Browsing Category
ବିଦେଶ
ବିମାନରେ ମାସ୍କ ବଦଳରେ ଅଶ୍ଲୀଳ କପଡ଼ା ପିନ୍ଧିଲେ ଯୁବକ, କର୍ମଚାରୀ ବି ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ
ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ସତର୍କତା ଆହୁରି ବଢ଼ିଯାଇଛି । ପବ୍ଲିକ୍ ଟ୍ରାନ୍ସପୋର୍ଟ, ଟ୍ରେନ୍, ପ୍ଲେନ ସମେତ ଅନେକ ସ୍ଥାନରେ ଲୋକଙ୍କୁ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଜାରି…
ମାନସିକ ରୋଗ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ୨୭ ମୃତ
ନୂଆଦିଲ୍ଲୀ: ଜାପାନ୍ ର ଓସାକାରେ ଥିବା ଏକ ମାନସିକ ରୋଗ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚିକିତ୍ସାଳୟର ୮ ମହଲାରେ ନିଆଁ ଲାଗିଯାଇଥିଲା ।…
(Video) ହସିବା ଓ କାନ୍ଦିବା ଉପରେ କଟକଣା, ନିୟମ ଭାଙ୍ଗିଲେ ମିଳୁଛି କଠୋର ଦଣ୍ଡ
ନୂଆଦିଲ୍ଲୀ: ଅଜବ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ । ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା ଓ ଘର କିଣିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ନିଷେଧାଦେଶ ୧୧ ଦିନ ପାଇଁ ଲାଗୁ ହୋଇଛି ।…
ବୟଫ୍ରେଣ୍ଡ ସହିତ ଭିଡିଓ କଲରେ ମହିଳା କରୁଥିଲେ ରୋମାନ୍ସ; ଅଚାନକ ଏପରି ସମସ୍ୟା ହେଲା ଯିବାକୁ ପଡ଼ିଲା ହସ୍ପିଟାଲ୍! ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ: ପ୍ରେମିକ ସହିତ ଭିଡିଓ କଲ୍ ରେ ରୋମାନ୍ସ କରିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି । କୋଭିଡ୍ ସମୟରେ ଏହି ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଥିଲେ । ତେଣୁ ଭିଡିଓ କଲ୍ ରେ ଦେଖା ଦେଖି…
ବିଟ୍ରେନରେ ବଢ଼ିଲା କରୋନା ଲହର, ଆମେରିକାରୁ ଭାରତ ପର୍ଯ୍ୟନ୍ତ ବିପଦ ଘଣ୍ଟି
ନୂଆଦିଲ୍ଲୀ: କରୋନା ସଂକ୍ରମମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁ ତୀବ୍ରତାରେ କରୋନା ବଢ଼ିଚାଲିଛି, ତାହାକୁ ନେଇ ଚିନ୍ତା ବଢ଼ୁଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ଭାରତର ୧୧ଟି ରାଜ୍ୟରେ ପ୍ରବେଶ କରିଥିବା ବେଳେ ମୋଟ…
ଚୀନର ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଥିଲା କରୋନା ଭାଇରସ୍ ? ହାଭାର୍ଡ ବୈଜ୍ଞାନିକଙ୍କ ବଡ ଖୁଲାସା
ନୂଆଦିଲ୍ଲୀ : କରୋନା ଭାଇରସର ଉତ୍ପତ୍ତିରେ ଚୀନର ରହିଛି ସବୁଠୁ ବଡ ହାତ । ଏଥିପାଇଁ ଡ୍ରାଗନ ଲଗାତାର ଉହାନ ଲ୍ୟାବ୍ ଲିକକୁ ଲୁଚାଇବାରେ ଲାଗି ପଡିଛି । ବ୍ରିଟେନ ସାଂସଦଙ୍କୁ ମିଳିଛି ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ…
ଜଙ୍ଗଲରେ ସ୍କୁଲ ପିଲା ମିଶି କରୁଥିଲେ ମଦ ଓ ସେକ୍ସ ପାର୍ଟି, ୧୬ ଗିରଫ
ନୂଆଦିଲ୍ଲୀ: କେନିୟାର ମୁରଙ୍ଗାର ଏକ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ମାନେ ମଦ ପାର୍ଟି କରିବା ସହିତ ଯୌନ ସମ୍ବନ୍ଧ ରଖୁଥିବା ବେଳେ ଧରାପଡ଼ିଛନ୍ତି । ଏହି ଘଟଣାରେ ସାମିଲ ଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କୁ ପୋଲିସ୍…
ଓମିକ୍ରନ୍ ଭାରିଆଣ୍ଟ୍ ଆଗରେ କମ୍ ପ୍ରଭାବୀ ହେଉଛି କୋଭିଡ୍ ଟିକା, ଡବ୍ଲୁଏଚଓ ଦେଲା ଚେତାବନୀ
ୱାଶିଂଟନ୍: ଓମିକ୍ରନ୍ ଭାରିଆଣ୍ଟ୍ କୁ ନେଇ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ, ବର୍ତ୍ତମାନର କୋଭିଡ୍ ଭାକସିନ୍ ଓମିକ୍ରନ୍ ବିରୋଧରେ କମ୍ ପ୍ରଭାବୀ । ଡବ୍ଲୁଏଚଓ ପକ୍ଷରୁ ପ୍ରାଥମିକ ଯାଞ୍ଚରୁ…
ଡୋମିନିକନ୍ ରିପବ୍ଲିକରେ ପ୍ଲେନ୍ କ୍ରାସ୍, ୯ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଡୋମିନିକନ୍ ରିପବ୍ଲିକ୍ ରୁ ଦୁଃଖଦ ଖବର ସାମନାକୁ ଆସିଛି । ଏଠାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଯାଇଛି । ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ସେଥିରେ ଯାତ୍ରା କରୁଥିବା ୯ ଜଣଙ୍କର ମୃତ୍ୟୁ…
ବିଶ୍ୱରେ ୭୭ଟି ରାଷ୍ଟ୍ରକୁ ସଂକ୍ରମିତ କଲାଣି ଓମିକ୍ରନ୍: ଆଫ୍ରିକାରେ ୮୩ ପ୍ରତିଶତ ବଢିଛି ମାମଲା
ନୂଆଦିଲ୍ଲୀ: ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍ । କରୋନାର ଏହି ନୂତନ ଭାରିଆଣ୍ଟ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଦେଶକୁ ସଂକ୍ରମିତ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୭୭ଟି ରାଷ୍ଟ୍ର…