CHARIDHAM
Browsing Category

ବିଦେଶ

ଆମେରିକା ରାଷ୍ଟ୍ରପତି ହେବେ ଜେଡି ଭାନ୍ସ, ଏବେ ନିଖୋଜ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ !

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଖୋଜ ଖବର ଏବେ ହଇଚଇ ସୃଷ୍ଟି କରିଛି। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ଗୁଜବ ଉଠିଥିଲା। ଏହି ସମୟରେ ତାଙ୍କ ନିଖୋଜ ଖବର ହ୍ୱାଇଟ୍…

ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା, ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବେଆଇନ ବୋଲି କହିଲେ ଆମେରିକା କୋର୍ଟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା। ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଆମେରିକା କୋର୍ଟ। ଟ୍ରମ୍ପ ଲଗାଇଥିବା ଟାରିଫକୁ ବେଆଇନ୍ କହିଲେ ଆମେରିକା କୋର୍ଟ। ଆମେରିକା ଅପିଲସ…

(viral video) ଲସଏଞ୍ଜେଲ୍ସର ବିଚ୍ ରାସ୍ତାରେ ପୋଲିସ କଲା ଭାରତୀୟ ଯୁବକଙ୍କ ହତ୍ୟା, ରାସ୍ତାରେ ଖଣ୍ଡାଧରି କରୁଥିଲେ ତଲୱାରବାଜୀ

ଲସଏଞ୍ଜେଲ୍ସ: ଲସଏଞ୍ଜେଲ୍ସରେ ଦେଖିବାକୁ ମିଳିଛି ଏକ ଜଘନ୍ୟ କାଣ୍ଡ । ଯେଉଁଥିରେ ବିଚ୍ ରାସ୍ତା ଉପରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

Noodles ଖାଇ ଚାଲିଗଲା ୧୩ ବର୍ଷ ବାଳକର ଜୀବନ, ଜାଣନ୍ତୁ ଘଟଣା ପଛର କାରଣ

କାଇରୋ: ଇଜିପ୍ଟରେ ଘଟିଯାଇଛି ବିଚିତ୍ର ଘଟଣା । କଞ୍ଚା ନୁଡଲ୍ସ ଖାଇ ଜଣେ ୧୩ ବର୍ଷର ବାଳକର ଚାଲିଯାଇଛି ଜୀବନ । ଇଜିପ୍ଟର କାଇରୋରେ ଘଟିଯାଇଛି ଏହି ଘଟଣା । ଶୁଖିଲା ରେମନ୍ ନୁଡଲ୍ସ ଖାଇବା ଦ୍ୱାରା ବାଳକର ଜୀବନ…

ଚିନ୍ତାରେ ମୋଦୀ, ଟ୍ରମ୍ପଙ୍କ ୫୦% ଶୁଳ୍କ ଯୋଗୁଁ ଭାରତ ସହିବ ୫୨ ଲକ୍ଷ କୋଟିର କ୍ଷତି!

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦% ଶୁଳ୍କ ଯୋଗୁଁ ଭାରତ ୫୨ ଲକ୍ଷ କୋଟି ପର୍ଯ୍ୟନ୍ତ କ୍ଷତି ସହିପାରେ। ଏହି ଦାବି କରିଛନ୍ତି ବ୍ରୋକରେଜ୍ ଫର୍ମ ଜେଫେରିଜ ଗ୍ଲୋବାଲ୍ ଇକ୍ୱିଟି ଷ୍ଟ୍ରାଟେଜି ମୁଖ୍ୟ…

ଭାରତର ଶତ୍ରୁ ଦେଶ ପାକିସ୍ତାନରେ ଗଣେଶ ପୂଜା, ତାହା ପୁଣି ‘ଅପରେସନ୍ ସିନ୍ଦୂର’ ପରେ

ପାକିସ୍ତାନ: ଭାରତରେ ଗଣେଶ ଚତୁର୍ଥୀ ବେଶ ଧୁମ ଧାମରେ ପାଳନ କରାଯାଏ। ହେଲେ ପଡ଼ୋଶୀ ଦେଶ ବା ଭାରତର ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଗଣେଶ ଚତୁର୍ଥୀ ମହା ଆଡ଼ମ୍ୱରରେ ପାଳନ କରାଯାଇଛି।  ତାହା ପୁଣି ଭାରତର ଅପରେସନ୍…

ଟ୍ରମ୍ପଙ୍କ ଟାରିଫ ଲଗାଣରେ ଭାରତକୁ ଝଟକା…ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ

ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ୍ ପ୍ରଭାବ । ଡଲାର ତୁଳନାରେ ପୁଣି ଟଙ୍କା ଦୁର୍ବଳ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ । ଶୁକ୍ରବାର ୧ ଡଲାର ମୂଲ୍ୟ ୮୭.୭୬ ଟଙ୍କାରେ ପହଞ୍ଚିଛି । ଆମେରିକା…

ଆଖି ପିଛୁଳାକେଧ୍ୱଂସ ହେଲା ୟୁକ୍ରେନ ଜାହାଜ, ସମୁଦ୍ର ମଝିରେ ପୁତିନ୍‌ଙ୍କ ଡ୍ରୋନ୍ ବାଣ(video viral)

ନୂଆଦିଲ୍ଲୀ: ରୁଷ ଉଡ଼ାଇଦେଲା ୟୁକ୍ରେନର ଜାହାଜ। ଯାହାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିଭଳି ସମୁଦ୍ର ମଝିରେ ଜାହାଜ ବିସ୍ଫୋରଣ ହୋଇଛି ସେହି ଚିତ୍ର ଦେଖିବାକୁ ମିଳିଛି। ରୁଷ ପ୍ରତିରକ୍ଷା…

ଲଞ୍ଚ ପୂର୍ବରୁ ୧୫ ଲକ୍ଷରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍‌, ମହାମୁକାବିଲା ଦେଖିବାକୁ ଫ୍ୟାନ୍ସ ଦିୱାନା

ନୂଆଦିଲ୍ଲୀ: ୯ ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ମଧ୍ୟରେ ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ UAE ବିପକ୍ଷରେ ଅଭିଯାନ ଆରମ୍ଭ କରିବ। କିନ୍ତୁ କ୍ରିକେଟ୍…

ପର୍ଣ୍ଣ ୱେବସାଇଟରେ ଜର୍ଜିଆ ମେଲୋନିଙ୍କ ସମେତ ଏହି ମହିଳା ନେତ୍ରୀଙ୍କ ଫଟୋ ଅପଲୋଡ୍, ଚାରିଆଡେ ହଇଚଇ

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆପତ୍ତିଜନକ ଫଟୋ ଭାଇରାଲ। ଯାହାକୁ ଦେଖି ଇଟାଲୀର ଲୋକମାନେ କ୍ରୋଧ ପ୍ରକାଶ କରିଛନ୍ତି। କେବଳ ମେଲୋନି ନୁହନ୍ତି, ତାଙ୍କ ଭଉଣୀ ଆରିଆନାଙ୍କ ସମେତ ଅନେକ…