Browsing Category

ବିଦେଶ

କ୍ଷମତା ବଦଳିବାରୁ ସ୍ୱର ବି ବଦଳିଲା, ନେପାଳ କହିଲା- ଭାରତ ସ୍ପେଶାଲ, ଚୀନ କେବେ ବି ଏହାର ସ୍ଥାନ ନେଇ ପାରିବ ନାହିଁ

ନୂଆଦିଲ୍ଲୀ : ନେପାଳରେ ବର୍ତ୍ତମାନ ନେପାଳି କଂଗ୍ରେସର ସରକାର । ଆଉ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତିି ଶେର ବାହାଦୂର ଦେଉବା । ପ୍ରଧାନମନ୍ତ୍ରୀ ପଦ ଦାୟିତ୍ୱ ଗ୍ରହଣ କରିବାରେ ତାଙ୍କୁ ଏକ ମାସ ହୋଇଗଲାଣି । ଏହା…

ଆଇସକ୍ରିମ୍ ଖାଇବା ପାଇଁ ସହର ଭିତରେ ହେଲିକ୍ୟାପ୍ଟରକୁ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିଲେ ଓ ଫସିଲେ

ନୂଆଦିଲ୍ଲୀ: ଆମେ ସମସ୍ତଙ୍କୁ ଆଇସକ୍ରିମ୍ ଖୁବ୍ ଭଲ ଲାଗେ । ହେଲେ କାନାଡାର ଜଣେ ପାଇଲଟ୍ ଆଇସକ୍ରିମ୍ ଖାଇବା ପାଇଁ ସୀମା ଟପି ଯାଇଛନ୍ତି । ସେ ଆଇସକ୍ରିମ୍ ଖାଇବା ପାଈଁ ହେଲିକ୍ୟାପ୍ଟରକୁ ଗୋଟିଏ ସହର ଭିତରେ ଏମର୍ଜେନ୍ସି…

ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ମିଳିବ ସର୍ବୋଚ୍ଚ ନାଗରିକ ସମ୍ମାନ, ସଂସଦରେ ପଡ଼ିଲା ପ୍ରସ୍ତାବ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏନେଇ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଦେଇଛନ୍ତି ।…

ତାଲିବାନର ଭାରତକୁ ଖୋଲା ଚେତାବନୀ- ଆଫଗାନିସ୍ତାନକୁ ସେନା ପଠାଇଲେ କିଛି ଭଲ ହେବ ନାହିଁ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ପ୍ରାନ୍ତ ଦଖଲ କରି ଚାଲିଛି ତାଲିବାନ । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ । ଏହା ମଧ୍ୟରେ ତାଲିବାନ ଭାରତକୁ ଦେଇଛି କଡା…

ପାକିସ୍ତାନ ମନାଉଛି ସ୍ୱାଧୀନତା ଦିବସ, କଣ ଏହା ବେଆଇନ୍? ଜାଣିବାକୁ ପଢ଼ନ୍ତୁ ପୂରା ରିପୋର୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ଅଗଷ୍ଟ ୧୪ ତାରିଖ । ଏହି ଦିନକୁ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ଭାବରେ ପାଳନ କରୁଛି । ୧୯୪୭ ମସିହାରେ, ଯେତେବେଳେ ବ୍ରିଟିଶମାନେ ଭାରତକୁ ମୁକ୍ତ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କଲେ…

ବଢ଼ିଲା ଚିନ୍ତା: ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ତାପମାତ୍ରା

ନୂଆଦିଲ୍ଲୀ: ଚଳିତବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି । ସାଧାରଣତଃ ଜୁଲାଇ ମାସରେ ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଏଥର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ଆମେରିକାର ସଂସ୍ଥା NOAA…

ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ହଠାତ୍ ଆକାଶରୁ ଛାତ ଭାଙ୍ଗି ଖସିଲା ଏକ ଉତ୍ତପ୍ତ ଉଲକା ପିଣ୍ଡ: କ’ଣ ଘଟିଲା ବୋଲି ପତି କିଛି ବୁଝିପାରିଲେନି

ନୂଆଦିଲ୍ଲୀ: ବେଳେବେଳେ ସାଧାରଣ ଦୁର୍ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ଭୟାନକ ଦୁର୍ଘଟଣାରେ ମଧ୍ୟ ଅନେକଙ୍କର କୌଣସି କ୍ଷତି ଘଟିନଥାଏ । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଥିଲା । ଆମେରିକାରେ ଜଣେ…

ସବୁଠୁ ବଡ଼ ତିରଙ୍ଗା ପତାକା ଉଡ଼ିବ ଆମେରିକାରେ, ପୂରା କଥା ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଯୁକ୍ତରାଷ୍ଟ୍ରରେ ଉଡ଼ିବ ଭାରତୀୟ ଜାତୀୟ ପତାକା । ତେବେ ଉକ୍ତ ତିରଙ୍ଗା ପତାକା ସବୁଠୁ ବଡ଼ । ଅଗଷ୍ଟ ୧୫ ତଥା ଭାରତର ସ୍ୱାଧୀନତା ଦିବସକୁ ଆମେରିକାରେ ବଡ଼ ଧୁମଧାମରେ ପାଳନ କରାଯିବ। ଆମେରିକାରେ…

ଆମେରିକାରେ ଟିକାର ବୁଷ୍ଟର୍‌ ଡୋଜ୍‌କୁ ଅନୁମତି

ୱାସିଂଟନ୍ : ଆମେରିକାରେ କରୋନା ଟିକାର ବୁଷ୍ଟର ଡୋଜ୍‌ ଲୋକଙ୍କୁ ଦେବାକୁ ଅନୁମତି ମିଳିଛି । ତେବେ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ ଟିକାର ଏହି ତୃତୀୟ ଡୋଜ୍‌ ଦିଆଯିବ । ଏବେ ଆମେରିକାରେ ମଡର୍ଣ୍ଣା…

ଲେଡି ଫିଙ୍ଗର୍ ଭଳି ଲେଡିଙ୍କ ଫିଙ୍ଗର୍ କାଟିଦିଆଯାଏ, କାରଣ କଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଓଡ଼ିଶା ଭାସ୍କର ବ୍ୟୁରୋ: ମଣିଷ ସମାଜ ସ୍ଥାନ କାଳ ଅନୁସାରେ ଏହାର ସାମାଜିକ ଚଳଣି ବଦଳାଇଥାଏ । ନିଜ ପାଇଁ ନିଜ ବିଶ୍ୱାସରେ ଗଢ଼ିଥାଏ ପରମ୍ପରା । ଆଉ ସେ ମଧ୍ୟରେ ରହିଯାଇଥାଏ ଅନେକ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ । କିନ୍ତୁ…