୍ଷାକରେ ଏବଂ ସଂକ୍ରମିତ ହୋଇଥିବା ଲୋକଙ୍କୁ ମଧ୍ୟ ସୁସ୍ଥ କରିପାରିବ ।
କ୍ୟାଟରପିଲର୍ ଫଙ୍ଗସ୍ ହେଉଛି ଦୁନିଆର ସବୁଠାରୁ ଦାମୀ ଫଙ୍ଗସ୍, ଜାଣନ୍ତୁ ଏ ସର୍ମ୍ପକରେ କିଛି ଅଧିକ
ଓଡିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ ପରେ ଏବେ ବ୍ୟାପୁଛି ଆଉ ଏକ ମହାମାରୀ ବ୍ଲାକ୍ ଫଙ୍ଗସ୍ । ବର୍ତ୍ତମାନ ଏହି ନୁତନ ମହାମାରୀ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି । କାରଣ ଏହା କରୋନାରୁ ସୁସ୍ଥ ହେବା ପରେ ଲୋକଙ୍କ…
ଦୁନିଆର ସବୁଠାରୁ ପ୍ରଥମ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପରଲୋକ
ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ପ୍ରଥମେ କରୋନା ଟିକା ନେଇଥିବା ବ୍ୟକ୍ତି ୱିଲିୟମ୍ ସେକ୍ସପିୟରଙ୍କ ପରଲୋକ ହୋଇଛି । ମଙ୍ଗଳବାର ତାଙ୍କର ୮୧ ବର୍ଷରେ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ମୁତାବକ ସେ ଅନେକ ଗୁଡିଏ…
ବିଚିତ୍ର ଏ ବିଶ୍ୱ, ଅଜବ ଏ ଫେଶନ୍: ଚାକିରି କରିବା ପାଇଁ ହେବାକୁ ପଡ଼େ ଉଲଗ୍ନ
ଯଦି ଆମେ ନିଯୁକ୍ତି ବିଷୟରେ ଆଲୋଚନା କରିବା, ତେବେ ଜାଣିବାକୁ ପାଇବା ଯେ, ଏ ଦୁନିଆରେ ବିଭିନ୍ନ ପ୍ରକାରର ଚାକିରି ରହିଛି । ତେବେ କିଛି ଚାକିରି ଅନ୍ୟ ଚାକିରିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଯାହା ଶୁଣିବାକୁ ଅଜବ ଲାଗେ…
ମୁମ୍ବାଇରୁ ଦୁବାଇ ପର୍ଯ୍ୟନ୍ତ ବିମାନରେ ଏକା ଯାତ୍ରା କଲେ, ଭଡ଼ାଦେଲେ ମାତ୍ର ୧୮ ହଜାର
ନୂଆଦିଲ୍ଲୀ: ଏକ ବିମାନରେ ଏକା ଏକା ଯାତ୍ରା କରିବାକୁ କିଏ ବା ନ ଚାହିଁବ? ଏହା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ । ଜଣେ ବ୍ୟକ୍ତି ଯଦି ଧନୀ ହୋଇଥିବ, ତେବେ ଏହା ସମ୍ଭବ ହେବ । ତେବେ ଭାଗ୍ୟ ସାଥ୍ ଦେଲେ ଜଣେ ସାଧାରଣ ଲୋକ…