Browsing Category

ବିଦେଶ

ଭାରତର ହସ୍ତକ୍ଷେପ ପରେ ନରମିଲା ଆମେରିକା: ହଟାଇଲା ପ୍ରତିବନ୍ଧକ, ଖୁବଶୀଘ୍ର ଭାରତକୁ ପଠାଇବ ଭ୍ୟାକ୍ସିନ୍ ଓ କଞ୍ଚାମାଲ

ୱାଶିଂଟନ: ଭାରତ ପ୍ରତି ନରମ ଭାବ ପ୍ରଦର୍ଶନ କରିଛି ଆମେରିକା । ଖୁବଶୀଘ୍ର ଭ୍ୟାକ୍ସିନ ଓ ଭ୍ୟାକ୍ସିନ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଞ୍ଚାମାଲ ଭାରତକୁ ପଠାଇବ । ଏଥିସହ ଆମେରିକାର ଭାରତକୁ ନିଜର ପଡ଼ୋଶୀ ତଥା ସହଭାଗିତା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୧୬ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୧୬ ହଜାର ୩୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୮ ଲକ୍ଷ ୮୬…

ଇଣ୍ଡୋନେସିଆରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗୁରୁବାର ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପପୁଞ୍ଜ ଉପକୂଳରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୩.୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ…

ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ବିଦେଶରେ ପୂଜା ପାଇବେ ଚତୁର୍ଦ୍ଧାମୂର୍ତ୍ତି

ଲଣ୍ଡନ(ଓଡ଼ିଶା ଭାସ୍କର): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହୋଇଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ୨୦୨୦ ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ…

ଏଣିକି ଟିକା ନେବାକୁ କେହି ହେବେନି କୁନ୍ଥକୁନ୍ଥ! ଆମେରିକା ରାଷ୍ଟ୍ରପତିଙ୍କ ଅଭିନବ ଘୋଷଣା… ଜାଣନ୍ତୁ କଣ କହିଲେ ଜୋ ବାଇଡେନ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି । ଏବେବି ପ୍ରତିଦିନ ହଜାର ହଜାର ଲୋକ ଲୋକ ପ୍ରାଣ ହରାଉଛନ୍ତି । ଲକ୍ଷ ଲକ୍ଷ କୋଭିଡରେ ସଂକ୍ରମିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶ…

ପ୍ରାକୃତିକ ସୂର୍ଯ୍ୟକୁ ବି ମାତ୍ ଦେଲା ଚାଇନାର କୃତ୍ରିମ ସୂର୍ଯ୍ୟ, ୧୦୦ ସେକେଣ୍ଡରେ ଦେଉଛି ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ତାପମାତ୍ରା

ନୂଆଦିଲ୍ଲୀ: ଚାଇନାର କୃତ୍ରିମ ସୂର୍ଯ୍ୟ ଏବେ ରେକର୍ଡ ସୃଷ୍ଟି କରିଛି । ଏହି କୃତ୍ରିମ ସୂର୍ଯ୍ୟ ଏବେ ଅସଲି ସୂର୍ଯ୍ୟକୁ ବି ମାତ୍ ଦେଇ ୧୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାଇଛି । ଏହା ଏକଦମ୍ ଅସଲି ସୂର୍ଯ୍ୟ ପରି ଆଲୋକ ଦେବା…

ଘଟିବ ନେତନ୍ୟାହୁ ଯୁଗର ଅବସାନ, କ୍ଷମତାର ନିକଟତର ନେଫଟାଲି ବେନେଟ୍‌, ବଢିବ ମୁସଲିମ୍ ଦେଶର ମୁସ୍କିଲ

ନୂଆଦିଲ୍ଲୀ : ପାଲେଷ୍ଟାଇନ ସହ ସଂଘର୍ଷ ଥମିବାର କେଇ ଦିନ ନଯାଉଣୁ ଇସ୍ରାଏଲରେ ରାଜନୀତି ଚଳଚଂଚଳ ହୋଇ ଉଠିଛି । ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ଧରି ଜାରି ବେଞ୍ଜାମିନ ନେତନ୍ୟାହୁଙ୍କ ଯୁଗର ଅବସାନ ଘଟିବାକୁ ଯାଉଛି ।…

ଆଜି ହେଉଛି ବିଶ୍ୱ ବାଇସାଇକେଲ ଦିବସ; ସର୍ବୋତ୍ତମ ପରିବହନର ମାଧ୍ୟମ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ପରିବହନ ବ୍ୟବସ୍ଥାରେ ଅନେକ ଆଧୁନିକତା ଆସିଯାଇଛି । ସମୟର ପରିବର୍ତ୍ତନ ସହିତ ଲୋକମାନେ ଖାପ ଖୁଆଇ ଅନେକ ପ୍ରକାରର ନୁତନ ଗାଡିମଟର ତଥା ମେସିନ୍ ଚାଳିତ ଯାନବାହାନର ବ୍ୟବହାର…

ପଳାତକ ଚୋକସିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩,୫୦୦ କୋଟି ଟଙ୍କା ଠକେଇ କରି ଦେଶ ଛାଡି ପଳାଇଥିବା ମେହୁଲ ଚୋକସିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚୋକସିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଡୋମନିକାର ମାଜିଷ୍ଟ୍ରେଟ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୦୫ ଲକ୍ଷ ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫ ହଜାର ୯୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୪ ଲକ୍ଷ ୪…