Browsing Category

ବିଦେଶ

ଏପରି ଏକ ବଗିଚା, ଯେଉଁଠାରେ ନିଶ୍ୱାସ ନେଲେ ଚାଲିଯାଉଛି ଜୀବନ! ୧୦୦ ରୁ ଅଧିକ ଲୋକଙ୍କର ହେଲାଣିି ମୃତ୍ୟୁ

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ରହସ୍ୟମୟ ସ୍ଥାନ ରହିଛି, ଯେଉଁଠାକୁ ଯିବା ମାତ୍ରେ ଲୋକଙ୍କର ମୃତ୍ୟୁ ହେଉଛି । କିଛି ସ୍ଥାନର ତ ନାଁ ଶୁଣିବା ମାତ୍ରେ ଲୋକମାନେ ଭୟରେ ଧରିବାକୁ ଲାଗନ୍ତି । ଇଂଲଣ୍ଡର ଏପରି ଏକ ବଗିଚା…

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ମାତ୍ର କିଛି ଘଣ୍ଟାରେ ଗଲା ପଦବୀ, ଜାଣନ୍ତୁ କଣ ରହିଛି କାରଣ

ସ୍କଟହୋମ୍: ପ୍ରଧାନମନ୍ତ୍ରୀ ହେବାର ମାତ୍ର କିଛି ଘଣ୍ଟା ପରେ ହିଁ ପଦବୀରୁ ଇସ୍ତଫା ଦେଲେ ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମେଗଡାଲେନା ଆଣ୍ଡରସନ୍ । ସଂସଦରେ ବଜେଟ୍ ପ୍ରସ୍ତାବରେ ଆଣ୍ଡରସନ୍ ସରକାରଙ୍କୁ ପରାଜୟର…

ଇଂଲିଶ ଚ୍ୟାନେଲରେ ବୁଡ଼ିଲା ଡଙ୍ଗା, ୩୧ ଜଣ ଶରଣାର୍ଥୀ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଇଂଲିଶ ଚ୍ୟାନେଲ୍ ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଧବାର ଦିନ ଇଂଲିଶ ଚ୍ୟାନେଲରେ ବୁଡ଼ି ଯାଇଛି । ଯାହାଫଳରେ ୩୧ଜଣ ବୁଡ଼ି ସେମାନଙ୍କ ମୃତ୍ୟୁ…

ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଭାରତ ସରକାର କରିବେ ୨୨୩୦ କୋଟିର ଋଣ; ଚୁକ୍ତି ସାଇନ କଲା ଏଡିବି ବ୍ୟାଙ୍କ

ନୂଆଦିଲ୍ଳୀ: ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୨୨୩୦ କୋଟି ଟଙ୍କା ଋଣ କରିବେ ଭାରତ ସରକାର । ଏନେଇ ଭାରତ ସରକାର ଓ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ମଧ୍ୟରେ ୩୦୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୨୩୦ କୋଟି…

ମ୍ୟାଚ୍ ପୂର୍ବରୁ ଏହି ଡର ପାଇଁ ସେକ୍ସ କରନ୍ତି ବକ୍ସର ମାଇକ୍, ପୂର୍ବତନ ଡ୍ରାଇଭର କଲେ ଖୁଲାସା

ନୂଆଦିଲ୍ଲୀ: ପ୍ରସିଦ୍ଧ ବକ୍ସର ମାଇକ ଟାୟସନ ବକ୍ସିଂ ରିଙ୍ଗରେ ନିଜର ଆକ୍ରୋଶ, କ୍ରୋଧ ଓ ପାଗଳାମୀ ପାଇଁ ବେଶ୍ ଜଣାଶୁଣା । ମାଇକ୍ ଟାୟସନଙ୍କ ୫୫ ବର୍ଷ ବୟସ ହୋଇଥିବା ବେଳେ ସେ ଜେଲ୍ ଯାଇଛନ୍ତି, ବିରୋଧୀଙ୍କ କାନ ମଧ୍ୟ…

ବିବାହ ମଣ୍ଡପରୁ ବରକୁ ଉଠାଇ ନେଲା ପୋଲିସ, ଏହାପରେ ଭାବି ସ୍ୱାମୀଙ୍କ ପଛେ ପଛେ ଧାଇଁଲେ କନ୍ୟା

ନୂଆଦିଲ୍ଲୀ: ବିବାହ ପରି ଏକ ଖୁସିର ମୁହୂର୍ତ୍ତରେ ଯଦି କୌଣସି ଅଘଟଣ ଘଟେ ତେବେ ତାହା ବନ୍ଧୁ ବାନ୍ଧବ ସମସ୍ତଙ୍କ ମନରେ ଆଘାତ ଦେଇଥାଏ । ସେହିପରି ଏକ ଘଟଣା ଇକ୍ୱେଡରରେ ଦେଖିବାକୁ ମିଳିଛି । ଏକ ବିବାହ ସମାରୋହ ଚାଲିଥିବା…

କ୍ଲାସ୍ ଚାଲିଥିବା ବେଳେ ଉଠି ଆସି ଶିକ୍ଷୟତ୍ରୀଙ୍କୁ ଚାପୁଡା ମାରିଲେ ଛାତ୍ରୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଅର୍ଥାତ ଆଧୁନିକ ଯୁଗରେ ମଧ୍ୟ କଳା-ଗୋରା ଭେଦଭାବ ରହିବା ଦୁର୍ଭାଗ୍ୟଜନକ କଥା। ଏମିତି ଭେଦଭାବ ଯଦି ବିଦ୍ୟାଳୟରେ ଦେଖିବାକୁ ମିଳେ ତେବେ ଆଉ କଣ କୁହାଯିବ। ଗୋଟିଏ ସ୍କୁଲରେ ପାଠପଢା…

ଏଣିକି ମୂଷା ଓ ମାଙ୍କଡ଼ଙ୍କ ଠାରୁ ବ୍ୟାପୁଛି ମାରାତ୍ମକ ଭାଇରସ୍, ବିଶେଷଜ୍ଞ ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ: ଗତଦୁଇ ବର୍ଷ ହେଲା କରୋନା ଭାଇରସ୍ ସାରା ଦୁନିଆର ଲୋକଙ୍କ ନିଦ ଉଡ଼ାଇ ଦେଇଛି । ଆଶ୍ୱସ୍ତିକର କଥା ଯେ, ବର୍ତ୍ତମାନ ଧୀରେ ଧୀରେ ଏହାର ପ୍ରକୋପ କମିବାରେ ଲାଗିଛି । ତାପରେ ବି କୋଭିଡ୍ ପଜିଟିଭ୍ ଚିହ୍ନଟ…

ନର୍ସିଂ ହୋମରେ ଲାଗିଲା ଭୟଙ୍କର ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ

ବୁଲଗେରିଆ: ସୋମବାର ଦିନ ବୁଲଗେରିଆର ଏକ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଫଳରେ ୯ଜଣଙ୍କ ଜୀବନ ଚାଲିଯାଇଛି । ଏଠାରେ ଚିକିସାôଧୀନ ଥିବା ୯ଜଣ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଯାଇଛି । ଦମକଳ ବିଭାଗର ପ୍ରମୁଖ ସୂଚନା ଦେଇ…

ରାସ୍ତା ଉପରେ ଜଳିଗଲା ବସ୍, ୧୨ ଶିଶୁଙ୍କ ସମେତ ୪୫ ଯାତ୍ରୀ ମୃତ

ବୁଲଗେରିଆ: ରାସ୍ତା ଉପରେ ହଠାତ୍ ଜଳି ଉଠିଲା ବସ୍ । ଫଳରେ ନିଆଁ କବଳରେ ଆସି ୪୫ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୧୨ ଜଣ ଶିଶୁ ଯାତ୍ରା କରୁଥିବା ଜଣାପଡ଼ିଛି । ବସ୍ ରେ ଯାତ୍ରା କରୁଥିବା ଅଧିକାଂଶ ଉତ୍ତର ମେସେଡୋନିଆ…